ଭୁଲ ରେ 5 ଜିନିଷ ଦେଖିବା ଦ୍ୱାରା ବ୍ୟକ୍ତି ମାଲାମାଲ ହୋଇଯାଏ ଚମକି ଯାଏ ଭାଗ୍ୟ..

ଅନେକ ଜିନିଷ ଏମିତି ହୋଇଥାଏ ଯାହା ଆପଣଙ୍କ ଭଲ ପାଇଁ ହୋଇଥାଏ,କେଉଁଠି ନା କେଉଁଠି ଏମିତି କିଛି ଭୁଲ ହୋଇଯାଏ ଯାହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହୋଇଥାଏ | ଆପଣ ତ ଏମିତି ଲୋକ କଥା ନିଶ୍ଚିନ୍ତ ଶୁଣିଥିବେ କି ଭୁଲ ରେ ବି ଏହି ଜିନିଷ କରିବେ ନାହିଁ | କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି କିଛି ଜିନିଷ ଏମିତି ଅଛି ଯାହା ଭୁଲ ରେ ହେବା ଦ୍ୱାରା ବ୍ୟକ୍ତି ସଫଳ ହୋଇଯାଏ | ତାଙ୍କ ଉପରେ ପଡିଥାଏ ସକାରାତ୍ମକ ପ୍ରଭାବ ତେବେ ଏମିତି ରେ ଆସନ୍ତୁ ଜାଣିବା ଏହିପରି କେଉଁ 5 ଭୁଲ ଅଜାଣତ ରେ ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଏ | ତେବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ;

1. ବନ୍ଧୁଗଣ ଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମୁତ୍ୟୁ ଏମିତି ଏକ ସତ୍ୟ ଯାହାକୁ କେହି ଅଣଦେଖା କରିପାରିବେ ନାହିଁ | ଯାହାର ଜନ୍ମ ହୋଇଛି ତାହାର ମୁତ୍ୟୁ ନିଶ୍ଚିନ୍ତ ହୋଇଥାଏ | ତେବେ ଯଦି ଆପଣ ଭୁଲ ରେ ଶବଯାତ୍ରା ଦେଖନ୍ତି ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ | ଯେବେ ବି ଶବଯାତ୍ରା ଦେଖନ୍ତି ତାଙ୍କୁ ଦୁଇ ହାତ ଯୋଡିକି ପ୍ରଣାମ କରନ୍ତୁ ଏବଂ ଭଗବାନ ଶିବ ଙ୍କ ନାମ ଜପ କରନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ |

2.ରାସ୍ତା ଯାଉଥିବା ବେଳେ ଯଦି ଆପଣଙ୍କୁ କିନ୍ନର ଦେଖାଯାନ୍ତି ତେବେ ଏହା ଶୁଭ ହୋଇଥାଏ | ଶାସ୍ତ୍ର ଅନୁସାରେ କିନ୍ନର ଙ୍କ ଜନ୍ମ ବ୍ରହ୍ମା ଙ୍କ ଛାଇ ରୁ ହୋଇଛି ଏବଂ ଭଗବାନ ରାମ ଙ୍କ ଠୁ ବି କିନ୍ନର ଙ୍କୁ ବରଦାନ ମିଳିଛି | କୁହାଯାଏ କି କିନ୍ନର ଙ୍କୁ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘର ପାରିବାର ଖୁସି ରେ ପୂରିଯାଇଥାଏ |

3.ଭୁଲ ରେ ରାସ୍ତା ରେ ପଡ଼ିଥିବା ପଇସା ପାଇବା ଶୁଭ ହୋଇଥାଏ | ଏହା ର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ |

4.ସାଧାରତଃ ସମସ୍ତେ ରାତିରେ ସୋଇ ସକାଳେ ଉଠିଥାନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି ଅଧା ରାତିରେ ନିଦ ଭାଙ୍ଗିବା ଶୁଭ ସଂକେତ ହୋଇଥାଏ | ରାତି 2 ରୁ 4 ମଧ୍ୟ ରେ ନିଦ ଭାଙ୍ଗିବା ଦ୍ୱାରା ଡରନ୍ତୁ ଭଗବାନ ଙ୍କୁ ସ୍ମରଣ କରନ୍ତୁ | ଏହା ଭଗବାନ ଙ୍କ ସଂକେତ ହୋଇଥାଏ କି ଆପଣଙ୍କ ଜୀବନ ରେ କିଛି ଶୁଭ ହେବାକୁ ଯାଉଛି |

5.ଭୁଲ ରେ ଯଦି ଆପଣ କୌଣସି ଧାର୍ମିକ ବସ୍ତୁ ପାଆନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ଏହାର ଅର୍ଥ ଦେବି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ମନୋସ୍କାମନା ପୁରାଣ କରନ୍ତି | ଏହିପରି ସ୍ଥିତି ରେ ଆପଣ ସେହି ଧାର୍ମିକ ବସ୍ତୁ କୁ ଘରେ ଯତ୍ନ ର ସହ ରଖିବା ଉଚିତ |

Leave a Reply

Your email address will not be published. Required fields are marked *