ପଇସା କୁ ଆକର୍ଷିତ କରୁଥିବା ଚେର? ସାଧାରଣ ଗଛ ଭାବି ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ…

ବନ୍ଧୁଗଣ ଏହି ଗଛକୁ ଅପମାର୍ଗ ଗଛ ବୋଲି କୁହାଯାଏ | ଭାରତ ର ବିଭିନ୍ନ ଜାଗା ରେ ଏହାକୁ ଭିନ୍ନ ଭିନ୍ନ ନାମ ରେ ଜଣା ଯାଏ | ଅନେକ ସାଧୁ ସନ୍ଥ ଏହି ଗଛର ମଞ୍ଜି କୁ ଖେଚେଡ଼ି ବନେଇ ଏହାକୁ ଖାଇଥାନ୍ତି | ଏହାକୁ ଖାଇବା ଦ୍ୱାରା ମାସ ମାସ ଯାଏଁ ଭୋକ ଶୋଷ ହୋଇନଥାଏ | ତେଣୁ ସାଧୁ ସନ୍ଥ ଏହାକୁ ଖାଇ ତପ ଏବଂ ସାଧନା ବିନା ଖାଦ୍ୟ ଏବଂ ଜଳ ରେ ମାସ ମାସ ଧରି କରିଥାନ୍ତି |

ଶାସ୍ତ୍ର ରେ କୁହାଯାଏ କି ଏହାର ଚେର ରେ ମାତା ଗଙ୍ଗାଙ୍କର ବାସ ହୋଇଥାଏ | ଏହା ସହିତ ଏହାର ଚେର ରେ ଅମୃତ ଥିବାର ମଧ୍ୟ ବିଶ୍ୱାସ ରହିଛି | ତେବେ ବନ୍ଧୁଗଣ ଏହି ଚମତ୍କାରୀ ଗଛ ର ଅନେକ ଗୁଣ ରହିଛି ତେବେ ଆସନ୍ତୁ ସର୍ବ ପ୍ରଥମେ ଏହାର ଆୟୁର୍ବେଦିକ ଗୁଣ ବିଷୟରେ ଜାଣିବା ;

ତେବେ ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତ ରେ ପାଇରିଆ ହେଇଚି କିମ୍ବା ଦାନ୍ତ ରେ ଯନ୍ତ୍ରଣା ଏବଂ ପୋକ କାଟୁଚି | ତେବେ ଏହି ଗଛ ର ଚେର ରେ 15 ଦିନ ଦାନ୍ତ ଘଷିବା ଦ୍ୱାରା ଏହି ସମସ୍ୟା ରୁ ଆମକୁ ମୁକ୍ତି ମିଳିଥାଏ | ଏହା ଦାନ ର ହଳଦିଆ ପଣ କୁ ମଧ୍ୟ ଦୂର କରିଥାଏ | ତେବେ ବନ୍ଧୁଗଣ ଯେଉଁ ମହିଳାଙ୍କୁ ପ୍ରସବ କରିବା ସମୟ ରେ ଅସହନୀୟ ଯନ୍ତ୍ରଣା ହୁଏ |

କିମ୍ବା ଆପଣ ଚାହୁଁଛନ୍ତି ସାଧାରଣ ପ୍ରସବ କରିବା ପାଇଁ ଅପରେସନ ନକରିବା ପାଇଁ | ତେବେ ଏହି ଅପମାର୍ଗ ଗଛ ର ଚେରକୁ ଆଣନ୍ତୁ | ସେଥିରେ ନାଲି କପଡା ବାନ୍ଧି ପ୍ରସବ କରୁଥିବା ମହିଳାଙ୍କ ହାତ ରେ କିମ୍ବା ଅଣ୍ଟା ରେ ବାନ୍ଧି ଦିଅନ୍ତୁ | ଏହା ପରେ ଏହି ଗଛର ଚମତ୍କାରୀ ଗୁଣ ଯୋଗୁ ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ |

ବନ୍ଧୁଗଣ ଯେଉଁ ମାନଙ୍କ ମୁଣ୍ଡ ରେ ପୀଡା ଅନୁଭବ ହେଉଛି, ଯେତେ ଚିକିତ୍ସା ଏବଂ ଉପଚାର କରିବା ଦ୍ୱାରା ମଧ୍ୟ ଭଲ ହେଉନାହିଁ | ତେବେ ଏହି ଅପମାର୍ଗ ଗଛ ର ପତ୍ର କୁ ଜଳେଇ ପାଉଁଶ ବନେଇ ମୁଣ୍ଡ ରେ କଷ୍ଟ ହେଉଥିବା ସ୍ଥାନ ରେ ଲଗେଇବା ଦ୍ୱାରା ମୁଣ୍ଡ ବ୍ୟଥା କମ ହୋଇଯାଇଥାଏ | ଏହା ବ୍ୟତୀତ ଯଦି ଆପଣଙ୍କ ମୁଣ୍ଡ ରେ ଅସହ୍ୟ ଯନ୍ତ୍ରଣା ହେଉଛି କିମ୍ବା ଆପଣ ବହୁତ ଚିନ୍ତିତ ରହୁଛନ୍ତି | ଅବା କୌଣସି ପ୍ରକାର ର ଡିପ୍ରେସନ ରହିଛି ଅବା ଅନିଦ୍ରା ହେବା କାରଣ ରୁ ମୁଣ୍ଡରେ ବ୍ୟଥା ହେଉଥାଏ | ତେବେ ଏହିପରି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଅପମାର୍ଗ ଗଛର ମଞ୍ଜି କୁ ଜଳେଇ ସେହି ପାଉଁଶ କୁ ଶୁଙ୍ଘିବା ଦ୍ୱାରା ମୁଣ୍ଡ ବ୍ୟଥା ରୁ ମୁକ୍ତି ମିଳିଥାଏ |

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ମହା ପ୍ରୟୋଗ ବିଷୟରେ | ଯେଉଁ ବ୍ୟକ୍ତି ଙ୍କ ବିଜନେସ ରେ ଲାଭ ହେଉନାହିଁ କିମ୍ବା କ୍ଷତି ହେଉଛି | ତେବେ ଏମିତି ପରିସ୍ଥିତିରେ ଏହି ଗଛର ଚେର କୁ ରବି ପୁଷ୍ପ ନକ୍ଷତ୍ର ରେ ଆଣି କିମ୍ବା କୌଣସି ଶୁଭ ଦିନ ତଥା ଦୀପାବଳି ଅବା ଅନ୍ୟ କୌଣସି ଶୁଭ ଦିନ ରେ ଆଣି ନାଲି କପଡା ରେ ବାନ୍ଧି |

ବ୍ୟାପାର ସ୍ଥାନ ରେ ଲଗେଇବା ଦ୍ୱାରା ଲାଭ ହୋଇଥାଏ | ଚାକିରୀ ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀ ଏହାକୁ ଶନି କିମ୍ବା ରବିବାର ଦିନ ଘରକୁ ଆଣି ମଙ୍ଗଳବାର ଦିନ ଏହାକୁ ପୂଜା କରି | ବୁଧବାର ଦିନ ହାତ ରେ ପିନ୍ଧିବା ଦ୍ୱାରା ମନୋ କାମନା ପୁରା ହୋଇଥାଏ |

ଯଦି ଆପଣଙ୍କୁ କୌଣସି ନଜର ଦୋଷ ଲାଗିଛି, କିମ୍ବା କେହି ତନ୍ତ୍ର ମନ୍ତ୍ର ଗୁଣି ଗାରେଡି କରିଦେଇଛି | ତେବେ ଏହି ନକାରାତ୍ମକ ପ୍ରଭାବ ରୁ ରକ୍ଷା ପାଇବା ପାଇଁ ଆପଣ ଶନିବାର ଦିନ ରୁପା ତାବିଜ ରେ ଏହାର ଚେରକୁ ଭରି | ହାତ ରେ ଧାରଣ କରିବା ଦ୍ୱାରା ସମସ୍ତ ନଜର ଦୋଷ ଏବଂ ଗୁଣି ଗାରେଡି ରୁ ମୁକ୍ତି ମିଳିଥାଏ | ତେବେ ବନ୍ଧୁଗଣ କୌଣସି ବ୍ୟକ୍ତି କୁ ଆକର୍ଷିତ କରିବା ପାଇଁ ଏବଂ ନିଜର କରିବା ପାଇଁ ଏହି ଉପାୟ କରନ୍ତୁ | ଅପମାର୍ଗ ଚେର ନିଅନ୍ତୁ ଏବଂ ସେଥିରେ ଧଳା ଦୁବ ଘାସ ମିଶେଇ ଚନ୍ଦନ ପ୍ରସ୍ତୁତ କରନ୍ତୁ ଏବଂ ଯାହାକୁ ବଶୀଭୂତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ସାମ୍ନା କୁ ଚାଲି ଯାନ୍ତୁ | ଦେଖିବେ ସେହି ବ୍ୟକ୍ତି ଆପଣଙ୍କ ବଶରେ ହୋଇଯିବ |

Leave a Reply

Your email address will not be published. Required fields are marked *