ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେବେ କୌଣସି ସ୍ତ୍ରୀ ଏହିପରି ସୋଇଥାଏ ତେବେ ଘରକୁ ଧନ ଆସିଥାଏ ବନିଯାନ୍ତି କୋଟିପତି |

ବନ୍ଧୁଗଣ ନିଦ ଏମିତି ଏକ ଜିନିଷ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ | ଯେତେବେଳେ ଆମେ କିଛି ଘଣ୍ଟା ସୋଇପଡୁ ତ ଆମ ଶରୀରର ସମସ୍ତ ଥକାନ ଦୂର ହୋଇଯାଏ ଏବଂ ପୁରା ବଡି ରିଲାକ୍ସ ହୋଇଯାଏ | ତାପରେ ଆମ ଶରୀର ରେ ପୁଣି କାମ କରିବାର ବହୁତ ସାରା ଉର୍ଜା ଆସିଯାଏ | ଏମିତି ରେ ତ ପ୍ରତ୍ୟେକ ବ୍ୟକ୍ତିଙ୍କର ଶୋଇବାର ଗୋଟିଏ ଆନୁମାନିକ ସମୟ ରହିଥାଏ | କିନ୍ତୁ ବେଳେ ବେଳେ ଆମକୁ ଏମିତି ଗଭୀର ନିଦ ଆସିଥାଏ କି ଆମେ ଯେକୌଣସି ସ୍ଥାନ ରେ ବି ସୋଇପଡୁ |

ଶୋଇବା ମନୁଷ୍ୟ ପାଇଁ ସେତିକି ଜରୁରୀ ହୋଇଥାଏ ଯେତିକି ଖାଇବା ପାଇଁ ଭୋଜନ | ଏମିତି ରେ ଆମେ ଆପଣଙ୍କୁ କହିବୁ ଯେ ମହିଳାମାନେ ଏହିପରି ଶୋଇବା ଦ୍ୱାରା ସଫଳତା ମିଳିଥାଏ | ମହିଳା ଏହିପରି ଶୋଇବା ଦ୍ୱାରା ଆପଣ ଖୁବ ଶୀଘ୍ର ଧନବାନ ହୋଇଯାନ୍ତି | ଏବଂ ଏହି କଥା ଶାସ୍ତ୍ର ରେ ମଧ୍ୟ ଲେଖା ହୋଇଛି, ସେଥିପାଇଁ ଆପଣ ମଧ୍ୟ ଜାଣିରଖନ୍ତୁ ଏହି ବିଷୟରେ | ତେବେ ଆସନ୍ତୁ ଜାଣିବା ;

1.ଶାସ୍ତ୍ର ଅନୁସାରେ ଯେଉଁ ଘରେ ମହିଳା ଅଧିକ ସମୟ ଶୁଅନ୍ତି ସେହି ଘରେ ରାହୁ, କେତୁ ଏବଂ ଶନିଙ୍କର ଦୃଷ୍ଟି ପଡିପାରେ | ତେଣୁ ଯେଉଁ ମହିଳା ଅଧିକ ସମୟ ଶୋଇବାରେ ବିତେଇ ଥାନ୍ତି ସେହି ଘରେ ଦେବୀ ଦେବତା ମଧ୍ୟ କ୍ରୋଧିତ ହୋଇଯାନ୍ତି | ସେଥିପାଇଁ ସୀମିତ ସମୟ ପାଇଁ ଶୋଇବା ହିଁ ଉଚିତ ହୋଇଥାଏ, ଅଧିକ ଶୋଇବା ଧନ ହାନୀ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ |

2. ଶାସ୍ତ୍ର ରେ ସ୍ପଷ୍ଟ କୁହାଯାଇଛି ଯେ ଡେରି ରାତିରେ ଶୋଉଥିବା ମହିଳା ପୁରା ଘରକୁ ନଷ୍ଟ କରିଥାଏ | ଏବଂ ଏହାଦ୍ୱାରା ମାତା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି | ମାନ୍ୟତା ଅନୁସାରେ ଡେରି ରାତି ରେ ବିନା କାରଣ ରେ ଶୋଉଥିବା ମହିଳା ଘରକୁ ଦରିଦ୍ରତା ଆଣିଥାଏ | ସେଥିପାଇଁ ବିନା କାରଣ ରେ ଡେରି ରାତି ରେ ମହିଳାଙ୍କୁ ଶୋଇବା ଉଚିତ ନୁହେଁ |

3. ଶୋଇବାକୁ ଯିବା ସମୟ ରେ କୌଣସି ମହିଳା କିମ୍ବା ପୁରୁଷ ଙ୍କୁ ନକାରାତ୍ମକ ଉର୍ଜା ବିଷୟରେ କଥା ହେବା ଉଚିତ ନୁହେଁ | ଏହିପରି କରିବା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ | ତେଣୁ ଶୋଇବା ସମୟ ରେ ସର୍ବଦା ଭଲ ବିଚାର କୁ ନେଇ ଶୋଇବା ସଫଳତା ଦେଇଥାଏ |

4. ମଙ୍ଗଳବାର, ଶନିବାର ଏବଂ ଗୁରୁବାର ଦିନ ଶୀଘ୍ର ସୋଇ ସକାଳୁ ଶୀଘ୍ର ଉଠିବା ଉଚିତ | ଏହି ଦିନ ରେ ସକାଳେ ଡେରି ରେ ଉଠୁଥିବା ମହିଳା ଙ୍କୁ ପାପ ଲାଗିଥାଏ | ଶାସ୍ତ୍ର ରେ ସ୍ପଷ୍ଟ କୁହାଯାଇଛି ଯେ ଏହି ଦିନ ଡେରି ରେ ଉଠିଲେ ଦୋଷ ଲାଗିଥାଏ | ସେଥିପାଇଁ ଏହି ଦିନ ମାନଙ୍କରେ ଶୀଘ୍ର ଉଠିବା ଉଚିତ |

ସକାଳୁ ଉଠିବାର ସଠିକ ସମୟ ଅବା ଶୁଭ ମୁହୂର୍ତ୍ତ ;

ବନ୍ଧୁଗଣ ସକାଳୁ ଉଠିବାର ସଠିକ ସମୟ ଅବା ଶୁଭ ମୁହୂର୍ତ୍ତ ହେଉଛି ବ୍ରହ୍ମ ମୁହୂର୍ତ୍ତ | ସକାଳୁ 4 ଟା ରୁ 4.30 ମଧ୍ୟ ରେ ଉଠିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିଥାଏ | ଏହି ସମୟ ରେ ଉଠୁଥିବା ବ୍ୟକ୍ତି ଦେବତା ମାନଙ୍କର ଏବଂ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ | ବନ୍ଧୁଗଣ ଜରୁରୀ ସୂଚନା ଯେଉଁ ମହିଳା ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ସୋଇଥାଏ ତ ପୁରା ପରିବାର ଧନବାନ ହୋଇଯାଏ | ଏହି ଦିଗକୁ ଉଭୟ ପୁରୁଷ ଏବଂ ନାରୀ ମୁଣ୍ଡ କରି ସୋଇପାରିବେ |

Leave a Reply

Your email address will not be published. Required fields are marked *