” ରକ୍ଷା ବନ୍ଧନ ” ରେ ସର୍ବପ୍ରଥମେ ୟାଙ୍କୁ ରାକ୍ଷୀ ବାନ୍ଧନ୍ତୁ,ତା ପରେ ଦେଖିବେ- ଲକ୍ଷ ମାଗିଲେ କୋଟିଏ ମିଳିବ !

“ରକ୍ଷା ବନ୍ଧନ”ର ପର୍ବ ଶ୍ରାବଣ ମାସର ପୁର୍ଣିମା ତିଥିରେ ପାଳନ କରାଯାଏ | ଏବଂ ଏହି ଦିନ ରକ୍ଷା ବନ୍ଧନ 11 ଏବଂ 12 ଅଗଷ୍ଟ କୁ ପଡୁଛି | ଶ୍ରାବଣ ମାସର ପୁର୍ଣିମା ଆରମ୍ଭ ହେବ 11 ଅଗଷ୍ଟ ସକାଳ

10ଟା ବାଜି 38ମିନିଟ ରୁ ଏବଂ ଶେଷ ହେବ 12ଅଗଷ୍ଟ ସକାଳ 6ଟା ବାଜି 08 ମିନିଟ ରେ | ଏବର୍ଷ ଭଦ୍ରା ମଧ୍ୟ ସେଇ 11ଅଗଷ୍ଟ

10ଟା ବାଜି 38ମିନିଟ ରୁ ଆରମ୍ଭ ହୋଇ ରାତି 8.35 ରେ ଶେଷ ହେବ | ତେବେ ଏହି ସମୟରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ | ତେବେ ଚାଲନ୍ତୁ ଜାଣିବା କେବେ, କେଉଁ ସମୟରେ ଏବଂ କାହାକୁ ପ୍ରଥମେ ରାକ୍ଷୀ ବାନ୍ଧିବେ ସେ ବିଷୟରେ ଜାଣିବା ବିସ୍ତାର ରୂପରେ |

ତେବେ ଏହି ବର୍ଷ ଦୁଇ ଦିନ ରକ୍ଷା ବନ୍ଧନ ପଡୁଛି ଏବଂ ପ୍ରଥମ ଦିନ ଭ୍ରଦା ବି ପଡୁଛି ତେବେ ଏମିତି ପରିସ୍ଥିତିରେ କେବେ ରାକ୍ଷୀ ବାନ୍ଧିବା ଉଚିତ ଚାଲନ୍ତୁ ଜାଣିବା | ସନାତନ ଧର୍ମ ରେ ରକ୍ଷା ବନ୍ଧନ କୁ ଭାଇ ଏବଂ ଭଉଣୀର ପ୍ରେମ ଏବଂ ସ୍ନେହ ର ବନ୍ଧାନ ବୋଲି ବିଶ୍ୱାସ କରାଯାଏ | ଏହି ଦିନ ରବି ଯୋଗ ମଧ୍ୟ ବନୁଛି

ସେଥିପାଇଁ ଏହିଦିନର ମହତ୍ୱ ବଢିଯାଇଛି | ଏହି ଯୋଗରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ର ଆୟୁ ବଢିଥାଏ ଏବଂ ଶୁଭ ହୋଇଥାଏ | ତେବେ ରାକ୍ଷୀ ବାନ୍ଧିବାର ପରମ୍ପରା ଆମର ବୈଦିକ କାଳରୁ ଅଛି ଏବଂ ଭଦ୍ରା ସମୟ ରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ |

ତେବେ ଶ୍ରାବଣ ମାସର ପୁର୍ଣିମା ଆରମ୍ଭ ହେବ 11 ଅଗଷ୍ଟ ସକାଳ

10ଟା ବାଜି 38ମିନିଟ ରୁ ଏବଂ ଶେଷ ହେବ 12ଅଗଷ୍ଟ ସକାଳ 6ଟା ବାଜି 08 ମିନିଟ ରେ | ଏବର୍ଷ ଭଦ୍ରା ମଧ୍ୟ ସେଇ 11ଅଗଷ୍ଟ

10ଟା ବାଜି 38ମିନିଟ ରୁ ଆରମ୍ଭ ହୋଇ ରାତି 8.35 ରେ ଶେଷ ହେବ | ତେବେ ଆପଣ ରାକ୍ଷୀ 12ଅଗଷ୍ଟ କୁ ବାନ୍ଧି ପାରି ବେ,12ଅଗଷ୍ଟ ଅତ୍ୟନ୍ତ ଶୁଭ ହେବ ଭଦ୍ର ବି ନଥିବା ଏବଂ ରବି ଯୋଗ ବି ବଣୁଛି | ଏବଂ ଆୟୁଷ୍ମାନ ଯୋଗ ମଧ୍ୟ ସେହି ଦିନ ବଣୁଛି ତେବେ 12ଅଗଷ୍ଟ କୁ ରାକ୍ଷୀ ବାନ୍ଧିବା ଶୁଭ ହେବ | ଏହି ଦିନ ଆପଣ ପ୍ରଥମେ ଭଗବାନ ଶିବ ଙ୍କୁ ରାକ୍ଷୀ ପିନ୍ଧନ୍ତୁ ଏବଂ ସେହି ପୂଜା ଥାଳି କୁ ଆଣି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତୁ ଅତ୍ୟନ୍ତ ଶୁଭ ହୋଇଥାଏ | ତେବେ ରାକ୍ଷୀ ବାନ୍ଧିବା ସମୟରେ ଭାଇ ପୂର୍ବ ଏବଂ ଭଉଣୀ ପଶ୍ଚିମ ମୁଖା ହେବ ଅତ୍ୟନ୍ତ ଜରୁରୀ | ତେବେ ରାକ୍ଷୀ ବାନ୍ଧିବା ସମୟରେ ଭାଇ ମୁଣ୍ଡ ଖାଲି ରଖିବା ଅଶୁଭ ହୋଇଥାଏ ତେବେ ଏହି ସମୟରେ ଭାଇ ମୁଣ୍ଡରେ କିଛି ରଖିଥିବା ଦରକାର ଶୁଭ ହୋଇଥାଏ |

ଏହି ଦିନର ମହତ୍ୱ ରକ୍ଷା ବନ୍ଧନରେ ସମସ୍ତେ ଏହି କାହାଣୀ ବିଷୟରେ ଜାଣିବା ନିହାତି ଆବଶ୍ୟକ ତେବେ ଚାଲନ୍ତୁ ଜାଣିବା |ସର୍ବପ୍ରଥମ ରାକ୍ଷୀ ମାତା ଲକ୍ଷ୍ମୀ ସୁରବୀର ବଳି କୁ ପିନ୍ଧେଇ ଥିଲେ | ତେବେ ସେହି ସମୟରେ ବଳି ଏକା ଯଜ୍ଞ କରୁଥିଲେ ଏବଂ ସେହି ସମୟରେ ଭଗବାନ ବିଷ୍ଣୁ ବାବନ ଅବତାର ହୋଇ | ତାଙ୍କ ଠାରୁ ତିନି ଲୋକ ନେଇ ଆସିଥିଲେ ଏହା ପରେ ବଳି କୁ ପତଳା ଲୋକ ରେ ରହିବାକୁ ଯାଗା ଦେଇଥିଲେ | ବଳି ମଧ୍ୟ ରାଜି ହୋଇଯାଇଥିଲେ କିନ୍ତୁ ଗୋଟିଏ ସର୍ତରେ ସର୍ତ ଥିଲା ସବୁବେଳେ ଭଗବାନ ଶ୍ରୀହରି ତାଙ୍କ ପହରା ଦେବେ |

ଏହିପରି ହେବା ଭଗବାନ ତ୍ରିବାର ବଞ୍ଚନ ଦେଇଥିଲେ ସେଥିପାଇଁ ତାଙ୍କୁ ରହିବାକୁ ପଡିଥିଲା | ଏହି ସମୟରେ ମାତା ଲକ୍ଷ୍ମୀ ବହୁତ ଚିନ୍ତିତ ହେଲେ ଏବଂ ଦେବଶ୍ରୀ ନରଦା କୁ ପଚାରିଲେ ପ୍ରଭୁ କେଉଁଠି ଏବଂ ନାରଦ ସବୁ କଥା କହିଥିଲେ | ଏହା ପରେ ମାତା ଲକ୍ଷ୍ମୀ ଛଦ୍ମ ବେଶ ରେ ଯାଇ ବଳି ଙ୍କୁ ରାକ୍ଷୀ ବାନ୍ଧି, ଦକ୍ଷିଣା ରେ ପ୍ରଭୁ ଶ୍ରୀ ହରି ଙ୍କୁ ମାଗିଥିଲେ | ସେବେ ଠାରୁ ଏହି ପରମ୍ପରା ରହି ଆସିଛି..

Leave a Reply

Your email address will not be published. Required fields are marked *