ଆଜିର ରାଶିଫଳ : ୨୧ ଅଗଷ୍ଟ ୨୦୨୦, ରବିବାର : କୁମ୍ଭ ରାଶିର ଲୋକଙ୍କ ପାଇଁ ସୁଖ ନେଇ ଆସିବ ରବିବାର ଦିନ

ମେଷ ରାଶି:- ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରହିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସପକ୍ଷରେ ପରିବର୍ତ୍ତନ ଆସିବ। ଆଜି ବ୍ୟସ୍ତ ରହିବେ। ଯୋଗାଯୋଗ ଦକ୍ଷତା ବିକାଶ ହେବ। ଋଣ ମୁକ୍ତି ମିଳିବ।

ବୃଷ ରାଶି:- ଆଜି ଆପଣ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ବରିଷ୍ଠ ଅଧିକାରୀମାନଙ୍କୁ ଖୁସି କରିପାରିବେ। ପ୍ରେମ ଜୀବନ ସୁଖଦ ହେବ।

ମିଥୁନ ରାଶି:- ଜୀବନସାଥୀଙ୍କଠାରୁ କିଛି ଲାଭ ହୋଇପାରେ।ଆପଣ ଆଜି ଆନନ୍ଦ ଅନୁଭବ କରିବେ। ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ଆପଣ ସାଙ୍ଗମାନଙ୍କ ସହିତ ଏକ ଭ୍ରମଣରେ ଯାଇପାରନ୍ତି।

କର୍କଟ ରାଶି:- କୌଣସି ବି ନିଷ୍ପତ୍ତି ତତ୍ପର ହୋଇ ନିଅନ୍ତୁ ନାହିଁ। ଆଜି ଖର୍ଚ୍ଚ ଅଧିକ ହୋଇପାରେ। ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରତିକୂଳ ସମୟରେ ଧର୍ଯ୍ୟବାନ ହୁଅନ୍ତୁ।

ସିଂହ ରାଶି:- ଶାନ୍ତ ମନରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ। କୌଣସି ପୁରୁଣା କଥାକୁ ନେଇ ମନ କିଛି ଚିନ୍ତିତ ହୋଇପାରେ କିନ୍ତୁ ଏହାକୁ ନିଜ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ବୁଦ୍ଧିମାନ ଭାବରେ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ।

କନ୍ୟା ରାଶି:- ପରିବାର ପ୍ରତି ଆପଣଙ୍କର ଦାୟିତ୍ୱ ବଢିପାରେ ଯାହା ଟେନସନ ସୃଷ୍ଟି କରିପାରେ। ନିଜର ଲଭ ପାର୍ଟନରଙ୍କ ସହିତ ଏକ ଭଲ ସମୟ ବିତାଇବେ। ରାଜନୈତିକ କ୍ଷେତ୍ର ସହିତ ଜଡିତ ଲୋକମାନେ ଆଜି ସଫଳତା ପାଇବେ।

ତୁଳା ରାଶି:- ଆଜି ଆର୍ଥିକ ସ୍ଥିତି ଭଲ ହେବ। ବ୍ୟବସାୟରେ ଆପଣଙ୍କର କଠିନ ପରିଶ୍ରମରେ ନିଜର ସମସ୍ତ କାର୍ଯ୍ୟ ସମାପ୍ତ କରିବାରେ ସଫଳ ହେବେ। ପାରିବାରିକ ସମ୍ପର୍କରେ ମଧୁରତା ରହିବ। ସମାଜରେ ସମ୍ମାନ ବୃଦ୍ଧି ପାଇବ।

ବିଛା ରାଶି:- ଆଜିର ଦିନ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ। ବୃଷରାଶିର ଛାତ୍ରମାନେ ଶିକ୍ଷକଙ୍କ ସମର୍ଥନ ପାଇବେ। କିଛି ଲୋକ ଆପଣଙ୍କ କଥା ଦ୍ୱାରା ପ୍ରଭାବିତ ହେବେ। ଆଗାମୀ ସମୟରେ କିଛି ନୂତନ ଦାୟିତ୍ୱ ଦିଆଯିବ।

ଧନୁ ରାଶି:- ଆଜି ଆପଣଙ୍କର ବିନମ୍ର ସ୍ଵଭାଵ ସମସ୍ତଙ୍କୁ ପ୍ରଶଂସିତ କରିବ। ଆଜି ଯତ୍ନର ସହ ବିନିଯୋଗ କରନ୍ତୁ। ବ୍ୟବସାୟରେ କର୍ମଚାରୀଙ୍କ ନକାରାତ୍ମକ ମନୋଭାବ ସହିବାକୁ ପଡିପାରେ। ଜୀବନସାଥୀଙ୍କ ଠାରୁ କୌଣସି ସରପ୍ରାଇଜ ମିଳିପାରେ।

ମକର ରାଶି:- ବ୍ୟବସାୟୀମାନଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ। ପାରିବାରିକ ଜୀବନରେ କିଛି ଉତ୍ଥାନ-ପତନ ହୋଇପାରେ। ଅଫିସରେ ଆପଣଙ୍କ ବସଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ଅତିରିକ୍ତ କଠିନ ପରିଶ୍ରମ କରିବାକୁ ପଡିବ।

କୁମ୍ଭ ରାଶି:- ସନ୍ତାନଙ୍କ ପାଖରୁ କିଛି ଶୁଭ ଖବର ମିଳିପାରେ। ଆଜିର ଦିନ ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସୃଜନଶୀଳ କାର୍ଯ୍ୟ ସମାଜରେ ଆକର୍ଷଣର କେନ୍ଦ୍ରରେ ପରିଣତ ହେବ।

ମୀନ ରାଶି:- କୌଣସି ବି ବିବାଦରେ ପଡିବା ଯୋଗୁ ନିଜର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ନିଜକୁ ଶାନ୍ତ ରଖନ୍ୟୁ ଏବଂ ଧର୍ଯ୍ୟର ସହିତ କାମ କରନ୍ତୁ। ଖର୍ଚ୍ଚ ବଢ଼ିପାରେ। ନିଯୁକ୍ତ ବ୍ୟକ୍ତିମାନେ ଅଫିସରେ ସେମାନଙ୍କର ଦାୟିତ୍ୱ ପୂରଣ କରିବେ।

Leave a Reply

Your email address will not be published. Required fields are marked *