12 ଅଗଷ୍ଟ କୁ 90 ବର୍ଷ ପରେ ଦେଖାଯିବ ଶ୍ରାବଣ ପୁର୍ଣିମାର ଜହ୍ନ,ଏହି 4ଟି ରାଶିର ଲୋକମାନଙ୍କର ଲାଗିଯିବ ଲଟେରୀ..

ବନ୍ଧୁଗଣ ଶ୍ରାବଣ ମାସର ପୁର୍ଣିମା ଆସୁଅଛି ଏହି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନର ପରମ୍ପରା ଅଛି | ଏହି ଦିନ ବ୍ରତ ମଧ୍ୟ ରଖାଯାଏ,ଏହି ଦିନ ମାତା ଲକ୍ଷ୍ମୀଙ୍କ ସହ ଚନ୍ଦ୍ରମା ଙ୍କ ଦର୍ଶନ ପୂଜନ ମଧ୍ୟ କରାଯାଏ | ଏଥିସହିତ ଏହି ପୁର୍ଣିମା ସତ୍ୟ ନାରାୟଣ ସହ ବି ସମ୍ବନ୍ଧ ରଖେ,ଏହା ରାକ୍ଷୀ ବନ୍ଧନରେ ମଧ୍ୟ ଅନେକ ଜଡିତ ଅଛି | ଏହି ପୁର୍ଣିମା ଦିନ ରାକ୍ଷୀ ବନ୍ଧନର ପରମ୍ପରା ରହିଛି, ଏହି ଥର ପୁର୍ଣିମା ରେ ଜହ୍ନ ବଡ ଆଉ ଚମକିଲା ମଧ୍ୟ ଦେଖାଯିବ ତେବେ ଏଥି ସହିତ ଜହ୍ନ କିଛି ରାଶିର ମଧ୍ୟ ଭାଗ୍ୟକୁ ଚମକେଇ ଦେବ | ତେବେ ବନ୍ଧୁଗଣ ଏ ବର୍ଷ ଶ୍ରାବଣ ପୁର୍ଣିମା 12 ଅଗଷ୍ଟ ରେ ପଡୁଛି |

ଶାସ୍ତ୍ର ଅନୁସାରେ ଏଥର ଦୁଇଦିନ ପୁର୍ଣିମା ପଡୁଛି,11 ଅଗଷ୍ଟ ରାତି 8ଟା ବାଜି 54 ମିନିଟରୁ ଶୁଭ ବେଳା ହେଉଛି 12 ଅଗଷ୍ଟ ସକାଳ 7ଟା ବାଜି 15ମିନିଟ ପର୍ଯ୍ୟନ୍ତ ରହୁଛି | ତେବେ ଭଦ୍ରା କାଳ ସରିବା ପରେ ଶୁଭ ବେଳା ଆସିବାକୁ ଯାଉଛି ଏହି ସମୟରେ ଏକ ରାଜ ଯୋଗ ପଡୁଛି | ତେବେ ଏମିତି ପରିସ୍ଥିତି ରେ ମାତା ଲକ୍ଷ୍ମୀଙ୍କ ପ୍ରଭାବ ରେ କିଛି ଲୋକ ଙ୍କ ଭାଗ୍ୟ ବଦଳି ଯିବାର ଅଛି | ଏହି ଦିନ କିଛି ରାଶିର ଲୋକମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି, ତେବେ ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ କିଏ କିଏ ?

ମିଥୁନ ରାଶି – ଶ୍ରାବଣ ପୁର୍ଣିମା ରେ ମିଥୁନ ରାଶିର ଲୋକ ବହୁତ ଭାଗ୍ୟବାନ ହେବାକୁ ଯାଉଛନ୍ତି | ଅପାର ଧନ ଲାଭ ହେବାର ସୁଯୋଗ ବନୁଛି | ଏହି ରାଶିର ଲୋକମାନଙ୍କୁ କୈଣସି ଏକ ଜାଗାରୁ ଗୁପ୍ତ ଧନ ମିଳିବାର ସୁଯୋଗ ଅଛି | ଏହି ରାଶିର ଲୋକ ମାନଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ମିଳିବାକୁ ଯାଉଛି ମାତା ଲକ୍ଷ୍ମୀ ପ୍ରସନ୍ନ ହେଇଯାଇଛନ୍ତି | ତେବେ ଧନ ସମ୍ପତି ରେ ଘର ପରି ବାର ପୂରିବାକୁ ଯାଉଛି | ଏହି ମାସ ଠାରୁ ଭାଗ୍ୟ ବଦଳିବାରେ ଲାଗିବ |

କନ୍ୟା ରାଶି -କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଭାବରେ ଜୀବନରେ ଅନେକ ଭାଗ୍ୟବାନ ହେବାକୁ ଯାଉଛନ୍ତି | ଏହି ରାଶିର ଲୋକ ପ୍ରେମ ସମ୍ପର୍କ ଏବଂ ପାରିବାରିକ ସମ୍ପର୍କ ରେ ଉନ୍ନତି ଏବଂ ଖୁସି ରେ ଭରି ହେବାକୁ ଯାଉଛନ୍ତି | ତେବେ ଏହି ରାଶି ଉପରେ ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି | ଏହି ରାଶି ଆଜି ଠାରୁ ଅପାର ଧନ ସମ୍ପର୍କ ରେ ମାଲିକ ହେବାକୁ ଯାଉଛନ୍ତି | ତେବେ ରୋଗ ବୈରାଗ କିମ୍ବା ସ୍ଵାସ୍ତ୍ୟ କ୍ଷେତ୍ର ରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ |

କୁମ୍ଭ ରାଶି -କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ଶ୍ରାବଣ ପୁର୍ଣିମା ପରଠାରୁ ବେପାର ବଣିଜ ରେ ଅତ୍ୟନ୍ତ ଲାଭ ପାଇବେ | ନୁଆ କରି ଆରମ୍ଭ କରିଥିବା ବ୍ୟବସାୟୀ ମାନେ ଅତ୍ୟନ୍ତ ଧନ ଶାଳୀ ହେବାକୁ ଯାଉଛନ୍ତି | ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ତେବେ ଏହି ମାସ ଅଗଷ୍ଟ 11 ଠାରୁ ଏମାନଙ୍କ ଜୀବନ ବଦଳି ବାକୁ ଲାଗିବ | ବାଣିଜ୍ୟ କ୍ଷେତ୍ର ରେ ଅନେକ ଲାଭ ପାଇବେ |

ମୀନ ରାଶି – କ୍ୟାରିଅର ରେ ଅଗ୍ରଗତି କରିବେ | ପୁରୁଣା ଚାକିରୀ ଛାଡି ନୂତନ ଭଲ ବେତନ ବିଶିଷ୍ଟ ଚାକିରୀ ପାଇବେ | ଛାତ୍ର ଛାତ୍ରୀ ମାନେ ଶୁଭ ଫଳ ପାଇବେ | ଜୀବନ ରେ ଅନେକ ଆଗକୁ ଯିବେ | ମୀନ ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଶନିଦେବ ଙ୍କ କୋପ କମିବାକୁ ଲାଗିବ | ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ହେବ |

Leave a Reply

Your email address will not be published. Required fields are marked *