ଏହି ପାଞ୍ଚଟି ନାମର ପୁରୁଷ ଜନ୍ମ ସହିତ ଧନୀ ହେବାର ଭାଗ୍ୟ ନେଇ ଆସନ୍ତି :-

ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ସ୍ୱତନ୍ତ୍ର ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜନ୍ମ ସହିତ ଅନେକ ଭାଗ୍ୟ ନେଇ ଆସିଥାନ୍ତି । ସେମାନେ ଜନ୍ମ ହେବା ସହିତ ଖୁବ ଦୃଢ଼ ଭାଗ୍ୟ ନେଇ ଆସିଥାନ୍ତି । ଜନ୍ମ ଠାରୁ ହିଁ ବ୍ୟକ୍ତିର ନାମକରଣ କରାଯାଇଥାଏ ।ଯେଉଁ ନାମ ଦ୍ୱାରା ହିଁ ସବୁ ଲୋକଙ୍କ ଠାରେ ସେ ପରିଚିତ ହୋଇଥାଏ ।

ବାସ୍ତୁ ଅନୁଯାୟୀ ଜଣେ ବ୍ୟକ୍ତିର ନାମରେ ଅନେକ କିଛି ମହତ୍ତ୍ୱ ରହିଥାଏ । ନାମରୁ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜାଣିହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷର ଅନେକ ପ୍ରଭାବ ପକାଇ ଥାଏ । ସେଥିରୁ ଅନେକ କିଛି ଜାଣିବାକୁ ମିଳିଥାଏ ।

କିଛି ଲୋକ ଏପରି ଜନ୍ମ ହୋଇଥାନ୍ତି ଯେଉଁମାନେ ରାଜା ହେବାପାଇଁ ଜନ୍ମ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ପାଞ୍ଚଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବୁ ।

୧ . C ନାମର ବ୍ୟକ୍ତି :-

ଏହି ନାମର ବ୍ୟକ୍ତି ଅଧିକତର କାମ ବିଷୟରେ ହିଁ ଭାବିଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟର କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର କାରବାର କରିବାକୁ ମନସ୍ଥ କରନ୍ତି । ଏମାନେ ଚାକିରୀ କରନ୍ତି ନାହିଁ ବରଂ ବ୍ୟବସାୟ କରନ୍ତି ।

୨ . H ନାମର ଲୋକ :-

ଏହି ନାମର ବ୍ୟକ୍ତି କୌଣସି କାରବାର କିମ୍ବା କୌଣସି ନିବେଶ କରିବାକୁ ଚିନ୍ତା କରନ୍ତି ଏବଂ କରନ୍ତି ମଧ୍ୟ । ଏମାନେ କାରବାର କ୍ଷେତ୍ରରେ ଅନେକ ପ୍ରସିଦ୍ଧି ପ୍ରାପ୍ତ କରନ୍ତି । ଏମାନେ ନିଜ କାମ କରିବାକୁ ଅଧିକ ପସନ୍ଦ କରନ୍ତି ।

୩ . M ନାମର ଲୋକ :-

ଏହି ନାମର ବ୍ୟକ୍ତି ଅତ୍ୟନ୍ତ ଚତୁର ହୋଇଥାନ୍ତି ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଖୁବ ସାହସୀ ହୋଇଥାନ୍ତି ଏବଂ ନିଜକୁ କାହାଠାରୁ କମ ଭାବନ୍ତି ନାହିଁ । ଏହି ନାମର ବ୍ୟକ୍ତି ନିଜର କାରବାର କରିଥାନ୍ତି ।

୪ . S ନାମର ଲୋକ :-

ଏହି ନାମର ବ୍ୟକ୍ତି ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏମାନେ ଆଗାମୀ ସମୟରେ ନିଜର ବ୍ୟବସାୟ ସ୍ଥାପନ କରିଥାନ୍ତି । ଏମାନେ ଅନ୍ୟ ପାଖରେ ଚାକିରୀ କରିବା ପସନ୍ଦ କରନ୍ତି ନାହିଁ । ଏମାନେ ପୁରା ଜୀବନ ବ୍ୟବସାୟରେ ବିତାଇ ଦିଅନ୍ତି ।

୫ . V ନାମର ବ୍ୟକ୍ତି :-

ଏମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏମାନେ ଖୁବ ଚତୁର ହୋଇଥାନ୍ତି । ଏମାନେ ନିଜର ସବୁ ଲକ୍ଷକୁ ପୁରା କରିବାକୁ ସାମ୍ୟର୍ଥ ରଖିଥାନ୍ତି । ଏମାନେ ଅଧିକାଂଶ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *