ଚଳିତ ବର୍ଷ ଅଗଷ୍ଟ ୮ ହେଉଛି ଶ୍ରାବଣ ମାସର ଶେଷ ସୋମବାର । ତେବେ ଏହି ମାସରେ ମହାଦେବଙ୍କ ପୂଜା କରୁଥିବା ବ୍ୟକ୍ତି ମହାଦେବଙ୍କ କୃପା ଲାଭ କରିଥାଏ । ତେଣୁ ଦୀର୍ଘ ୫୦୦ ବର୍ଷ ପରେ ଏବଂ ଶେଷ ସୋମବାରର ମହତ୍ତ୍ୱ ବିଷୟରେ ଆଜି ଆମେ କହିବୁ । କାରଣ ଏହି ଦିନଟି ପାଞ୍ଚଟି ରାଶି ପାଇଁ ସୌଭାଗ୍ୟ ନେଇ ଆସୁଛି । ଯାହାଦ୍ୱାରା ଏହି ରାଶି ଗୁଡ଼ିକର କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।ତେବେ ଚାଲନ୍ତୁ ସେହି ପାଞ୍ଚ ଗୋଟି ରାଶି ବିଷୟରେ ଜାଣିନେବା ।
ମହାଦେବଙ୍କ କୃପାରୁ ମାନସିକ ଭାବରେ ଏହି ରାଶିର ବ୍ୟକ୍ତିଙ୍କର ଧାର୍ମିକ ଭାବନାର ଉଦୟ ହେବ । ଏମାନଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଜୀବନସାଥିଙ୍କ ସହିତ ଶୁଭ ମଧୁର ରହିବ । ଆଗାମୀ ଦିନ ମଧ୍ୟ ବେଶ ଭଲ ରହିବ । ସ୍ୱାମୀ ସ୍ତ୍ରୀ ଅନ୍ୟତ୍ର ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଏହି ଲୋଭ ଲାଇଫ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ ଏବଂ ଶୁଭ ସାବ୍ୟସ୍ତ ହେବ । ଏହାବ୍ୟତୀତ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବା ସହିତ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ । ତେଣୁ ଏହିଦିନ ବ୍ୟର୍ଥ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଏହିଦିନ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ , ଆର୍ଥିକ ସମସ୍ୟା ଦୂର ହେବ ଏବଂ ଖୁବଶୀଘ୍ର ଚାକିରୀ ମିଳିବାର ଯୋଗ ରହିଛି । ଅବିବାହିତ ଲୋକଙ୍କର ବିବାହ ହେବାକୁ ମଧ୍ୟ ଯାଉଛି । ନିଜ ଜୀବନସାଥୀ ସହିତ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇ ପାରନ୍ତି ଏବଂ ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ।

ଆପଣଙ୍କୁ କେବଳ ନିଜର ଆତ୍ମବିଶ୍ୱାସ ଏବ ଧୌର୍ଯ୍ୟ ବଢ଼ାଇବାର ଆବଶ୍ୟକତା ରହିଛି । ପ୍ରେମ ବିଷୟରେ କହିବାକୁ ଗଲେ ଏହି ସମୟରେ ଯଦି ଆପଣ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଉତ୍ତମ ସମୟ ଅଟେ । ଯଦି ଆପଣ ରିଲେଶନଶିପରେ ଅଛନ୍ତି ତେବେ ନିଜ ପାର୍ଟନରଙ୍କ ଉପରେ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି ।
ଆପଣ କ୍ୟାରିଅରରେ ବଡ଼ ପ୍ରଗତି ହାସଲ କରିବାକୁ ଯାଉଛନ୍ତି । ଆପଣ ମନସ୍ଥ କରିଥିବା ସବୁ କାର୍ଯ୍ୟ ପୂରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଷୟରେ କହିଲେ ଏହା ଅତ୍ୟନ୍ତ ଉତ୍ତମ ରହିବ ।ଚାକିରୀ ଅପେକ୍ଷାରେ ରହିଥିବା ଲୋକଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ସେହି ବ୍ୟକ୍ତିଙ୍କର ସମାଜରେ ମାନ ସମ୍ମାନ ବଢ଼ିବା
ସହିତ ଆପଣଙ୍କ ଜାତକରେ ହଠାତ ଧନ ଲାଭ ହେବାର ସଂଯୋଗ ରହିଛି । ତେଣୁ ଆପଣଙ୍କୁ ଏହି ସମୟରେ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଆବଶ୍ୟକତା ରହିଛି । ତେବେ ସେହି ପାଞ୍ଚ ଗୋଟି ରାଶି ହେଉଛନ୍ତି ମେଷ ରାଶି , ସିଂହ ରାଶି , କନ୍ୟା ରାଶି , ତୁଳା ରାଶି ଏବଂ କୁମ୍ଭ ରାଶି । ଯେଉଁ ମାନଙ୍କୁ ଏହି ଶେଷ ଶ୍ରାବଣ ମାସ ସୋମବାର ଅବସରରେ ଅନେକ ଲାଭ ହେବାକୁ ଯାଉଛି ।
