ବିଲେଇ ରାସ୍ତା କାଟିଲେ ଏହି ଭୁଲ କେବେ ବି କରିବେ ନାହିଁ ନଚେତ ଜୀବନର ସବୁଠାରୁ କଠିନ ପରିସ୍ଥିତିର ହେବାକୁ ସାମ୍ନା |

ବନ୍ଧୁଗଣ ବିଲେଇର ରାସ୍ତା କାଟିବା କଣ ପାଇଁ ଖରାପ ଏବଂ ଅଶୁଭ ବୋଲି କୁହାଯଏ | କଣ ସତରେ ବିଲେଇର ରାସ୍ତା କାଟିବା ଅଶୁଭ ହୋଇଥାଏ ? ଆସନ୍ତୁ ଜାଣିବା ବିଲେଇ ରାସ୍ତା କଣ ପାଇଁ କାଟିଥାଏ, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ବନ୍ଧୁଗଣ ସମସ୍ତେ ଏହା କହିଥାନ୍ତି ଯଦି ବିଲେଇ ଆମ ରାସ୍ତା କାଟିଦିଏ ତେବେ ଏହା ବହୁତ ଅଶୁଭ ହୋଇଥାଏ |

ଏଥିପାଇଁ ଲୋକମାନେ ବିଲେଇ ରାସ୍ତା କାଟିବାର କିଛି ସମୟ ପର୍ଯ୍ୟନ୍ତ ରହି ହୋଇଯାନ୍ତି | ତେଣିକି ସେ ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲମାନ | ଏହି କଥାକୁ ସମସ୍ତେ ମାନିଥାନ୍ତି ଏବଂ ଠିଆ ହୋଇ ଏହା ଦେଖୁଥାନ୍ତୁ ଯେ କୋୖଣସି ବ୍ୟକ୍ତି ତାଙ୍କ ଆଗକୁ ଆସନ୍ତୁ ଏବଂ ରାସ୍ତା କରନ୍ତୁ ଏବଂ ତାହା ପରେ ଏମାନେ ରାସ୍ତା ପାର କରି ଯାଇଥାନ୍ତି | କିନ୍ତୁ, ସତ ଏହା ହୋଇଥାଏ ଯେ ସବୁ ସ୍ଥିତିରେ ବିଲେଇର ରାସ୍ତା କାଟିବା ଅଶୁଭ ହୋଇନଥାଏ | ଏମିତିରେ ଆସନ୍ତୁ ଜାଣିବା ସତରେ କଣ ବିଲେଇ ରାସ୍ତା କାଟିଲେ କିଛି ଅସୁବିଧା ହୋଇଥାଏ..?

ବିଲେଇର ରାସ୍ତା କାଟିବା ସେତେବେଳେ ଅଶୁଭ ହୋଇଥାଏ ଯେତେବେଳେ ବିଲେଇ ବାମ ପଟରୁ ରାସ୍ତା କାଟିକି ଡାହାଣ ପଟ କୁ ଅସିଥାଏ | ଏବଂ ଏହା ଛଡ଼ା ଅନ୍ୟ ସ୍ଥିତିରେ ବିଲେଇର ରାସ୍ତା କାଟିବାକୁ ଅଶୁଭ ବୋଲି କୁହାଯାଏ ନାହିଁ | କୁହାଯାଏ କୁକୁର ପରି ବିଲେଇର ମଧ୍ୟ ଷଷ୍ଠ ଇନ୍ଦ୍ର ମଧ୍ୟରେ ବହୁତ କିଛି କଥା ଜାଣିପାରେ ଯାହା ଆମ ସହ ଭବିଷ୍ୟତରେ ହେବାକୁ ଯାଉଥାଏ | ଏବଂ ଆମ ମାନଙ୍କୁ ସତର୍କ କରେଇଦେଇଥାଏ |

ତନ୍ତ୍ର ମନ୍ତ୍ରରେ ବିଲେଇକୁ ଏକ ମହତ୍ୱପୂର୍ଣ୍ଣ ଯିବ ବୋଲି କୁହାଯାଇଛି | କୁହାଯାଏ ଯେ ବିଲେଇ ଯଦି ଘରେ ଆସି ବୁଲିବାକୁ ଲାଗେ ତେବେ ଘରେ କୋୖଣସି ପ୍ରକାର ଅଶୁଭ ଘଟଣା ହୋଇପାରେ | ବିଲେଇ ମାନଙ୍କର ନିଜ ନିଜ ଭିତରେ ଲଢ଼େଇ ଘରେ ଆସନ୍ତି ଏବଂ କାହା ମଧ୍ୟରେ ଝଗଡ଼ା ହେବ ତଥା ଧନ ହାନିର ଏହି କଥାର ସୂଚନା ଦେଇଥାଏ |

ଯଦି ଆପଣଙ୍କ ଘରକୁ ଦୀପାବଳି ଦିନ କୋୖଣସି ବିଲେଇ ଆସୁଛି ତେବେ ସେହି ବିଲେଇ ସହ ମାତା ଲଷ୍ମୀ ମଧ୍ୟ ଆସନ୍ତି ବୋଲି କୁହାଯାଏ | ଏବଂ ଏହା ସହ ଯଦି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଏହା ସବୁଠାରୁ ବେଶି ଶୁଭ ବୋଲି ବିବେଚନା କରାଯାଏ | ଅନେକ ଲୋକଙ୍କ ଘରେ ବିଲେଇ ଲୁଚିକି କ୍ଷୀର ପିଇଦିଏ ଯାହାକୁ ଲୋକମାନେ ଅଶୁଭ ବୋଲି ମନେ କରନ୍ତି | କିନ୍ତୁ ଏହା ଆପଣଙ୍କ ଜୀବନରେ ଶୁଭ ସଙ୍କେତ ଆସିବାର ସୂଚନା ଦେଇଥାଏ |

Leave a Reply

Your email address will not be published. Required fields are marked *