ଗାଧେଇବା ପାଣି ରେ ମିଶେଇ ଦିଅନ୍ତୁ ଏହି ଜିନିଷ, ସବୁ ସମସ୍ୟା ଦୂର ହୋଇଯିବ, କେବେ ବି ଧନର ଅଭାବ ହେବ ନାହିଁ |

ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ରେ ସବୁ ସମସ୍ୟାର ସମାଧାନର ଉପାୟ କୁହାଯାଇଛି | ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ର ନିୟମ ମାନୁଥିବା ବ୍ୟକ୍ତି କୁ ଜୀବନର ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ମିଳିଥାଏ | ଏହି କାରଣ ରୁ ଆଜିର ସମୟ ରେ ବାସ୍ତୁ ଶାସ୍ତ୍ର ର ମହତ୍ୱ ବହୁତ ବଢ଼ି ଯାଇଛି | ଆମେ ଆପଣ ଙ୍କୁ ବାସ୍ତୁ ଶାସ୍ତ୍ର ର କିଛି ଏମିତି ନିୟମ ବିଷୟରେ କହିବାକୁ ଯାଉଛୁ

ଯାହାକୁ ଗାଧେଇବା ସମୟ ରେ ଆପଣଙ୍କୁ ଉପଯୋଗ ରେ ଆଣିବାକୁ ହେବ | ଏହିପରି ମାନ୍ୟତା ରହିଛି କି ବାସ୍ତୁ ଶାସ୍ତ୍ର ର ଏହି ଉପାୟ କୁ କରିବା ଦ୍ୱାରା ଆପଣ ଆପଣଙ୍କ ଗ୍ରହର ସ୍ଥିତି କୁ ମଜବୁତ କରିପାରିବେ ଏବଂ ଧନର ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ |

ଗାଧେଇବା ପାଣି ରେ ମିଶାନ୍ତୁ ଏହି ଜିନିଷ, ଦରିଦ୍ରତା ଦୂର ହେବବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଥିବା ନକାରାତ୍ମକ ଉର୍ଜା କୁ ଦୂର କରିବା ପାଇଁ ଗାଧେଇବା ପୂର୍ବରୁ ଗୋଟେ ଚାମଚ ଲୁଣ ଗାଧେଇବା ପାଣି ରେ ଅବଶ୍ୟ ମିଶେଇବା ଉଚିତ | ଏହା ଦ୍ୱାରା ନକାରାତ୍ମକ ଉର୍ଜା ଦୂର ହେବ ଏବଂ ଧନର ଅଭାବ ବି ରହିବ ନାହିଁ |

ସୁଖୀ ବୈବାହିକ ଜୀବନ ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ, କୁଣ୍ଡଳୀ ରେ ଥିବା ଶୁକ୍ର ଗ୍ରହ ର ସ୍ଥିତି କୁ ମଜବୁତ କରିବା ପାଇଁ ଏବଂ ସୁଖୀ ବୈବାହିକ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ଶୁକ୍ରବାର ଦିନ ଗାଧେଇବା ପାଣି ରେ ଫିଟିକିରି ମିଶେଇ ଦିଅନ୍ତୁ | ଏହା ଦ୍ୱାରା ଜୀବନ ରେ ଖୁସି ଆସିବ ଏବଂ ପତି ପତ୍ନୀ ଙ୍କ ମଧ୍ୟ ରେ ପ୍ରେମ ବଢିବ | ଅନ୍ୟପଟେ ଯଦି ଆପଣ ଗାଧେଇବା ପାଣି ରେ ଟିକିଏ ଘିଅ ବି ମିଶେଇ ଦିଅନ୍ତୁ ତେବେ ଏହା ଦ୍ୱାରା ଆପଣଙ୍କୁ ରୋଗ ରୁ ମୁକ୍ତି ମିଳିଥାଏ |

ଭାଗ୍ୟକୁ ମଜବୁତ କରିବା ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ, କୁଣ୍ଡଳୀ ରେ ଥିବା ଗୁରୁଦେବ ବୃହସ୍ପତି ଙ୍କ ଦୋଷ ଦୂର କରିବା ପାଇଁ ଗୁରୁବାର ଦିନ ପାଣି ରେ ହଳଦୀ ମିଶେଇ ସେଥିରେ ସ୍ନାନ କରନ୍ତୁ | ତେବେ ଆପଣ ଜୀବନ ରେ ଶୁଭ ସମାଚାର ଶୁଣିବା ପାଇଁ ସର୍ବଦା ଗାଧେଇବା ପାଣି ରେ ଚନ୍ଦନ ର ବ୍ୟବହାର କରନ୍ତୁ | ଯଦି ଆପଣ ନିଜ ଭାଗ୍ୟ କୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଗାଧେଇବା ପାଣି ରେ ସର୍ବଦା ତିଲ ମିଶେଇକୀ ସେଥିରେ ସ୍ନାନ କରନ୍ତୁ |

Leave a Reply

Your email address will not be published. Required fields are marked *