28 ଜୁଲାଇ ଶ୍ରାବଣ ଅମାବାସ୍ୟା କୁକୁରକୁ ଖାଇବାକୁ ଦିଅନ୍ତୁ ଏହି ଗୋଟିଏ ଛୋଟିଆ ଜିନିଷ ମିଳିବ ସବୁ କଷ୍ଟ ଆଉ ସଂକଟରୁ ମୁକ୍ତି |

ବନ୍ଧୁଗଣ ଶ୍ରାବଣ ଅମାବାସ୍ୟା ପଚାଙ୍ଗ ଗ୍ରନ୍ଥ ଅନୁସାରେ ହିନ୍ଦୁ ଧର୍ମ ରେ ଏହି ଅମାବାସ୍ୟାକୁ ଶ୍ରାବଣ ଅମାବାସ୍ୟା ତିଥିରେ ହିଁ ପାଳନ କରାଯାଏ | 28 ଜୁଲାଇ କୁ ଶ୍ରାବଣ ଅମାବାସ୍ୟା ହେଉଛି, ଏହି ଅମାବାସ୍ୟା କୁ ହରାଭରା ଅମାବାସ୍ୟା ମଧ୍ୟ କୁହାଯାଏ | ଏହି ଦିନ ରେ ଦାନ ଧର୍ମ, ଏବଂ ପିତୃ ଶାନ୍ତି ପାଇଁ ତର୍ପଣ ମଧ୍ୟ କରାଯାଏ |

ଏହି ଅମାବାସ୍ୟା ରେ ଶିବ ପାର୍ବତୀଙ୍କ ପୂଜା କରାଯାଇଥାଏ, ଏବଂ ଅଶ୍ୱସ୍ତ ବୃକ୍ଷ କୁ ମଧ୍ୟ ପୂଜା କରାଯାଇ ଥାଏ, ଏହା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ | କାରଣ ଏହିଥର ଅମାବାସ୍ୟ ରେ ତିନୋଟି ରାଜ୍ୟଯୋଗ ମଧ୍ୟ ବନୁଛି | ତେଵେ ଏହି ଦିନରେ ନଦୀରେ ସ୍ନାନ କରିବାର ପରମ୍ପରା ରହିଛି | ଏହି ଦିନ ଶିବ ପାର୍ବତୀଙ୍କର ପୂଜା କରନ୍ତୁ ଏବଂ ଶ୍ରୀହରି ବିଷ୍ଣୁଙ୍କର ମଧ୍ୟ କେଶରୀ ଆଉ ହଳଦୀ ରେ ସ୍ନାନ କରାଅ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ

ତେବେ ଏହି ଦିନରେ ପିତୃ ଶାନ୍ତି ପାଇଁ ଏହି ଦିନ ଟି ବହୁତ ଶୁଭ ଏବଂ ଏହି ଦିନ ନିମ, ତୁଳସୀ ଏବଂ ଅଶ୍ୱସ୍ତ ଗଛ ଲଗାନ୍ତୁ ବହୁତ ଭଲ ହୋଇଥାଏ | ଆପଣ ଏହି ଅମାବାସ୍ୟା ଦିନ ଦାନ, ଧର୍ମ କରିବା ସହ ଗରିବ ଙ୍କୁ ଖାଦ୍ୟ ଦେବା ବହୁତ ପୁର୍ଣ୍ୟ ହୋଇଥାଏ ବୋଲି ବିବେଚନା କରାଯାଏ | ଏହି ଦିନ ଶନି ଗ୍ରହ ରୁ ସର୍ସ ରାଜ ଯୋଗ,ମଙ୍ଗଳରୁ ରୁଚକ ରାଜଯୋଗ,ବୃହସ୍ପତି ରୁ ହଂସ ରାଜଯୋଗ ବନିବ

ଏହା ସହିତ ଗୁରୁ ପୁଷ୍ୟ ଯୋଗ ମଧ୍ୟ ବଣୁଛି ତେଵେ ଏହି ଦିନକୁ ବହୁତ ପୌରାଣିକ ମାନଯାଇଥାଏ| ଏହିଁ ଦିନ ପିତୃ ପିଣ୍ଡ ପାଇଁ ବହୁତ ଭଲ ହୋଇଥାଏ | ଏହି ଶୁଭ ଦିନରେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିଥାଏ, ପାରିବାରିକ ଶାନ୍ତି ବନି ରହିଥାଏ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ | ତେଵେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ?

ଏହି ଉପାୟ କରିବା ପୂର୍ବରୁ ସ୍ନାନ କରି ନୂଆ ଫ୍ରେସ ପୋଷାକ ପିନ୍ଧି ଭଗବାନ ଶ୍ରୀହରି ଙ୍କୁ ଫୁଲ, ଧୂପ, ଦୀପ ଦେଇ ପୂଜା କରନ୍ତୁ | ଭଗବାନ ଶ୍ରୀହରି ଙ୍କୁ ଏହି ଦିନ ପୂଜା କରିବା ଦ୍ୱାରା ଅନେକ କଷ୍ଟ ସଙ୍କଟ ଦୂର ହୋଇଥାଏ | ତେଵେ ପୂଜା କରିବା ସମୟରେ ଓଁ ନମଃ ଭଗବତେ ବାସୁଦେବାୟ ହାତ ଯୋଡି ନମସ୍କାର କରି ଜପ କରନ୍ତୁ ଯେତେ ମନରେ ମନସ୍କାମନା ଅଛି ଭଗବାନ ଶ୍ରୀହରି ଙ୍କୁ ଜଣାନ୍ତୁ |

ତେଵେ ଯଦି ଆପଣଙ୍କର ଶନିଦେବ ଦୋଷ ଅଛି ତେଵେ ଏହି ଦିନ ଏହି ମନ୍ତ୍ର କୁ 11ଥର ଜପ କରନ୍ତୁ ଓଁ ଶନିଶ୍ଚରାୟ ନମଃ ଏହିପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ | ତେଵେ ଏହି ଦିନ ପୂଜା ସାରି ଭୋଗ କରି ଦାନ ଧର୍ମ କାରନ୍ତୁ | ବହୁତ ବିଶେଷ ଦିନ ହୋଇଥାଏ ଏହି ଶ୍ରାବଣ ଅମାବାସ୍ୟା ର ଦିନ ଏହିଦିନ ରେ ମହାଦେବ ଙ୍କ ମନ୍ତ୍ର ଜପ କରନ୍ତୁ ଓଁ ନମଃ ଶିବାୟ | ମନସ୍କାମନା ପୂର୍ଣ୍ଣ ହୁଏ |

ଯେମିତିକି ଆମେ ସମସ୍ତେ ଜାଣିଛନ୍ତି ଆମର ଏଠାରେ ବେସାହାରା ପଶୁ ପକ୍ଷୀ ମାନଙ୍କୁ ଭୋଜନ ଦେବା ବହୁତ ହି ଶୁଭ ବୋଲି ବିଶ୍ୱାସ କରାଯାଏ | ଯଦି ଶନି ଦେବ ଆପଣଙ୍କ ଉପରେ ରାଗିଛନ୍ତି ଏବଂ ଆପଣ ଶନି ଦେବତାଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ଶନିବାର କୁ ଘିଅ କିମ୍ବା ମିଠା ସହିତ କଳା କୁକୁରକୁ ରୁଟି ଖାଇବାକୁ ଦେବା ଭୁଲନ୍ତୁ ନାହିଁ |

ଏହିପରି ମାନ୍ୟତା ଅଛି କି ଏହି ଉପାୟକୁ କରିବା ଦ୍ୱାରା ବ୍ୟକ୍ତିଙ୍କର ରୋକି ହୋଇଥିବା କାମ ପୁରା ହେବାକୁ ଲାଗେ | କେବଳ ଏତିକି ନୁହେଁ ବରଂ ଯାହା ବି ଅସୁବିଧା ରାସ୍ତାରେ ଆସୁଛି, ତାହା ମଧ୍ୟ ବହୁତ ଶୀଘ୍ର ଦୂର ହୋଇଯାଏ |ତେଵେ ଏହି ଉପାୟ କୁ ଏହି ଶ୍ରାବଣ ଅମାବାସ୍ୟ ଦିନ କରନ୍ତୁ ସମସ୍ତ ସଙ୍କଟ ଦୂର ହେବ |

ତେଵେ କାଉ ଏବଂ କୁକୁରକୁ ଖାଇବାକୁ ଦେବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି, ଏହି ଦିନ ସବୁଠାରୁ ଶୁଭ ଦିନ ହୋଇଥାଏ | ତେଵେ ଏହି ଦିନ ଆପଣ ସନ୍ଧ୍ୟା ରେ ରୁଟି କରି ପ୍ରଥମ ରୁଟି କଳା କୁକୁର ଏବଂ କାଉ କୁ ଖାଇବାକୁ ଦିଅନ୍ତୁ ଏହିପରି କରିବା ଦ୍ୱାରା ପିତୃ ଶାନ୍ତ ହୋଇଥାନ୍ତି ଏବଂ ଆପଣ ସଂକଟରୁ ମୁକ୍ତି ପାଇଥାନ୍ତି | କୁକୁର ଏବଂ କାଉ ଶନି ଏବଂ ଶୁକ୍ରଙ୍କ ପ୍ରତୀକ ହୋଇଥାନ୍ତି

ତେଵେ ଏହି ଦିନ ସେମାନଙ୍କୁ ପୂଜା ସାରି ଖାଇବାକୁ ଦେବ ଦ୍ୱାରା ଅନେକ ସଙ୍କଟ ବାଧା ଦୂର ହୋଇଥାଏ | ଏହିପରି ଆପଣ ଅନେକ ରୋଗ ବ୍ୟାଧି ରୁ ମୁକ୍ତି ପାଇଥାନ୍ତି | ଆର୍ଥିକ ଅବସ୍ଥା ସୁଦୃଢ ହୋଇଥାଏ | ଭଗବାନ ଶନିଦେବ ଏବଂ ମହାଦେବ ଆପଣଙ୍କୁ ଉପରେ କୃପାର ବର୍ଷା କରିଥାନ୍ତି | ତେଵେ ଶ୍ରାବଣ ରେ ଏହି ଉପାୟ ଆପଣଙ୍କୁ ଅନେକ ଫଳ ପ୍ରଦାନ କରିଥାଏ |

Leave a Reply

Your email address will not be published. Required fields are marked *