ଲୋକଙ୍କୁ ତାଙ୍କର ଅସଲି ଔକାତ୍ ଦେଖେଇବା ପାଇଁ ଏହି 5 କଥା ନିଶ୍ଚିନ୍ତ ଜାଣିନିଅନ୍ତୁ |

ଗରିବୀ ଦୁଃଖ ଏବଂ ଗୋଟିଏ ବନ୍ଦୀର ଜୀବନ, ଏହା ସବୁ ବ୍ୟକ୍ତିର କଲା କର୍ମର ହିଁ ଫଳ ହୋଇଥାଏ |

ଆପଣ ଦୌଲତ, ପତ୍ନୀ ଏବଂ ରାଜ୍ୟ ହରେଇକି ପୁଣି ପାଇପାରିବେ କିନ୍ତୁ ଯଦି ଆପଣ ନିଜର ଶରୀର ହରେଇଦେବେ ତ କେବେ ପୁଣି ମିଳିବ ନାହିଁ |

ଯଦି ଆମେ ଅଧିକ ସଂଖ୍ୟାରେ ଏକତ୍ର ହୋଇଯିବା ତେବେ ଶତ୍ରୁ କୁ ହରେଇ ପାରିବା, ଯେମିତି ଘାସ ଗାଲିଚା ରେ ଶୁଖିଲା ଘାସ ପରସ୍ପର ସହ ରହିବା କାରଣରୁ ବହୁତ ବର୍ଷା ରେ ମଧ୍ୟ କ୍ଷୟ ହୁଅନ୍ତି ନାହିଁ |

ପାଣି ରେ ତେଲ ଗୋଟିଏ ଦୁଷ୍ଟ ଲୋକ କୁ କହିଥିବା ରହସ୍ୟ, ଗୋଟିଏ ଯୋଗ୍ୟ ଲୋକକୁ ଦେଇଥିବା ଦାନ ଏବଂ ଗୋଟିଏ ବୁଦ୍ଧିମାନ ଲୋକ କୁ ପଢ଼େଇ ଥିବା ଶାସ୍ତ୍ର ର ଜ୍ଞାନ ନିଜ ସ୍ଵଭାବ କାରଣ ରୁ ଜୋରେ ବ୍ୟାପିଥାଏ |

ଆମକୁ ଅଭିମାନ ହେବା ଉଚିତ ନୁହେଁ ଯେତେବେଳେ ଆମେ ଏହି କଥା କହିଥାଉ..

1.ପରୋଉପକାର 2. ଆତ୍ମ ସଂଯମ 3.ପରାକ୍ରମ 4.ଶାସ୍ତ୍ର ର ଜ୍ଞାନ ହାସଲ କରିବା 5. ବିନମ୍ରତା 6.ନୀତିମତା

ଏହା କରିବା ସମୟ ରେ ଅଭିମାନ ଏଥିପାଇଁ କରିବା ଉଚିତ ନୁହେଁ କାରଣ ଦୁନିଆ ବହୁତ କମ ଦେଖାଯାଉଥିବା ଦୁର୍ଲଭ ରତ୍ନ ରେ ଭରି ହୋଇ ରହିଛି |

ସିଏ ଯିଏ ଆମ ମନରେ ରହିଥାଏ ଆମ ନିକଟରେ ଥାଏ, ହେଇପାରେ କି ସିଏ ବାସ୍ତବରେ ଆମଠାରୁ ବହୁତ ଦୂରରେ ଥିବ | କିନ୍ତୁ ସେହି ବ୍ୟକ୍ତି ଯିଏ ଆମ ନିକଟରେ ଅଛି କିନ୍ତୁ ମନ ରେ ନାହିଁ ସେ ଆମ ଠାରୁ ବହୁତ ଦୂରରେ ଥାଏ |

ଯଦି ଆମେ କାହାଠୁ କିଛି ପାଇବାକୁ ଚାହୁଁଛୁ ତେବେ ତାକୁ ଏମିତି କଥା କୁହନ୍ତୁ ଯେଉଁଥିରେ ସେ ପ୍ରସନ୍ନ ହୋଇଯିବେ | ସେହିପରି ଯେପରି ଗୋଟିଏ ଶିକାରୀ ମଧୁର ଗୀତ ଗାଇଥାଏ ଯେତେବେଳେ ସେ ହରିଣ ଉପରେ ବାଣ ଚଳେଇବାକୁ ଚାହିଁଥାଏ |

ଯେଉଁ ବ୍ୟକ୍ତି ରାଜା ସହ, ଅଗ୍ନି ସହ,ଧର୍ମ ଗୁରୁଙ୍କ ସହ,ଏବଂ ସ୍ତ୍ରୀ ସହ ବହୁତ ପରିଚୟ ବଢ଼େଇଥାଏ ସେ ବିନାଶ କୁ ପ୍ରାପ୍ତ ହୋଇଥାଏ | ଯେଉଁ ବ୍ୟକ୍ତି ଏହା ଠାରୁ ପୂର୍ଣ୍ଣ ରୂପରେ ଅଲିପ୍ତ ରହିଥାଏ, ତାକୁ ନିଜର ଭଲ କରିବା ପାଇଁ କୌଣସି ଅବସର ମିଳେ ନାହିଁ | ସେଥି ପାଇଁ ସେମାନଙ୍କ ସହ ସୁରକ୍ଷିତ ଅନ୍ତର ରଖି ସମ୍ବନ୍ଧ ରଖିବା ଉଚିତ

ଆମେ ଏମାନଙ୍କ ସହ ବହୁତ ସାବଧାନ ର ସହ ରହିବା ଉଚିତ

1. ଅଗ୍ନି 2. ଜଳ 3. ନାରୀ 4.ମୂର୍ଖ 5. ସାପ 6.ରାଜ ପରିବାର ର ସଦସ୍ୟ | ଯେବେ ଯେବେ ଆମେ ଏମାନଙ୍କ ସମ୍ପର୍କରେ ଆସିଥାଉ | କାରଣ ଏମାନେ ଆମକୁ ଗୋଟିଏ ଝଟକା ରେ ମୁତ୍ୟୁ ପର୍ଯ୍ୟନ୍ତ ପହଞ୍ଚେଇ ପାରନ୍ତି |

ସେହି ବ୍ୟକ୍ତି ଜୀବିତ ଥାଏ ଯିଏ ଗୁନବାନ ହୋଇଥାଏ ଏବଂ ପୂର୍ଣ୍ୟବାନ ହୋଇଥାଏ | କିନ୍ତୁ ଯାହା ପାଖରେ ଧର୍ମ ଏବଂ ଗୁଣ ନାହିଁ ତାକୁ କଣ ଶୁଭକାମନା ଦିଆଯାଇ ପାରେ?

ଯଦି ଆପଣ ଦୁନିଆକୁ ଗୋଟିଏ କାର୍ଯ୍ୟ କରି ଜିତିବାକୁ ଚାହୁଁଛନ୍ତି ତେବେ ଏହି 5 କୁ ନିଜ କାବୁ ରେ ରଖନ୍ତୁ | ଏହି ସବୁ ଏଣେ ତେଣେ ଛାଡ଼ନ୍ତୁ ନାହିଁ | ପାଞ୍ଚ ଇନ୍ଦ୍ରିୟ ବିଷୟରେ 1.ଯାହା ଦେଖାଦିଏ 2. ଯାହା ଶୁଣାଯାଏ 3.ଯାହାର ଗନ୍ଧ ଆସେ 4. ଯାହା ଦ୍ୱାରା ସ୍ୱାଦ ଆସେ 5.ଯାହା ଦ୍ୱାରା ସ୍ପର୍ଶ ହୋଇଥାଏ |

ଗୋଟିଏ ବସ୍ତୁ କୁ ଦେଖିବାର ଯୋଗ୍ୟତା ବ୍ୟକ୍ତିର ସ୍ଵଭାବ ହିସାବ ରେ ଅଲଗା ଅଲଗା ଆସିଥାଏ | ତପ କରୁଥିବା ଲୋକର ବାସ୍ତୁ କୁ ଦେଖି କୌଣସି କାମନା ଆସିବ ନାହିଁ,ଲମ୍ପଟ ବ୍ୟକ୍ତି କୁ ସବୁ ଜିନିଷ ରେ ସ୍ତ୍ରୀ ଦେଖା ଯାଇଥାଏ ଏବେ କୁକୁର କୁ ପ୍ରତ୍ୟେକ ଜିନିଷ ରେ ମାଂସ ଦେଖାଯାଇଥାଏ |

ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ସେ ଏହି ନିମ୍ନଲିଖିତ କଥା କାହାକୁ କୁହନ୍ତୁ ନାହିଁ,ସେହି ଔଷଧ ସେ କେମିତି ତିଆରି କରିଛି ଯିଏ ଭଲ କାମ କରିଥାଏ,ସେହି ପରୋଉପକାର ଯାହା ସେ କରିଛି, ତାଙ୍କ ଘରର ଝଗଡା,ତାଙ୍କର ତାଙ୍କ ପତ୍ନୀ ସହ ହେଉଥିବା ବ୍ୟକ୍ତିଗତ କଥା,ସେ ଯେଉଁ ଠିକସେ ପକେଇକି ଖାଦ୍ୟ ଖାଇଲା, ସେ ଖରାପ କଥା ଯାହା ସେ ଶୁଣିଲା |

କୋଇଲି ସେପର୍ଯ୍ୟନ୍ତ ମୌନ ରହିଥାଏ ଯେପର୍ଯ୍ୟନ୍ତ ସେ ମିଠା ଗାଇବାର କଳା ଶିଖି ନଥାଏ ଏବଂ ସମସ୍ତ ଙ୍କୁ ଆନନ୍ଦ ଦେଇପାରେ ନାହିଁ |

ଆମେ ନିମ୍ନଲିଖିତ କଥା କୁ ପ୍ରାପ୍ତ କରିବା ଏବଂ ତାକୁ ବଜାୟ ରଖିବା, ଆମକୁ ପୁର୍ଣ୍ୟ କର୍ମର ଯେଉଁ ଆଶୀର୍ବାଦ ମିଳେ,ଧନ ଖାଦ୍ୟ ସେହି ଶବ୍ଦ ଯାହାକୁ ଆମ ଅଧାତ୍ମିକ ଗୁରୁଙ୍କ ଠୁ ଶୁଣିବା,କମ ମିଳୁଥିବା ଔଷଧ,ଆମକୁ ଏମିତି କରିବା ଉଚିତ ନୁହେଁ ଯାହା ଦ୍ୱାରା ବଞ୍ଚିବା କଷ୍ଟକର ହୋଇଯିବ |

Leave a Reply

Your email address will not be published. Required fields are marked *