ଭାଗ୍ୟଶାଳୀ ମହିଳା ମାନଙ୍କ ଶରୀରରେ ଏହି ଚିହ୍ନ ରହିଥିଲେ, ବୁଝି ଯାଆନ୍ତୁ କଣ ଆପଣ ସେହି ମହିଳା?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମ ହାତରେ ରେଖା, ମୁଣ୍ଡ ଓ ପାଦରେ ରହିଥିବା ଚିହ୍ନ,ଭାଇ ଭଉଣୀଙ୍କର ଚେହେରା ସମାନ ହୋଇଯିବା ଭଳି ବିଶେଷ କଥା ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ରହିଛି। ଆପଣଙ୍କୁ କହି ରଖୁଛୁ, ଜ୍ୟୋତିଷ ଶାସ୍ତ୍ରରେ ମନୁଷ୍ୟର ଶରୀରକୁ ଦେଖି ଆମେ ଆକଳନ କରି ପାରିବା।

ମନୁଷ୍ୟର ଚରିତ୍ର, ବ୍ୟକ୍ତିତ୍ଵ, ଚାଲିଚଳନ ଆଦିକୁ ଅନୁସରଣ କରି ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଜାଣି ପାରିବା କି ବ୍ୟକ୍ତି ଜଣକର ଭାଗ୍ୟ କେବେ ଉଦୟ ହେବ ଏବଂ ବ୍ୟକ୍ତି କେବେ ସଫଳତାର ସିଡି ଚଢ଼ିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳା ମାନଙ୍କର ଶରୀରରେ ଏଭଳି କେଉଁ ଚିହ୍ନ ପରିବାରର ଭାଗ୍ୟ ବଦଳାଇ ଦେଇଥାଏ

ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଯେଉଁ ମହିଳା ମାନଙ୍କର ଆଖି ଟିକେ ବଡ଼ ହୋଇଥାଏ,ସେମାନେ ପରିବାର ପାଇଁ ବହୁତ ଶୁଭ ହୋଇଥାନ୍ତି। ଏହି ମହିଳା ମାନେ ଯେଉଁ ଘରକୁ ଯାଇଥାନ୍ତି, ସେହି ଘର ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ଯେଉଁ ମହିଳାଙ୍କର ଶରୀର ଗୋରା ଓ ଦେଖିବାକୁ ସୁନ୍ଦର ହୋଇଥାଏ, ସେହି ମହିଳା ଯେଉଁ ଘରକୁ ଯାଇଥାନ୍ତି, ସୁଖ ସମୃଦ୍ଧି ନେଇଥାନ୍ତି। ଯେଉଁ ମହିଳାଙ୍କର ଓଠ କଳା, ସେମାନେ ସର୍ବଦା ଦୁଃଖ ଯନ୍ତ୍ରଣା ପାଇ ଥାଆନ୍ତି। ଏଭଳି ମହିଳାଙ୍କୁ ନିଜ ପତିଙ୍କ କାରଣରୁ ହିଁ ସୁଖ ପ୍ରାପ୍ତି ହୋଇଥାଏ। ଯେଉଁ ମହିଳା ମାନଙ୍କ ଚେହେରା ତାଙ୍କ ଭାଇଙ୍କ ସହିତ ମିଶି ଥାଏ,ସେ ସୌଭାଗ୍ୟବତୀ ହୋଇଥାନ୍ତି।

ଯେଉଁ ମହିଳାଙ୍କର ହାତ ପାପୁଲି ଗୋଲାପି ଓ ସୁନ୍ଦର ହୋଇଥାଏ, ସେମାନେ ନିଜ ସ୍ବାମୀଙ୍କୁ ଧନବାନ ବନେଇ ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କର ଅନାମିକା ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ଠାରୁ ମୋଟା ହୋଇଥାଏ, ସେହି ମହିଳା ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *