ଆଜି ହିଁ ଘରକୁ ଆଣନ୍ତୁ ଏହି ତିନି ଗଛର ଚେର, ତାପରେ ଦେଖନ୍ତୁ ଚମତ୍କାର। ପୂରି ଉଠିବ ଧନଭଣ୍ଡାର।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜିକାଲିର ଆଧୁନିକ ଦୁନିଆରେ ଲୋକେ ଅଧିକ ଉପାର୍ଜନ କରିବାକୁ ପ୍ରୟାସ କରୁଛନ୍ତି। କାରଣ ଅର୍ଥ ନଥିଲେ ଜୀବନ ବଞ୍ଚିବା ଅସମ୍ଭବ ଅଟେ। ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ହାସଲ କରି ପାରେ ନାହିଁ। ଯାହାଫଳରେ ଧନସମ୍ପତ୍ତି, ସୁଖ ସୁବିଧାରୁ ବଞ୍ଚିତ ରହେ।

ଏହି ସମୟରେ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ଏହିସବୁ ହେବାର ମୁଖ୍ୟ କାରଣ ହେଉଛି ଘରର ଗ୍ରହ ଦୋଷ ଓ ବାସ୍ତୁ ଦୋଷ। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବା କାରଣରୁ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଯଦି ଆପଣ ଏଭଳି ସମସ୍ୟାର ମୁକାବିଲା କରୁଛନ୍ତି, ତାହେଲେ କିଛି ଖାସ ଉପାୟ ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହେବ।

ଧନ ପ୍ରାପ୍ତି ହେବାର ଉପାୟ :-

– ବାସ୍ତୁ ଶାସ୍ତ୍ର ଅନୁସାରେ, ଘରକୁ କିଛି ଗଛର ଚେର ଆଣିବା ଦ୍ଵାରା ବ୍ୟକ୍ତିକୁ ଧନଲାଭ ହୋଇଥାଏ। ସହଦେବୀ ଗଛକୁ ଗୋଟେ ଲାଲ ରଙ୍ଗର କପଡ଼ାରେ ବାନ୍ଧି ନିଜ ବାହୁରେ ଧାରଣ କଲେ ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ। ଯଦି ଏହାକୁ ଧନଭଣ୍ଡାର ଘରେ ରଖିଦେବେ, ତାହେଲେ ଖୁବ୍ ଶୀଘ୍ର ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

– ଧଳା ଅପାମାର୍ଗର ମୂଳକୁ ଘରେ ଆଣି ରଖିବା ଦ୍ଵାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଏହାସହିତ ବ୍ୟବସାୟରେ ଉନ୍ନତି ହୋଇଥାଏ ଏବଂ ସବୁ ମନସ୍କାମନା ପୂରଣ ହୋଇଥାଏ।

– ମାନ୍ୟତା ରହିଛି କି, ମନ୍ତ୍ର ସିଦ୍ଧ ସ୍ୱେତାର୍କ ଜଡରୁ ତିଆରି ସ୍ଵେତାର୍କ ଗଣେଶ ପ୍ରତିମାକୁ ଆଣି ଘରେ ରଖିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ବ୍ୟବସାୟରେ ଆଶାନୁରୂପ ଲାଭ ପ୍ରାପ୍ତ ହୋଇଥାଏ। ଏହି ଚେରର କିଛି ଖଣ୍ଡ ଆଣି ତାବିଜ ବନେଇ ପିନ୍ଧିବା ଦ୍ଵାରା ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ।

– ବେହେଡ଼ା ଗଛର ଚେର ଓ ପତ୍ର ବହୁତ ଚମତ୍କାର ହୋଇଥାଏ। ଧନ ଆକର୍ଷିତ କରିବା ପାଇଁ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

– ବାସ୍ତୁ ଶାସ୍ତ୍ର ଅନୁସାରେ ହଳଦିଆ ସୋରିଷ ସହିତ ନିଗୁଣ୍ଡି ଗଛର ଚେର ନେଇ ଗୋଟେ ହଳଦିଆ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହି ପୋଟଳିକୁ ଅଫିସ ବା ଦୋକାନର ଦୁଆର ମୁହଁରେ ଟାଙ୍ଗିଲେ ବ୍ୟାପାରରେ ବିଶେଷ ଲାଭ ମିଳିଥାଏ।

– ମାନ୍ୟତା ରହିଛି କି ଦୁବ ଘାସ ଗୁଛା କରି ଠାକୁର ଘରେ ରଖିବା ଦ୍ଵାରା ଘରର ଆର୍ଥିକ ସଙ୍କଟ ଦୂର ହୋଇଥାଏ।

– ମାଘ ମାସରେ ହରସୃଙ୍ଗାର ଗଛର ଚେର ନେଇ ଏହାକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରନ୍ତୁ। ଦେଖିବେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଯିବ। ଏହାସହିତ ବ୍ୟବସାୟରେ ପ୍ରଗତି ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

Leave a Reply

Your email address will not be published. Required fields are marked *