ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଚୁପଚାପ ଏହିଠାରେ ରଖିଦିଅନ୍ତୁ 1 ଟଙ୍କିଆ ମୁଦ୍ରା ମାଲାମାଲ ହେଇଯିବେ 24 ଘଣ୍ଟାରେ ଚମତ୍କାର ଦେଖନ୍ତୁ..

ବନ୍ଧୁଗଣ ଜନ୍ମାଷ୍ଟମୀର ପର୍ବ ଭାରତ ସହିତ ଅନେକ ଅନ୍ୟ ଦେଶରେ ମଧ୍ୟ ବହୁତ ଧୁମଧାମ ରେ ପାଳନ କରାଯାଏ | ଖାସ କରି ବୈଷ୍ଣବ ପନ୍ଥୀ ମାନଙ୍କ ପାଇଁ ଏହି ଦିନଟି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ | ପୁରା ଭାରତ ରେ ଏହି ପର୍ବ କୁ ନେଇ ଲୋକ ଉତ୍ସାହରେ ରହିଥାନ୍ତି | ପୁରାଣ ଶାସ୍ତ୍ର ଅନୁଯାଇ ଭଗବାନ ଶ୍ରୀକୃଷ୍ଣ ସମଗ୍ର ଦୁନିଆରୁ ପାପୀ ଙ୍କୁ ନାଶ କରିବା ପାଇଁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମ ତିଥିରେ ଯୋଗେଶ୍ୱର ଶ୍ରୀକୃଷ୍ଣ ନାମ ରେ ଜନ୍ମ ଗ୍ରହଣ କରିଥିଲେ |

ଏହା ସହିତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ମାନବ ଜାତି କୁ ଧର୍ମର ଜ୍ଞାନ ଦେଲେ | ଏହି କାରଣ ରୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଆଜିର ଦିନ ରେ ଭାରତ ସହିତ ଅନ୍ୟ ଦେଶ ରେ ମଧ୍ୟ ପୂଜା କରାଯାଏ | ତେବେ ଆଜିର ଏହି ପୋଷ୍ଟ ରେ ଆମେ ମୁଦ୍ରା ର କିଛି ବିଶେଷ ଉପାୟ ବିଷୟରେ ଜାଣିବା ଯାହା ଆପଣଙ୍କ ଭାଗ୍ୟ କୁ ବଦଳେଇ ଦେଇପାରେ | ତେଣୁ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ..

ହିନ୍ଦୁ ପଚାଙ୍ଗ ଅନୁସାରେ ଜନ୍ମାଷ୍ଟମୀ ପର୍ବ 18 ଏବଂ 19 ଅଗଷ୍ଟ ରେ ପାଳନ କରାଯାଇ ପାରିବ | ଘରୋଇ ଲୋକ 18 ଅଗଷ୍ଟ ରେ ହିଁ ଜନ୍ମାଷ୍ଟମୀ ର ପର୍ବ ପାଳନ କରନ୍ତୁ | 18 ଅଗଷ୍ଟ ରେ ବ୍ରତ ରଖିଥିବା ଲୋକ 19 ଅଗଷ୍ଟ କୁ ତ୍ୟାଗ କରିବେ ଏବଂ ଯେଉଁ ମାନେ 19 ଅଗଷ୍ଟ କୁ ବ୍ରତ ରଖିବେ ସେମାନେ 20 ଅଗଷ୍ଟ କୁ ତ୍ୟାଗ କରିବେ |

ପଚାଙ୍ଗ ଅନୁସାରେ ଜନ୍ମାଷ୍ଟମୀ ତିଥି 18 ଅଗଷ୍ଟ ରାତି 9ଟା ବାଜି 20 ମିନିଟ ରେ ଆରମ୍ଭ ହେବ ଯାହା 19 ଅଗଷ୍ଟ ରାତି 10 ଟା ବାଜି 59 ମିନିଟ ରେ ଶେଷ ହେବ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀ ଦିନ ଦୁଇଟି ମହଯୋଗ ବନୁଅଛି ଯାହା ହେଉଛି ବୃଦ୍ଧି ଏବଂ ଦ୍ରୁବ ନାମକ ଯୋଗ | ଏହି ଦିନ ଟି ବହୁତ ପୂର୍ଣ୍ଣ କାରୀ ଦିନ ଅଟେ,ଏହି ଦିନ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ମନ ବାଞ୍ଛିତ ଫଳ ପ୍ରାପ୍ତ ହେବ | ଜନ୍ମାଷ୍ଟମୀ ବହୁତ ବିଶେଷ ପର୍ବ ଅଟେ ଏହି ବ୍ରତ ଖାସ କାରୀ ସେହି ମହିଳା ରଖନ୍ତୁ ଯିଏ ନିଃସନ୍ତାନ ଅଟନ୍ତି |

ଶାସ୍ତ୍ରରେ ଜନ୍ମାଷ୍ଟମୀ ର ପର୍ବକୁ ବଡ ମହତ୍ତ୍ୱପୂର୍ଣ ବୋଲି ବିଶ୍ୱାସ କରାଯାଏ | ଏହି ବ୍ରତ କୁ କରିବା ଦ୍ୱାରା ହଜାର ବ୍ରତ ଏବଂ ଅନେକ ଯଜ୍ଞ ର ଫଳ ଏକା ସାଙ୍ଗରେ ପ୍ରାପ୍ତି ହୋଇଥାଏ | ଏହି ବ୍ରତ ସାତ ଜନ୍ମ ପର୍ଯ୍ୟନ୍ତ ପାପର ନାଶ ହୋଇଯାଇଥାଏ,ଏହି ବ୍ରତ କରିବା ଦ୍ୱାରା ଭଗବାନ କୃଷ୍ଣଙ୍କ ହାତ ସଦା ସର୍ବଦା ଆପଣ ଙ୍କ ଉପରେ ରହିଥାଏ | ଏଥି ସହିତ ଧନର କେବେ ଅଭାବ ହୁଏ ନାହିଁ | ଏହି ବ୍ରତ କରିବା ଦ୍ୱାରା ସୁଶୀଲ ସନ୍ତାନର ପ୍ରାପ୍ତି, ଦୀର୍ଘ ଆୟୁ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ | ଜନ୍ମାଷ୍ଟମୀ ର ପର୍ବ ପାଳନ କରି ପ୍ରତ୍ୟେକ ମନୋକାମନା ପୁରା କରାଯାଇ ପାରେ |ଯେଉଁ ଲୋକଙ୍କର ଚନ୍ଦ୍ରମା ଠିକ ନଥାଏ ସେ ଏହି ବ୍ରତ କରିବା ଦ୍ୱାରା ବିଶେଷ ଫଳ ପାଇଥାନ୍ତି |

ଜନ୍ମାଷ୍ଟମୀର ରାତିରେ ମୁଦ୍ରାର ଉପାୟ ବହୁତ ଶୁଭ ଫଳ ପ୍ରଦାନ କରିଥାଏ | ଯଦି ଆପଣଙ୍କର କୌଣସି କାମନା ଅନେକ ଦିନରୁ ଆପଣଙ୍କ ମନରେ ଅଛି ସାକାର ହେଉନାହିଁ ଏହିପରି ବିଶେଷ କାମନାର ପୃତ୍ତି ହେତୁ | ଗୋଟିଏ ମୁଦ୍ରା ନେଇ ଆପଣଙ୍କ ମନ କାମନା ଉଚ୍ଚାରଣ କରିବା ପରେ ଏହାକୁ ଆପଣଙ୍କ ଘରର ତୁଳସୀ ଗଛ ତଳେ ପୋତିଦିଆନ୍ତୁ | ଆଉ ଯେତେବେଳେ ଆପଣଙ୍କ ମନକାମନା ପୁରା ହେଇଯିବ ସେତେବେଳେ ସେହି ମୁଦ୍ରା କୁ ପାଖରେ ଥିବା ମନ୍ଦିରରେ ରଖି ଦିଅନ୍ତୁ |

ଯଦି ଆପଣ ଚିନ୍ତିତ ଅଛନ୍ତି ବହୁତ ସମସ୍ୟା ଆପଣଙ୍କୁ ଘାରି ରହିଛି ତେବେ ଭଗବାନ ଙ୍କ ପାଖରେ ଅର୍ପଣ କରାଯାଇଥିବା | ଦୁଇଟି ତୁଳସୀର ପତ୍ର ଆଣନ୍ତୁ ଏବଂ ଏହା ସହ ଗୋଟିଏ ମୁଦ୍ରା ଆଣନ୍ତୁ ଆଉ ରାତିରେ ଶୋଇବା ସମୟରେ ଏହାକୁ ତକିଆ ତଳେ ଥୋଇ ସୁଅନ୍ତୁ | ଏବଂ ସକାଳୁ ଉଠିଲା ପରେ ତୁଳସୀ କୁ ମାଟି ତଳେ ପୋତି ଦିଅନ୍ତୁ ଏବଂ ମୁଦ୍ରା କୁ ପାଖ ରେ ଥିବା ମନ୍ଦିରରେ ଦେଇଆସନ୍ତୁ | ଏହା ଉପାୟ ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ | ଏହି ଉପାୟ ଜନ୍ମାଷ୍ଟମୀ ରେ ନିଶ୍ଚୟ କରନ୍ତୁ..

Leave a Reply

Your email address will not be published. Required fields are marked *