ଏହି ଫଳର ଗୋଟିଏ ଖଣ୍ଡ ରେ ବନ୍ଦ ଭାଗ୍ୟର ତାଲା ଖୋଲିଯାଏ,ଏହିଠାରେ ରଖନ୍ତୁ ପଇସା ଗଣି ଗଣି ଥକି ଯିବେ..

ହିନ୍ଦୁ ଧର୍ମ ରେ ଏମିତି ଅନେକ ଗଛ ଅଛି ଯାହା ନା କେବଳ ଆପଣଙ୍କ ଜୀବନ କୁ ସରଳ କରିଦିଏ ବରଂ ଏହା ଆପଣଙ୍କ ସମସ୍ତ ସମସ୍ୟା କୁ ମଧ୍ୟ ଦୂର କରିଥାଏ |ପରିବେଶ ସନ୍ତୁଳନ ରଖିବା ପାଇଁ ବୃକ୍ଷ ଲତାର ବିସେଶ ମହତ୍ଵ ରହିଛି । ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଆୟୁର୍ବେଦରେ ସମସ୍ତଙ୍କ ଗଛ ଲତାର ଉଲେଖ ରହିଛି ।ଗଛର ଛାଲି, ଚେର,ପତ୍ର, ଫୁଲ ଫଳ ମଧ୍ୟ ଗୃହ ବା କାରଖାନାର ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ବୃକ୍ଷର ବର୍ଣନା କରାଯାଇଛି । ଏଥି ମଧ୍ୟରୁ ଶ୍ଵେତ ଅରଖ ଗଛ ସମ୍ପୂର୍ଣ ଉତ୍କୃଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଏହି ଶ୍ଵେତ ଅରଖ ଗଛ ବିଷୟରେ । ବାସ୍ତୁ ଶାସ୍ତ୍ରରେ କଣ ସବୁ ବର୍ଣିତ ରହିଛି ଆସନ୍ତୁ ଜାଣିବା ସେହି ବିଷୟରେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଏହିପରି ଉପାୟ ନେଇକି ଆସିଚୁ | ଯାହାକୁ ପ୍ରୟୋଗ କରିବା ଦ୍ୱାରା ଦେବ ଙ୍କର ଦେବ ମହାଦେବ ପ୍ରସନ୍ନ ହୋଇଯିବେ ଏବଂ ସମସ୍ତ ନବ ଗ୍ରହ ମଧ୍ୟ ଆପଣଙ୍କର ଫେବର ରେ ହୋଇଯିବେ | ତେବେ ବନ୍ଧୁଗଣ ପୁରାଣ ଶାସ୍ତ୍ର ରେ ବର୍ଣନା କରାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ ଙ୍କ କୃପା ରହିଥାଏ ସେହି ବ୍ୟକ୍ତି ଜୀବନ ରେ ବହୁତ ଅଗ୍ରଗତି କରିଥାଏ | ତେବେ ଚାଲନ୍ତୁ ଜାଣିବା ଆଜିର କିଛି ଉପାୟ ବିଷୟରେ..

ତେବେ ଯଦି ଜୀବନରେ ଆପଣଙ୍କୁ ଲାଗୁଚି କି ଆପଣଙ୍କ ପାଖରେ ପଇସା ରହୁନାହିଁ,ଯେତେ ରୋଜଗାର କଲେ ଆପଣଙ୍କର ଅଭାବ ରହୁଛି ତେବେ ଏହି ଭଳି ପରିସ୍ଥିତିରେ ଆପଣ ଅରଖ ଗଛର ଚେର ରେ ଏହି ଉପାୟ କରିପାରିବେ |ଅରଖ ଗଛର ଚେର ଆଣି ତାକୁ ନୀଳ କପଡା ରେ ଗୁଡେଇ ଘରର ମୁଖ୍ୟ ଦ୍ୱାରା ରେ ରଖିଦିଅନ୍ତୁ | ଏହିପରି କୌଣସି ବି ବାର ରେ ଆପଣ କରିପାରିବେ |

ଆପଣଙ୍କ ଜୀବନ ରେ ଧନ ର ଅଭାବ ହେବ ନାହିଁ | ଯଦି ଆପଣଙ୍କର ସନ୍ତାନ ହେଉନାହିଁ ତେବେ ଆପଣ ଅରଖ ଗଛ ର ଏହି ମହା ଉପାୟ କରିପାରିବେ ଅରଖ ଗଛର ଚେର କୁ ମହାଦେବ ଙ୍କ ମଥାରେ ଚଢାଇବା ଦ୍ୱାରା | ଜୀବନ ରେ ସୁଖ ସମୃଦ୍ଧି ଆସିବ ସହ ଆପଣଙ୍କର ସନ୍ତାନ ପ୍ରାପ୍ତି ବି ହୋଇଥାଏ |

ଏହି ଧଳା ରଙ୍ଗର ଅରଖ ଗଛରେ ସ୍ବୟଂ ଗଣେଶ ବାସ କରୁଥାନ୍ତି । ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ ଗଣେଶଙ୍କୁ ପୂଜା କରିବା ସହିତ ସମାନ ଅଟେ । ଏହି ଅରଖଗଛର ଫୁଲ ସିବ, ଏବଂ ଦେବୀ ଓ ଗଣେଶ, ସୂର୍ଯ୍ୟ ମଧ୍ୟ ମଧ୍ୟ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁସାରେରେ ଏହି ଶ୍ଵେତ ଅରଖଗଛକୁ ଯଦି ମାଟିରେ ପୋତି ଏହାର ମୂଳରେ କ୍ଷୀର ଓ ପାଣି ଢାଳି ୧୧ ବର୍ଷପର୍ଯ୍ୟନ୍ତ ପୂଜା କରାଯାଇଥାଏ ।

ତେବେ ଏହି ଅରଖଗଛର ଚେରରେ ଠିକ ଶ୍ରୀ ଗଣେଶଙ୍କର ରୂପ ନେଇଥାଏ । ଯାହାକୁ କି ଲୋକମାନେ ଘରେ ବା ମନ୍ଦିରରେ ସ୍ଥାପନ କରିଥାନ୍ତି । ଭଗବାନ ଗଣେଶଙ୍କର ଅସ୍ତିତ୍ଵ ଏହି ଅରଖ ଗଛରେ ଥାଏ । ଏହି ଗଛକୁ ଯଦି ଘର, ଅଫିସ, ଦୋକାନ, କାରଖାନା ଇତ୍ୟାଦିରେ ଲଗାଇ ପୂଜା କଲେ ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ମନୁଷ୍ୟକୁ ଧନ ସମ୍ପତି ପ୍ରାପ୍ତ ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହରତା, ଘରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ

ଯଦି ଆପଣଙ୍କର କ୍ୟାରିଅର ରେ ଅସୁବିଧା ହେଉଛି ଯେତେ ପାଠ ପଢିଲେ ମଧ୍ୟ ଆପଣଙ୍କର କୌଣସି ଉନ୍ନତି ହେଉନାହିଁ ତେବେ ଅରଖ ଚେର ର ଏହି ମହା ଉପାୟ ନିଶ୍ଚିନ୍ତ କରନ୍ତି ଆପଣଙ୍କ ଜୀବନରୁ ସମସ୍ତ ନକାରାତ୍ମକ ଉର୍ଜା ଶେଷ ହୋଇ ଯିବ |

ତେବେ ଅରଖ ଗଛର ଚେର କୁ ନେଇ. ମହା ଦେବ ଙ୍କୁ ସ୍ମରଣ କରି ଆପଣ ଏହାକୁ ନିଜ ବେକ ରେ ଅବା ଯାହାର ପାଠ ହେଉନାହିଁ ତାଙ୍କ ବେକରେ କଳାଫିତା ଦ୍ୱାରା ବାନ୍ଧି ଦିଅନ୍ତୁ ସବୁକିଛି ସଠିକ ହୋଇଜୀବ ଧୀରେ ଧୀରେ ଉନ୍ନତି ହେବାକୁ ଲାଗିବ | ତେବେ ଯଦି ଆପଣଙ୍କ ଘରେ ଆପଣଙ୍କି ଲାଗୁଛି କିଏ କିଛି କରିଦେଇଛି ଅବା ଗୁଣି ଗାରେଡି କରିଛି ତେବେ ମଧ୍ୟ ଆପଣ ଅରଖ ଚେର ରେ ଏହି ଉପାୟ କରିପାରିବେ |

Leave a Reply

Your email address will not be published. Required fields are marked *