ଆଜିର ରାଶିଫଳ : ୧୯ ଅଗଷ୍ଟ ୨୦୨୨ ଶୁକ୍ରବାର: ଏହି ରାଶିର ଲୋକେ ଅଧିକ ଚିନ୍ତା କରନ୍ତୁ ନାହିଁ, ଜାଣନ୍ତୁ କାହାର ଦିନ ରହିବ ଶୁଭ

ମେଷ ରାଶି:- ଆଜିର ଦିନ ଆର୍ଥିକ ସ୍ଥିତିର ଉନ୍ନତି ହେବାର ଯୋଗ ବନିବାର ଜଣାପଡୁଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଯତ୍ନ ନିଅନ୍ତୁ। ଏହି ରାଶିର ବ୍ୟବସାୟୀମାନେ ଆଜି ପରିଶ୍ରମୀ ଲୋକଙ୍କ ସାହାଯ୍ୟରେ ଲାଭ କରିପାରନ୍ତି।

ବୃଷ ରାଶି:- ଭାଇଭଉଣୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ। ଆପଣ ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହଯୋଗ ମିଳିବ।

ମିଥୁନ ରାଶି:- ଆଜିର ଦିନ ଏହି ରାଶିର ଲୋକମାନେ କୌଣସି ପ୍ରମୁଖ ନିଷ୍ପତ୍ତିରେ କିମ୍ବା ଟଙ୍କା ବିନିଯୋଗ କରିବା ସମୟରେ ସେମାନଙ୍କ ବଡ଼ ମାନଙ୍କ ପରାମର୍ଶ ନେବା ଉଚିତ। ପାରିବାରିକ ଜୀବନ ସୁଖମୟ ହେବ। ମଜା ପାଇଁ ବାହାରେ ଅଧିକ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ।

କର୍କଟ ରାଶି:- ଆଜିର ଦିନ କଷ୍ଟଦାୟକ ଦିନ ହୋଇପାରେ। ଏହି ରାଶିର ବ୍ୟବସାୟୀମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆର୍ଥିକ ସମସ୍ୟା ଆଜି ସାମ୍ନାକୁ ଆସିପାରେ।

ସିଂହ ରାଶି:- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ରହିବ। ଆର୍ଥିକ ଅବସ୍ଥା ସ୍ୱାଭାବିକ ହେବ। ଯଦି ଆପଣ ଅଫିସରେ ଥିବା ସହକର୍ମୀମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତି ତେବେ ଏହା ଲାଭଦାୟକ ହେବ।

କନ୍ୟା ରାଶି:- କୌଣସି ବି ନିଷ୍ପତ୍ତି ବିନା ଚିନ୍ତା ନକରି ନେବା ଭବିଷ୍ୟତରେ ଭୋଗିବାକୁ ପଡିପାରେ। ଆଜିର ଦିନ ସୁଖ ଏବଂ ତୃପ୍ତି ଅନୁଭବ କରିବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ।

ତୁଳା ରାଶି:- ଆଜର ଦିନ ବୁଦ୍ଧି ଏବଂ ସାହସର ଶକ୍ତି ଉପରେ ଅନେକ କାର୍ଯ୍ୟ ସମାପ୍ତ କରିବେ। ଆଜି ଅଫିସରେ ଆପଣ ବସ ଠାରୁ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ପାଇପାରନ୍ତି। ବିରୋଧୀମାନେ ପରାସ୍ତ ହେବେ।

ବିଛା ରାଶି:- ଆଜି ଆପଣ ପରିବାର ସଦସ୍ୟଙ୍କ ସହିତ ସପିଂ କରିପାରନ୍ତି। ଆପଣ କିଛି କାର୍ଯ୍ୟରେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ପାଇପାରନ୍ତି। ଆଜି ଟଙ୍କା କାରବାରରୁ ଦୂରେଇ ରୁହନ୍ତୁ।

ଧନୁ ରାଶି:- ଆଜିର ଦିନ ଆପଣଙ୍କ ପାଇଁ ଏକ ବିଶେଷ ନୁହେଁ। ନିଜର କାର୍ଯ୍ୟ କ୍ଷେତ୍ରରେ ଏପରି ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତୁ ଯେଉଁମାନେ ଆପଣଙ୍କର ବିରୋଧୀ ଅଟନ୍ତି। ଅତ୍ୟଧିକ ରାଗିବା ଠାରୁ ଦୂରେଇ ରୁହନ୍ତୁ।

ମକର ରାଶି:- ଆଜିର ଦିନ ମକର ରାଶିର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସର ସଂଚାର ହେବ। ଅନ୍ୟାନ୍ୟ ଆୟର ଉତ୍ସ ମିଳିପାରେ। ସମ୍ପତ୍ତିରେ ବିନିଯୋଗ ପାଇଁ ଦିନଟି ଅନୁକୂଳ ଅଟେ।

କୁମ୍ଭ ରାଶି:- ଆଜି ଆପଣ ପାରିବାରିକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ସରକାରୀ ଚାକିରୀ କରୁଥିବା ଲୋକମାନେ କିଛି ଭଲ ଖବର ପାଇପାରନ୍ତି। ଆପଣ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ।

ମୀନ ରାଶି:- ଆଜି ଆପଣଙ୍କର କଠିନ ପରିଶ୍ରମ ଆୟ ବୃଦ୍ଧି ହେବାର କାରଣ ହୋଇପାରେ। ଅଫିସରେ ଆପଣଙ୍କ କାର୍ଯ୍ୟରେ ବସ ଖୁସି ହେବେ। ଆପଣ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ।

Leave a Reply

Your email address will not be published. Required fields are marked *