ସକାଳୁ ଉଠିବା ମାତ୍ରେ ହିଁ 4 ଅକ୍ଷରର ଏହି ଚମତ୍କାରୀ ମନ୍ତ୍ର ଗରିବ କୁ ବି ବନେଇ ଦିଏ ଧନୀ |

ଏମିତି ରେ ତ ଦେବ ଙ୍କ ଦେବ ମହାଦେବ କେବଳ ସଚ୍ଚା ମନରେ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଦ୍ୱାରା ହିଁ ପ୍ରସନ୍ନ ହୋଇଯାନ୍ତି | ଏବଂ ଭକ୍ତ ଙ୍କୁ ନିଜର ଚମତ୍କାର ଦେଖେଇ ଥାନ୍ତି | କିନ୍ତୁ ବନ୍ଧୁଗଣ ଆଜି ଆମେ ଏମିତି ଶବ୍ଦ ବିଷୟରେ କହିବୁ ଯାହାକୁ ନୀତିଦିନ ସକାଳୁ ଜପ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଯିବ | ପୂଜା ପାଠ ନକରି ବି ଆପଣ ଭଗବାନ ଙ୍କୁ ପ୍ରସନ୍ନ କରିପାରିବେ | ବନ୍ଧୁଗଣ ଭଗବାନ ଶଙ୍କର ଏବଂ ମାତା ପାର୍ବତୀ ଙ୍କ ମଧ୍ୟରୁ ଆପଣ ଜଣଙ୍କୁ ବି ଯଦି ଖୁସି କରିଦିଅନ୍ତି ତେବେ ଆପଣଙ୍କୁ ଜୀବନ ର ସବୁ ଇଛା ପୁର୍ଣ୍ଣ ହେବ | ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଶବ୍ଦ ବିଷୟରେ –

ଏହି ଉପାୟ ମସ୍ତେ କରିପାରିବେ ଛୋଟ, ବଡ, ବୃଦ୍ଧ,ସ୍ତ୍ରୀ ଏବଂ ପୁରୁଷ ସମସ୍ତେ ଏହି ଶବ୍ଦ ଜପ କରିପାରିବେ | ଏହା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ, ଯଦି ଆପଣ ବିଜନେସ କରୁଛନ୍ତି ତେବେ ବିଜନେସ ରେ ଲାଭ ହେବ | ଯଦି ଆପଣ ବିଦ୍ୟାର୍ଥୀ ତେବେ ପରୀକ୍ଷା ଉନ୍ନତି କରିବେ, ଚାକିରୀ ରେ ବୃଦ୍ଧି ହେବ, ଆର୍ଥିକ ସ୍ଥିତି ଦୃଢ ହେବ | ଏବଂ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ | ଏହି ଚମତ୍କାରୀ ଉପାୟ ଆପଣ ସ୍ନାନ ନକରି ମଧ୍ୟ କରିପାରିବେ ତେବେ ଆସନ୍ତୁ ଜାଣିବା ଏହି ପ୍ରଭାବଶାଳୀ ଉପାୟ କୁ –

1.ତେବେ ବନ୍ଧୁଗଣ ଆପଣ ସକାଳୁ ଉଠି ଦେବତା ଙ୍କୁ ସ୍ମରଣ କରନ୍ତୁ |ଏହା ସହ ଦୁଇ ହାତ ଯୋଡି ପ୍ରଣାମ କରିବା ସହ ଏହି ମନ୍ତ୍ର ଜପ କରନ୍ତୁ – ” ଓଁ ହୁଂ ଜୁଂ ସ୍ୱହ ” ଏହା ଲହୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ | ଏହାକୁ ଜପ କରିବା ଦ୍ୱାରା କୁଣ୍ଡଳୀ ରେ ଦୋଷ କଟିଯାଏ |

2.ତେବେ ବନ୍ଧୁଗଣ ସକାଳୁ ଶୀଘ୍ର ଶର୍ଯ୍ୟା ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ। ଶଯ୍ୟାରୁ ଉଠି ଦୁଇ ହାତ ପାପୁଲିରେ ଦୃଷ୍ଟି ଦେଇ କୁହନ୍ତୁ,” ଓଁ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ” । ଏହା କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ ଏବଂ ଏହା ସହିତ ଆପଣଙ୍କ ଦିନ ଶୁଭ ହୋଇଥାଏ |

ଗୁଜୁରାତିର ଏହି ଉପାୟ ଆପଣଙ୍କ ଭାଗ୍ୟ ବଦଳେଇ ଦେବ –

– ଗୁରୁବାର ଦିନ ପାଖରେ ଥିବା କୌଣସି ମନ୍ଦିରରେ ଗୁଜୁରାତି ଅର୍ପଣ କରିବା ଦ୍ୱାରା ସୁନ୍ଦରୀ ସ୍ତ୍ରୀ ପ୍ରାପ୍ତ ହୋଇଥାଏ | ଚାକିରୀ ରେ ପ୍ରମୋସନ ପାଇଁ ଆପଣ ରାତିରେ ଶୋଇବା ସମୟ ରେ ସବୁଜ କପଡା ରେ ଗୁଜୁରାତି ରଖି ମୁଣ୍ଡ ତଳେ ଥୋଇ ଶୁଣନ୍ତୁ ଏବଂ ଏହାକୁ ସକାଳେ କୌଣସି ବି ବ୍ୟକ୍ତି ଖାଇବାକୁ ଦେଇଦେଇଅନ୍ତୁ | ରୋକି ହୋଇଥିବା କାର୍ଯ୍ୟ ସଫଳ ହେବ |

– କାର୍ଯ୍ୟରେ ବାଧା ଆସୁଥିଲେ,ଗୋଟିଏ ଢାଳ ପାଣିରେ ଦୁଇଟି ଛୋଟ ଗୁଜୁରାତି ପକାଇ ସିଝାଇ ଦିଅନ୍ତୁ। ଏବଂ ସିଝାଇବା ଅଧା ହୋଗଲେ ଗୋଟିଏ ବାଲଟି ପାଣିରେ ମିଶାଇ ଦେଇ ଗାଧାନ୍ତୁ। ଗାଧେଇ ସରବା ପରେ ଓମ୍‌ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ ମନ୍ତ୍ରଜପ କରନ୍ତୁ। ଗୁଜୁରାତିର ଏହି ଖାସ୍‌ ଉପାୟ ଆପଣଙ୍କ ଶୁକ୍ରକୁ ମଜବୁତ କରିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ।

– କୌଣସି ପ୍ରକାରର ଆର୍ଥିକ ସଙ୍କଟ ଆସୁଥିଲେ କିମ୍ବା ଯଦି ହାତରେ ପଇସା ରହୁନାହିଁ।ତେବେ ସେମାନେ ନିଜ ପର୍ସରେ ୫ଟି ଗୁଜୁରାତି ରଖନ୍ତୁ। ଏହିପରି କଲେ ଆୟ ବଢିବ ଏବଂ ଖର୍ଚ୍ଚ କମ୍‌ ହେବ। କୌଣସି ଗରିବକୁ ଟଙ୍କା ଦାନ କରିବା ସମୟରେ ଗୋଟିଏ ସବୁଜ ଗୁଜୁରାତି ମଧ୍ୟ ଦିଅନ୍ତୁ। ଏହା ଦ୍ୱାରା ଦାରିଦ୍ରତା ଦୂର ହେବ।

– ଗୁରୁବାର ଦିନ ଗୁଜୁରାତିକୁ ଗୋଟିଏ ହଳଦିଆ କପଡାରେ ବାନ୍ଧି କୌଣସି ଗରିବକୁ ଦାନ କରନ୍ତୁ। ଏପରି ୫ଟି ଗୁରୁବାର କରିବା ଦ୍ୱାରା ମନ ମୁତାବକ ବର ମିଳିଥାଏ |

– ଗୋଟିଏ ବର ପତ୍ରରେ ପାଞ୍ଚଟି ମିଠା ଏବଂ ଦୁଇଟି ଗୁଜୁରାତି ରଖି ଏହାକୁ ଅଶ୍ୱତ୍ଥ ଗଛ ତଳେ ରଖିଦିଅନ୍ତୁ। ଏବଂ ଧ୍ୟାନ ରଖନ୍ତୁ ଘରକୁ ଫେରିବା ବେଳେ ପଛକୁ ବୁଲି ଚାହିଁବେ ନାହିଁ। ଏହିପରି କଲେ ଶିକ୍ଷା ରେ ସଫଳତା ମିଳିଥାଏ।

– ଚାକିରି ସମ୍ବନ୍ଧୀୟ କିମ୍ବା ବେପାରରେ ସଫଳତା ପାଇବା ପାଇଁ ଗୋଟିଏ କପଡାରେ ଗୁଜୁରାତି ବାନ୍ଧି ରାତିରେ ତକିଆ ତଳେ ରଖି ଶୋଇପଡନ୍ତୁ। ସକାଳୁ ଏହାକୁ କୌଣସି ବାହାର ଲୋକକୁ ଦିଅନ୍ତୁ। ଏମିତି କଲେ ଖୁବଶୀଘ୍ର ସଫଳତା ମିଳିବ।

Leave a Reply

Your email address will not be published. Required fields are marked *