24 ଜୁଲାଇ ମହା ଏକାଦଶୀ ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟିଏ ଜିନିଷ ପୁରା ବର୍ଷ ପଇସା ଟାଣି ହୋଇ ଆସିବ, ଆପଣଙ୍କୁ କଷ୍ଟରୁ ମୁକ୍ତି |

ବନ୍ଧୁଗଣ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକାଦଶୀ ସବୁଠାରୁ ବଡ ବ୍ରତ ବୋଲି ବିଶ୍ୱାସ କରାଯାଏ | ଏହା ନା କେବଳ ସୁଖ ଶାନ୍ତି, ସମୃଦ୍ଧି, ଉତ୍ତମ ଜୀବନ ସାଥି, ଭୌତିକ ଶାନ୍ତି ବରଂ ମରଣ ପରେ ମୋକ୍ଷ ମଧ୍ୟ ପ୍ରଦାନ କରିଥାଏ | ପ୍ରତ୍ୟେକ ଏକାଦଶୀର ଅଲଗା ଅଲଗା ଫାଇଦା ହୋଇଥାଏ, ଯଦି ହିନ୍ଦୁ ଶାସ୍ତ୍ର ବିଷୟରେ କହିବା ତେବେ ଯଦି ଗାଈର ସେବା ଯଦି ନିସ୍ଵାର୍ଥ ଭାବରେ କରାଯାଏ ତେବେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ

ତେବେ ବନ୍ଧୁଗଣ ଗାଈକୁ ଖାଦ୍ୟ କହିବାକୁ ଦେବାର ପ୍ରଥା ଯୁଗ ଯୁଗ ରୁ ଚାଲିଆସିଛି | ତେବେ ଘରେ ଗାଈ ରଖିବା ଏବଂ ତାର ସେବା କରିବା ଅତ୍ୟନ୍ତ ପୂର୍ଣ୍ଣ ର ବିଷୟ ହୋଇଥାଏ ତେବେ ଯାହାଙ୍କ ଘରେ ଗାଈ ଅଛି ସେ ବହୁତ ଭାଗ୍ୟବାନ ହୋଇଥାନ୍ତି କିନ୍ତୁ ଯାହାଙ୍କ ଘରେ ଗାଈ ନଥାନ୍ତି କି ସେବା କରନ୍ତିନି ସେହି ଘର ଦୁଃଖ ଭୋଗିଥାଏ | ଯଦି ଆପଣଙ୍କ ଘରେ ଗାଈ ରଖିବାର ଜାଗା ନାହିଁ ତେବେ ଆପଣ ଗାଈ ଖାଦ୍ୟ ଦେଇପାରିବେ ଯେମିତି ସହରରେ ଦିଆଯାଏ, ତେବେ ଚାଲନ୍ତୁ ଜାଣିବା କଣ କଣ ଖାଇବାକୁ ଦେବା ଉଚିତ |

ଗାଈକୁ ସକାଳୁ ଉଠି ପ୍ରଥମ ରୁଟି ଖାଇବାକୁ ଦେବା ଦ୍ଵାରା ଘର ପରିବାର ସୁଖ ସମୃଦ୍ଧି ରେ ଭରିଯାଇଥାଏ | ଗାଈକୁ ହିନ୍ଦୁ ଧର୍ମ ରେ ସବୁ ଭଗବାନଙ୍କ ବାସ ସ୍ଥଳ ବୋଲି ବିଶ୍ୱାସରେ କରାଯାଏ ତେବେ ଏମିତି ପରିସ୍ଥିତି ରେ ଯଦି ସକାଳୁ ଗାଈକୁ ପ୍ରଥମ ରୁଟି ଖାଇବାକୁ ଦିଅନ୍ତି ତେବେ ଭଗବାନ ପ୍ରସନ୍ନ ହୋଇଥାନ୍ତି ତେବେ ଗାଈକୁ ବୁଧ ଓ ଗୁରୁ ଗ୍ରହ ବୋଲି ବିଶ୍ୱାସ କରାଯାଏ ଯଦି ଆପଣଙ୍କୁ ଗ୍ରହ ଖରାପ ଅଛି ତେବେ ଗାଈକୁ ଗୁରୁବାର ଦିନ ରୁଟି ରେ ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ ଆପଣଙ୍କ ରିଷ୍ଟ ଖଣ୍ଡନ ହେବ |

ତେବେ ଆପଣ ଯଦି ମାନସିକ ରୂପରେ ଅକ୍ଷମ ଅଛନ୍ତି ତେବେ ଗାଈକୁ ରୁଟି ସହ ଗୁଡ ଖାଇବାକୁ ଦିଅନ୍ତୁ ଆପଣ ଶାରୀରିକ ପରିସ୍ଥିତି ଠିକ ହୋଇଯିବ | ତେବେ ଯଦି ଆପଣ ଙ୍କର ସମସ୍ତ ଗ୍ରହ ଖରାପ ଅଛି ତେବେ ଗାଈକୁ ଗୁରୁବାର ଦିନ ଗୁଡ଼ ଏବଂ ରୁଟି ଖାଇବାକୁ ଦିଅନ୍ତୁ ସବୁ ଠିକ ହୋଇଯିବ | ତେବେ ଏହା ତ ଥିଲା ଗାଈକୁ କଣ ଖାଇବାକୁ ଦେବେ ଏହା ପରେ ଚାଲନ୍ତୁ ଜାଣିବା ଗାଈକୁ କଣ ଖାଇବାକୁ ଦେବା ନାହିଁ ନହେଲେ ଅନିଷ୍ଟ ହୋଇଯିବ |

ଗାଈକୁ ବାସି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ, ପ୍ରାୟତଃ ଦେଖାଯାଏ ଅନେକ ଲୋକ ବାସି ରୁଟି ଯାହା ସେ ଖାଆନ୍ତିନି ତାକୁ ଗାଈ କୁ ଦେଇଦିଅନ୍ତି ଏମିତି କରିବା ଉଚିତ ନୁହେଁ, ଗାଈକୁ ବସି ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ | ତେଵେ ଗାଇକୁ ଶଢା ପଚା ଜିନିଷ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଏମିତି କରିବା ଦ୍ୱାରା ଦାରିଦ୍ୟ ଆସିଥାଏ |

ଗାଈକୁ ପ୍ରାୟତଃ ଘାସ ତ ସମସ୍ତେ ଖାଇବାକୁ ଦିଅନ୍ତି କିନ୍ତୁ ଘରେ ବଞ୍ଚିଥିବା ସାଗ କିମ୍ବା ଅନାବନା ଖଧ୍ୟ ଖାଇବାକୁ ଦେବା ଉଚିତ ନୁହେଁ ଏହା ଦ୍ୱାରା ଅଶୁଭ ଫଳ ମିଳିଥାଏ, ପାରିବାରିକ ଅଶାନ୍ତି କଳହ ହୋଇଥାଏ ତେବେ 84ଲକ୍ଷ ଜୀବନ ପରେ ଗାଈ ଜୀବନ ମିଳିଥାଏ, ଏହାକୁ ଆପଣ ସମ୍ମାନ ଏବଂ ପୂଜା କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ | ଗାଈ ଭିତରେ ସମସ୍ତ ଦେବୀ ଦେବତା ବାସ କରନ୍ତି ତେଵେ ଗାଈକୁ ଫ୍ରେସ ଆଉ ଭଲ ଖାଦ୍ୟ ଖାଇବାକୁ ଦେବା ଉଚିତ ଆଉ ଗାଈ ମଧ୍ୟରେ ସକାରାତ୍ମକ ଉର୍ଜା ରହିଥାଏ ତେଵେ ଗାଈକୁ ଖାଇବାକୁ ଦେବା ପୁଣ୍ୟ ବୋଲି ବିବେଚନା କରାଯାଏ |

ବାଟରେ ଯାଉଥିବା ସମୟରେ ଗାଈ ବାଟ ରୋକିଦେବା ଶୁଭ ହୋଇଥାଏ, ଯଦି ଆପଣଙ୍କ ଘର ଆଖ ପାଖରେ ଗାଈ ବୁଲୁଚି ତେଵେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ଘର ପାଇଁ ବହୁତ ଶୁଭଙ୍କର ହୋଇଥାଏ | ସକାଳୁ ଉଠି ଗାଈ କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ,ଗାଈର ସେବା କରିବା ରଖିବା ବହୁତ ଭଲ ଫଳ ଦେଇଥାଏ, ଏଥିରେ ଭଗବାନ ପ୍ରସନ୍ନ ହୋଇଥାନ୍ତି |

ତେଵେ ଏମିତି ପରିସ୍ଥିତି ରେ କିଛି ଲୋକ ଏହାକୁ ମାରି ଦେଉଛନ୍ତି ଯାହା ଅତ୍ୟନ୍ତ ଖରାପ ହୋଇଥାଏ | ତେଵେ ଯଦି ଆପଣ ଗାଈ ପାଖରେ ରହୁଛନ୍ତି ତେଵେ ଆପଣଙ୍କୁ ଅନେକ ରୋଗର ନିରାକରଣ ହୋଇପାରେ | ତେଵେ ଗାଈ ର ପାଞ୍ଚ ତତ୍ତ୍ୱ ରେ ଅଧିକାଂଶ ରୋଗର ନିରାକାର ମିଳିଥାଏ ଯାହା ହେଉଛି ଗୋବର, କ୍ଷୀର, ଘିଅ, ଦହି, ମୂତ୍ର ଇତ୍ୟାଡି ରେ ଅନେକ ରୋଗର ଔଷଧ ତିଆରି ହୋଇଥାଏ | ତେଵେ ଗୋ ମାତା ଙ୍କୁ ରୁଟି ଖାଇବାକୁ ଦେବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ |

ତେଵେ ଯେଉଁ ମାନେ ଦେଶ ବାହାରେ ରହୁଛନ୍ତି କିମ୍ବା ଯୋଉଠି ବି ରହୁଛନ୍ତି ଯଦି ସେଠାରେ ଗାଈ ନାହାନ୍ତି କିମ୍ବା ଗୋମାତାଙ୍କ ସେବା କରିବାକୁ ସୁଯୋଗ ମିଳୁନି | ତେଵେ ଏହି ପରି ସ୍ଥିତିରେ ଆପଣ ଗୋମାତାଙ୍କ ନା ରେ ପଇସା ରଖିପାରିବେ ଯେବେ ଭାରତ ଆସିବେ କିମ୍ବା ଗୋ ଶଳା କୁ ଆସିବେ ତେଵେ ଯାଇ ଗାଈକୁ ଖାଇବାକୁ ଦେବେ ଏହିପରି କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ |

ଯଦି ଏହି ପରି ମଧ୍ୟ କରିପାରୁନାହାନ୍ତି ତେଵେ ଆପଣ ଗାଈ ନା ରେ କୌଣସି ଗରିବ ଲୋକଙ୍କୁ ଖାଇବା କୁ ଦେଇପାରିବେ | ତେଵେ ଆପଣଙ୍କ ମନରେ ପ୍ରଶ୍ନ ଥିବା ଗାଈକୁ ଆଇଁଠା ଖାଇଦବା ଉଚିତ କି? ତେଵେ ଆପଣଙ୍କୁ କହିରଖୁଛୁ କି ଏହିପରି ଅଭିଶାପ ଗୋମାତା କୁ ମିଳିଥିଲା ସେଇପାଇଁ ତାଙ୍କୁ ଅଇଁଠା ଖାଇବାକୁ ପଡୁଛି | ଏତେ ଦେବି ଦେବତା ତାଙ୍କ ଦେହରେ ଥାଇ ମଧ୍ୟ ତାଙ୍କୁ ଏହିପରି ଖାଇବାକୁ ପଡୁଛି |

Leave a Reply

Your email address will not be published. Required fields are marked *