ଶୁକ୍ରବାର ଦିନ ଏହି ୬ ଟି କାମ କେବେ ବି କରନ୍ତୁ ନାହିଁ ନହେଲେ ପୁରା ଘର କାଙ୍ଗାଳ ହେଇଯିବ | ଘୋର ପାପ ଲାଗିଥାଏ..

ସୁଖ ଦୁଃଖ ମଣିଷର ଅଭିନ୍ନ ଅଙ୍ଗ ହୋଇଥାଏ | ମଣିଷ ସୁଖ ସମୃଦ୍ଧି ଏବଂ ଅଶର୍ଯ୍ୟକୁ ପାଇବା ପାଇଁ କଠୋର ପରିଶ୍ରମ କରିଥାଏ | କିନ୍ତୁ ଅନେକ ଥର ନିଷ୍ଠା ଏବଂ ଲଗନ୍ନ ସହ କରିବା ପରେ ମଧ୍ୟ ବ୍ୟକ୍ତିକୁ ଉଚିତ ଫଳ ମିଳିନଥାଏ | ଅସଫଳତାର ପ୍ରଭାବ ଘର ଉପରେ ପଡିଥାଏ,ବାଦ,ବିବାଦ, କ୍ଳେଶ ଏବଂ କଳହ ଆଦି ହୋଇଥାଏ |

ପର୍ଯ୍ୟାପ୍ତ ଟଙ୍କା ନମିଳିବାରୁ ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ | ଏବଂ ସମ୍ପର୍କ ତିକ୍ତତା ଆସିବାକୁ ଲାଗେ ଏଥିରେ ବ୍ୟକ୍ତିର ମନ ସମ୍ମାନ ଉପରେ ପ୍ରଭାବ ପଡିଥାଏ | ଏହିସବୁର କାରଣ ଆପଣଙ୍କ ଘରେ ଥିବା ନକାରାତ୍ମକ ପ୍ରଭାବ ହୋଇପାରେ, ନକାରାତ୍ମକ ପ୍ରଭାବ ଯୋଗୁ ଅନେକ ସମସ୍ୟା ମଧ୍ୟ ହୋଇଥାଏ | ଏହି ପ୍ରଭାବରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଉପାୟ କରିପାରିବେ କିନ୍ତୁ ସଠିକ ଉପାୟ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ |

ଏଭଳି ପରିସ୍ଥିତି ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶୁକ୍ରବାର ର ଉପାୟ ବିଷୟରେ | ବନ୍ଧୁଗଣ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ପ୍ରିୟ ଦିନ ହୋଇଥାଏ ଏହି ଦିନ ଯଦି ଆପଣ କିଛି ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିଦିଅନ୍ତି ତେବେ ଅନେକ ଲାଭ ହୋଇଥାଏ | ଏହାର ବିପରୀତ ରେ ମଧ୍ୟ ଯଦି ଆପଣ ଏହିପରି କାମ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ରାଗିଯାନ୍ତି ଏବଂ ବହୁତ ଅନିଷ୍ଟ ହୋଇଥାଏ ଆପଣଙ୍କର |

ତେବେ ଆଜି ଆମେ ଆପଣଙ୍କୁ ଏମିତି କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଶୁକ୍ରବାର ଦିନ କଦାପି କରିବା ଉଚିତ ନୁହେଁ | ନହେଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଏ ଏବଂ ଏହା ଫଳ ସ୍ୱରୂପ ଅନେକ ସମସ୍ୟା ହୋଇ ଥାଏ ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ..

ତେବେ ବନ୍ଧୁଗଣ ଶୁକ୍ରବାର ଦିନ ବିଶେଷ କରି ମହିଳା ମାନେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣୀ ଢ଼ାଙ୍କି ରଖନ୍ତୁ, କଦାପି ଖୋଲା ମୁଣ୍ଡରେ ମନ୍ଦିର କିମ୍ବା ଠାକୁର ଘରକୁ ପ୍ରବେଶ କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କୁ ଏହାର ଅଶୁଭ ଫଳ ଭୋଗିବାକୁ ପଡିପାରେ | ତେବେ ବନ୍ଧୁଗଣ ଠାକୁରଙ୍କୁ ପୂଜା କରିବା ସମୟରେ ଭୋଗ ରାଗ କରିବା ବେଳେ କେବେ ହେଲେ ସାତ୍ଵିକ ଏବଂ ହାତ ଅସନା କରି ଭଗବାନ ଙ୍କୁ ଅର୍ପଣ କରନ୍ତି ନାହିଁ |

ଏହା ଦ୍ୱାରା ଭଗବାନ କ୍ରୋଧିତ ହୋଇଥାନ୍ତି | ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର ପଶୁପକ୍ଷୀ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି, ତେବେ ଏହି ପରି ସମୟରେ କୌଣସି ପଶୁ କିମ୍ବା ପକ୍ଷୀ ଙ୍କୁ ହତ୍ୟା କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ମହାପାପ ଲାଗି ଥାଏ | ଏହା ବ୍ୟତୀତ ଆପଣ ତାଙ୍କୁ ଖାଇବାକୁ ଚାଉଳ କିମ୍ବା ଗହମ ଦେଇପାରିବେ ଏହିପରି କରିବା ଦ୍ୱାରା ଦୋଷ କ୍ଷମା ହୋଇଥାଏ |

ତେବେ ଯଦି ଆପଣଙ୍କ ଠାକୁର ଘରେ ଝିଟିପିଟି ଦେଖାଯାଏ ଏବଂ ଆପଣ ଏହାକୁ ଡ଼ରିକି ଭଗେଇବାକୁ ଚେଷ୍ଠା କରୁଛନ୍ତି ତେବେ ଏହିପରି କରନ୍ତୁ ନାହିଁ | କାରଣ ଝିଟିପିଟି ଦେଖା ଯିବା ସ୍ୱୟଂ ମାତା ଲକ୍ଷ୍ମୀଙ୍କର ଆଗମନ ସହ ସମାନ ହୋଇଥାଏ | ସେଠିପାଇଁ ଏହାକୁ ବାହାର କରନ୍ତୁ ନାହିଁ |

ପ୍ରତ୍ୟେକ ସପ୍ତାହ ରେ ଭଗବାନ ଙ୍କୁ କିଛି ନା କିଛି ମିଠା ଭୋଗ ଲଗେଇବା ଉଚିତ ହୋଇଥାଏ | ତେବେ ଶୁକ୍ରବାର ଦିନ ନିଶ୍ଚିନ୍ତ ଭାବରେ କୌଣସି ମିଠା ଭୋଗ ଲଗାନ୍ତୁ ଯେମିତିକି ଖିରି କିମ୍ବା ମିଠା ଭାତ | ତେବେ ଏହିପରି ଖାଦ୍ୟ ବନାନ୍ତୁ ଯାହା ମିଠା ହୋଇଥିବା ଯଦି ଆପଣ ଏହିପରି କିଛି ବାନେଇପାରୁ ନାହାନ୍ତି ତେବେ କେବଳ ଚିନି ମଧ୍ୟ ସନ୍ଧ୍ୟାରେ ଭଗବାନ ଙ୍କୁ ଭୋଗ ଲଗେଇପାରିବେ |

ଶୁକ୍ରବାର ଦିନ ଲୁଣ ପକା ପାଣିରେ ପୋଛା ଲଗାନ୍ତୁ | ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତୁ ନାହିଁ ଏହା କରିବା ଉଚିତ ହୋଇନଥାଏ | ଏହି ଦିନ କୌଣସି ମହିଳାଙ୍କୁ ଅତ୍ୟାଚାର କରନ୍ତୁ ନାହିଁ, ସେ ପୁରୁଷ ହୁଅନ୍ତୁ ଅବା ସ୍ତ୍ରୀ କେବେ ବି କୌଣସି ନାରୀ ଙ୍କୁ ମାରନ୍ତୁ ନାହିଁ ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି |

ଶୁକ୍ରବାର ଦିନ କଳା ପିମ୍ପୁଡି କୁ ମିଠା ଅଟା ଖାଇ ବାକୁ ଦେବା ସର୍ବଶ୍ରେଷ୍ଠ ହୋଇଥାଏ | ଏହି କୌଣସି ଜୀବ ଜନ୍ତୁ ଙ୍କୁ ମାରନ୍ତୁ ନାହିଁ ପାପ ଲାଗିଥାଏ | ଶୁକ୍ରବାର ଦିନ କୌଣସି ପ୍ଲାଷ୍ଟିକ ଜିନିଷ କିଣନ୍ତୁ ନାହିଁ | ଆମିଷ ଖାନ୍ତୁ ନାହିଁ, ଯେପରିକି ମଦ ମାଂସ ଏସବୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି |

ଏହି ଦିନ ଦାନ କରିବା ପୁର୍ଣ୍ୟ ହୋଇଥାଏ କୌଣସି ଗରିବ କୁ ଦାନ କରନ୍ତୁ | ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ତେବେ ଏହି ଦିନ କେବେ ବି କାହାକୁ କଷ୍ଟ ଦିଅନ୍ତୁ ନାହିଁ | ବନ୍ଧୁଗଣ ଶୁକ୍ରବାର ଦିନ କାହାକୁ ମଧ୍ୟ ରୁପା ଜିନିଷ ଦିଅନ୍ତୁ ନାହିଁ | କାରଣ ଏହି ଜିନିଷ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏହାକୁ ଅନ୍ୟ କୁ ଦେବାର ଅର୍ଥ ତୁମେ ଅନ୍ୟ କାହାକୁ ଲକ୍ଷ୍ମୀ ମା ଙ୍କୁ ଦେଇଦେଉଛନ୍ତି ତେବେ ଏହି ପରି କଦାପି କରନ୍ତୁ ନାହିଁ |

ଶୁକ୍ରବାର ଦୁଧ ଦହି ପରି ଜିନିଷ କାହାକୁ ବି ଭୁଲ ରେ ଦିଅନ୍ତୁ ନାହିଁ | ଏହି ଦିନ ଶାରୀରିକ ସମ୍ବଦ୍ଧ ବନେଇବା ପାପ ହୋଇଥାଏ | ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି | ଶୁକ୍ରବାର ଦିନ ତୁଳସୀ ପତ୍ର ଚିଡ଼ନ୍ତୁ ନାହିଁ..

Leave a Reply

Your email address will not be published. Required fields are marked *