ଶ୍ରାବଣ ମାସରେ କୌଣସି ବି ଦିନରେ ଚୁପଚାପ ନନ୍ଦୀ କାନରେ କହିଦିଅ ଏହି 3ଟି ଶବ୍ଦ,ଦାରିଦ୍ୟ ଭୁଲିଯିବ ଘରର ରାସ୍ତା |

ଶ୍ରାବଣ ମାସ ମହାଦେବଙ୍କର ପ୍ରିୟ ମାସ ହୋଇଥାଏ,ଏହି ମାସରେ ମହାଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ବହୁତ ଭଲ ଫଳ ମିଳିଥାଏ | ଭଗବାନ ଶିବଙ୍କୁ ଏହି ମାସରେ ପୂଜା ଅର୍ଚନା କଲେ ଅଧିକ ରୁ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ | ଶ୍ରାବଣ ମାସ ଅତ୍ୟନ୍ତ ଶୁଭ ମାସ ହୋଇଥାଏ | ତେବେ ଅନେକ ଲୋକ ଭଗବାନ ଶିବଙ୍କୁ ଜଳାଭିଶେଖ କରିବା ଦ୍ୱାରା ମନସ୍କାମନା ରଖିବା ପୂଜା କରିଥାନ୍ତି ତେବେ ଏହି ମାସରେ ଅତି ଶୀଘ୍ର ଭୋଳା ନାଥ ପ୍ରସନ୍ନ ହୋଇଥାନ୍ତି

ତେବେ ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ କହିବୁ କି ଏହି ପୂର୍ଣ୍ଣ ମାସରେ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବା ଦରକାର କଣ ନକରିବା ଦରକାର, କଣ ଖାଇବା ଦରକାର କଣ ନଖାଇବା ଦରାକର ଏହି ମାସରେ ଆପଣ କେଉଁ ପ୍ରକାରର ପୋଷାକ ପରିଧାନ କରିବା ଉଚିତ ତେବେ ଏହି ସବୁ ବିଷୟରେ ଆମେ ଆପଣଙ୍କୁ କହିବୁ | ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ ତେବେ ଏହି ମାସରେ ପୂଜା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ ;

ଶ୍ରାବଣ ମାସରେ ଯଦି ଆପଣ ମହାଦେବ ଙ୍କୁ ପୂଜା କରୁଛନ୍ତି,ମନସ୍କାମନା ରଖୁଛନ୍ତି ତେବେ ଏହି ମାସରେ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭଲ ଫଳ ମିଳିଥାଏ | ଶାସ୍ତ୍ରରେ ଉଲ୍ଲେଖ ଅଛି କି ଏହିଁ ମାସ ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ ଏହି ମାସରେ ମହାଦେବ ପ୍ରସନ୍ନ ଥାନ୍ତି | ତେବେ ଏହି ଶ୍ରାବଣ ମାସରେ ମହାଦେବଙ୍କ ସହ ମାତା ପାର୍ବତୀ ଏବଂ ଗଣେଶ କାର୍ତିକ ସମସ୍ତଙ୍କ ପୂଜା ଅର୍ଚନା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏଥି ସହିତ ଘରେ ସୁଖ ସମୃଦ୍ଧି, ହସ ଖୁସି, ଆର୍ଥିକ ସମସ୍ୟାର ସମାଧାନ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆଉ ପାରିବାରିବ ଚାପ ମଧ୍ୟ କଟିଯାଇଥାଏ ମହାଦେବଙ୍କୁ ଏହି ମାସରେ ପୂଜା କଲେ |

ତେବେ ମହାଦେବ ଙ୍କୁ ଖୁସି କରିବାର ଏହି ମାସ ସମ୍ପୂର୍ଣ ଭଲ ମାସ ଅଟେ | ଶ୍ରାବଣ ରେ ପାଣି ଢାଳି ଅଭିଷେକ୍ଷ କରିବା ଦ୍ୱାରା ଭଗବାନ ଶିବ ନିଜର ଅପାର କୃପା ଢାଳିଥାନ୍ତି ତେବେ ଏହି ମାସ ରେ କେମିତି ପୂଜା କରିବେ କଣ ଵିଧି ବିଧାନ ରହିଛି କିପରି ପୂଜା କରିବା ଉଚିତ ଆସନ୍ତୁ ସେ ବିଷୟରେ ଜାଣିବା | ଯଦି ଆପଣ ବ୍ରତ କରିଛନ୍ତି ତେବେ ଆପଣଙ୍କୁ ଏହି ନିୟମ କରିବା ଜରୁରୀ ଆଉ ଯେଉ ମନେ ଏହି ଉପାୟ କରିନାହାନ୍ତି ସେମାନେ ମଧ୍ୟ କରିବା ନିହାତି ଆବଶ୍ୟକ | ତେବେ କେଉଁ ନିୟମ କରିବା କରିବା ଦରକାର ଆସନ୍ତୁ ଜାଣିବା :

ଶ୍ରାବଣ ରେ ତାମସିକ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ, ଏହି ମାସରେ ପିଆଜ,ରସୁଣ ଖାଇବା ଉଚିତ ନୁହେଁ ତେବେ ଆପଣ ମଦ ମାଂସ ମଧ୍ୟ ଖାଇବା ଠାରୁ ଦୂରରେ ରହିବ ଉଚିତ | ଏହା ପରେ ଆପଣ ଅନେକ ପରି ପରିବା ମଧ୍ୟ ଖାଇବା ଉଚିତ ନୁହେଁ ଯେମିତିକି ମୂଳ,ବାଇଗଣ ଇତ୍ୟାଦି ଭୋଜନ କରିବା ଉଚିତ ନୁହେଁ | ତେବେ ଶ୍ରାବଣ ମାସରେ ଆପଣ ଗୋଟିଏ ବେଲ ସୁଧ ଖାଦ୍ୟ ଖାଇପାରିବେ ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେଉଁ ସମୟରେ ଖାଦ୍ୟ ଗ୍ରହଣ କରିବେ ଏହା ଦ୍ୱାରା ଆପଣ ଶ୍ରାବଣ ମାସ ରେ ଅନେକ ପୂର୍ଣ୍ଣ ଅର୍ଜନ କରିପାରିବେ |

ତେବେ ଗୋଟିଏ ସମୟରେ ଖାଦ୍ୟ ଖାଇବା ଆପଣଙ୍କ ଉପରେ ନିର୍ଭର କରେ ଯଦି ଆପଣ ସକାଳେ ଖାଇବାକୁ ଇଛା କରିବେ ତେବେ ଖାଇପାରିବେ ଏବଂ ଯଦି ଆପଣ ବ୍ରତ କରିଛନ୍ତି ତେବେ ଆପଣ ଗୋଟିଏ ସମୟ ଖାଦ୍ୟ ନେଇପାରିବେ | ଏହା ସହିତ ଆପଣଙ୍କୁ କ୍ଷୀର ଖାଇବା ଉଚିତ ନୁହେଁ ଶ୍ରାବଣ ମାସରେ କାରଣ ଏଥିରେ କେଵଳ ଭଗବାନଙ୍କର ଅଭିଷେଖ ହୋଇଥାଏ ଆପଣ ଫଳ ଖାଇପାରିବେ | ଫଳ ଖାଇବାରେ କୌଣସି ବାଧା ରଖ ଯାଇ ନାହିଁ ତେବେ ଆପଣ ସମ୍ପୂର୍ଣ ଫଳ ଖାଇପାରିବେ ଶ୍ରାବଣ ମାସରେ |

ଶ୍ରାବଣ ମାସରେ କେଉଁସି ପ୍ରକାରର କଳହ କରିବା ଉଚିତ ନୁହେଁ, ଏହି ମାସରେ ରାଗ କରିବା ଆଦୌ ଭଲ ହୋଇନଥାଏ | ତେବେ ଯଦି ଆପଣ ରାଗ ଛାଡିବାକୁ ଚାହୁଁଥାନ୍ତି ତେବେ ଏହି ମାସରେ ଆପଣ ଛାଡିପାରିବେ | ଯଦି ଘରେ କୌଣସି ପାଟି ତୁଣ୍ଡ ଝଗଡା ହେଉଛି ତେବେ ତାକୁ କରିବା ଉଚିତ୍ ନୁହେଁ | ଆପଣ ଯଦି କୋୖଣସି ଅଭ୍ୟାସ ଛାଡିବାକୁ ଚାହୁଁଛନ୍ତି ତେବେ ଏହି ମାସରେ ମହାଦେବ ଙ୍କୁ ସ୍ମରଣ କରି ଛାଡିପାରିବେ ଯେମିତିକି ଯଦି ଆପଣ ମଦ ମାଂସ ଛାଡିବାକୁ ଚାହୁଁଛନ୍ତି ତେବେ ଏହି ମାସରେ ଛାଡିପାରିବେ |

ଏହା କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି | ଶ୍ରାବଣ ମାସରେ କୌଣସି ଭଲ କାର୍ଯ୍ୟ କରିବା ଦ୍ୱାରା ଭଗବାନ ଶିବ ଖୁସି ହୋଇଥାନ୍ତି ତେବେ ଏହି ମାସ ରେ ପୁର୍ଣ୍ୟ ଅର୍ଜନ କରିବା ପାଇଁ ଆପଣ କୌଣସି ଭୋକିଲା କୁ ଖାଇବାକୁ ଦେଇପାରିବେ | ଏହା ଦ୍ୱାରା ମଧ୍ୟ ଭଗବାନ ପ୍ରସନ୍ନ ହୋଇଥାନ୍ତି, ତେବେ ଏହି ମାସରେ ଆପଣ ଘରେ ମଧ୍ୟ ଶିବ ଲିଙ୍ଗ ରଖିବା ପୂଜା କରିପାରିବେ ଏହା ବ୍ୟତୀତ ଆପଣ ଶିବ ପରିବାର ଫୋଟୋ ମଧ୍ୟ ରଖି ଆପଣ ପୂଜା ଅର୍ଚନା କରିପାରିବେ ଏହା କରିବା ଦ୍ଵାରା ଶୁଭ ଫଳ ମିଳିଥାଏ |

ଶ୍ରାବଣ ମାସ ରେ ଏହିପରି ପୂଜା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରନ୍ତୁ | ଶିବାଙ୍କର ପ୍ରିୟ ବେଲପତ୍ର,ଦୁଦୁରା ଫୁଲ,ଧଳା ଫୁଲ ଭୋଗ ରାଗ କରି କରି ଏହି ମାସ ରେ ଭଗବାନ ଶିବଙ୍କୁ ପୁରା ମନ ଆଉ ଶ୍ରଦ୍ଧାରେ ପୂଜା କରନ୍ତୁ ଦେଖିବେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେଇଯିବ | ତେବେ ଏହି ମାସ ରେ ପଞ୍ଚାମୃତ କରି ଭଗବାନ ଙ୍କ ଉପରେ ଛିଞ୍ଚନ କରନ୍ତୁ ଏବଂ ଏହି ମାସ ରେ ପ୍ରତ୍ୟେକ ସୋମବାର ମନ୍ଦିରକୁ ଯାଇ ଶିବ ଭଗବାନ ଙ୍କୁ ଜଳା ଅଭିଷେକ୍ଷ କରିବା ଦ୍ୱାରା ଭାଗ୍ୟ ବଦଳିଯାଇ ଥାଏ

ତେବେ ଏହା କରିବା ଦ୍ୱାରା କୃପା ମିଳିଥାଏ | ଭଗବାନ ଶିବ ଙ୍କର ଏହି ମାସ ରେ ପୂଜା କରିବା ଦ୍ୱାରା ସମସ୍ତ ସୁଖ ସମୃଦ୍ଧି ମିଳିଥାଏ | ଘର ପରିବାର ଖୁସି ରେ ରହିଥାଏ | ବେପାରା ରେ ଲାଭ ହୋଇଥାଏ ଆର୍ଥିକ ଅବସ୍ଥା ବହୁତ ଭଲ ହେଇଯାଇଥାଏ | ତେବେ ଏହି ମାସରେ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ସବୁ କିଛି ଠିକ ହୋଇଯାଇଥାଏ ଭଗବାନ ଙ୍କ କୃପା ମିଳିଥାଏ | ଦରିଦ୍ୟ ସବୁକିଛି ଭଗବାନ ଙ୍କ ମହିମା ରୁ ଦୂର ହୋଇଯାଇଥାଏ |

Leave a Reply

Your email address will not be published. Required fields are marked *