ପଇସା ରୋଜଗାର କରିବେ ତ କେବେ କାହାକୁ କହିବେ ନାହିଁ ନିଜର 1 କଥା : ଚାଣକ୍ୟ ନୀତି

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଗୋଟିଏ ନୀତି ଗ୍ରନ୍ଥ ଅଟେ | ଯେଉ ଥିରେ ଜୀବନ କୁ ସୁଖମୟ ଏବଂ ସଫଳ କରିବା ପାଇଁ ଉପଯୋଗୀ ବାର୍ତା ଦିଆଯାଇଛି | ଏହାର ମୂଳ ଲକ୍ଷ୍ୟ ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ଦେବା ଅଟେ | ଚାଣକ୍ୟ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ ଯିଏ ତାଙ୍କ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ୟ ଙ୍କୁ ରାଜଗଦି ରେ ବସେଇଥିଲେ | ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏହିପରି ନୀତି ଗୁଡିକୁ ଯାହା ଆପଣଙ୍କୁ ଜୀବନର କୌଣସି ନା କୌଣସି ସମୟ ରେ କାମ ରେ ଆସିପାରେ |

ବନ୍ଧୁଗଣ ବିଶ୍ୱାସ କରାଯାଏ କି ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା ନୀତି ଦ୍ୱାରା ଚାଲୁଥିବା ମନୁଷ୍ୟ କେବେ କୌଣସି ଅସୁବିଧା ହୋଇନଥାଏ | ଏମିତି ରେ ଆମେ ଆଜି ଆପଣଙ୍କୁ କହିବୁ କି ଧନର ସୁରକ୍ଷା କୁ ନେଇ ଆଚାର୍ଯ୍ୟ ଚାଣକ୍ୟ କେଉଁ କଥା କହିଛନ୍ତି | ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ପ୍ରଭାବଶାଳୀ ଅର୍ଥଶାସ୍ତ୍ରୀ ବୋଲି କୁହାଯାଇଛି, ଯାହାଙ୍କ ନୀତିଗୁଡିକ ମନୁଷ୍ୟ ଜୀବନ କୁ ସୁଗମ କରିବାରେ ସହାୟତା କରିଥାଏ | ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଧର୍ମ,ସଂସ୍କୃତି, ନ୍ୟାୟ, ଅର୍ଥଏବଂ ରାଜନୀତି ଉପରେ ନିଜର ବିଚାର ରଖିଛନ୍ତି | ତାଙ୍କ ନୀତି ଗୁଡିକ ରେ ସବୁ ସମସ୍ୟା ର ସମାଧାନ ମିଳିଥାଏ | ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ପଇସା କୁ ସୁରକ୍ଷିତ ଏବଂ ଉଚିତ ବ୍ୟବହାର ବିଷୟରେ ଅନେକ କଥା କହିଛନ୍ତି ତେବେ କେଉଁ କଥା କହିଛନ୍ତି ଆସନ୍ତୁ ଜାଣିବା ସେହି ବିଷୟରେ |

1. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଧନ ସଂଚୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଯେଉ ମନୁଷ୍ୟ ଖରାପ ସମୟ ପାଇଁ ପଇସା କୁ ବଂଚେଇକି ରଖିଥାଏ ସେ ବୁଦ୍ଧିମାନ ହୋଇଥାଏ | ତାକୁ ସଙ୍କଟ ସମୟରେ ପଇସାର ଅଭାବ ସାମ୍ନା କରିବାକୁ ପଡି ନଥାଏ | ଯେଉଁ ଲୋକ ଭୋଗ ବିଳାସ ରେ ପଇସା ଖର୍ଚ କରିଥାଏ ସେ ଖରାପ. ସମୟରେ ହଇରାଣ ହୁଏ | ବନ୍ଧୁଗଣ ଧନ ତଥା ଲକ୍ଷ୍ମୀ ଙ୍କୁ ଚଞ୍ଚଳ କୁହାଯାଏ, ଏମିତି ଏକ ସମୟ ଆସେ ଯାହା ସଂଚୟ କରାଯାଇଥିବା ଧନ କୁ ନଷ୍ଟ କରିଦିଏ |

2. ବନ୍ଧୁଗଣ ପଇସା ଜୀବନକୁ ସନ୍ତୁଳିତ ବନେଇଥାଏ ସେଥିପାଇଁ ତାହାର ବ୍ୟବହାର ସାଧନା ପରି କରିବା ଉଚିତ | ଆଚାର୍ଯ୍ୟ କହିଛନ୍ତି ଯେଉ ଧନ ପାଇଁ ଧର୍ମ ତ୍ୟାଗ କରିବାକୁ ପଡେ ଶତ୍ରୁ ଙ୍କ ଆଗ ପଛ ରେ ବୁଲିବାକୁ ପଡେ ଏମିତି ଧନ ସହ ଲଗାବ କେବେ ବି ରଖିବା ଉଚିତ ନୁହେଁ |

3. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ମନୁଷ୍ୟ କୁ ସେହିପରି ଜାଗାରେ କଦାପି ରହିବା ଉଚିତ ନୁହେଁ ଯେଉଁଠି ତାହାର ସମ୍ମାନ କରାଯାଏ ନାହିଁ | ଅନାଦର ସହ ବଂଚିବା ମାରିବା ସମ୍ମାନ ହୋଇଥାଏ ଏଥି ସହିତ ଯେଉଁଠି ରୋଜଗାର ଏବଂ ଜୀବିକା ର ସାଧନ ନଥାଏ ସେ ଜାଗା କୁ ତୁରନ୍ତ ଛାଡ଼ିଦେବା ଉଚିତ | ଏତିକି ନୁହେଁ ଯେଉଁଠି ବନ୍ଧୁ, ସମ୍ପର୍କୀୟ ନଥାନ୍ତି ଏବଂ ଶିକ୍ଷା ବ୍ୟବସ୍ଥା ନହୁଏ ସେ ଜାଗା ଛାଡ଼ିଦେବା ଉଚିତ |

4.ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମନୁଷ୍ୟ କୁ ଧନ ରୋଜଗାର କରିବାକୁ ହେଲେ ଲକ୍ଷ ନିଦ୍ଧାରିତ କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ | ଲକ୍ଷ ନଥିଲେ ସଫଳତା ମିଳେ ନାହିଁ ସେଥିପାଇଁ ନିଜ ଯୋଜନା ବିଷୟରେ କାହାକୁ କହିବା ଉଚିତ ନୁହେଁ | ନିଜ କାର୍ଯ୍ୟ କରି ଆଗକୁ ବଢିବା ହିଁ ସଫଳତା ର ପୁଞ୍ଜି ହୋଇଥାଏ |

5.ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଧନ କୁ ବଂଚେଇବାର ସବୁଠୁ ବଡ ଉପାୟ ତାହାକୁ ଖର୍ଚ କରିବା କହିଛନ୍ତି | ଯେଉ ପ୍ରକାରରେ ପୁଷ୍କରିଣୀ ଏବଂ ବାସନ ରେ ରଖିଥିବା ପାଣି ଖରାପ ହୋଇଯାଏ ଠିକ ସେହିପରି ବିନା ଦାନ,ନିବେଶ ଏବଂ ସୁରକ୍ଷା ରେ ଖର୍ଚ ନକଲେ ପଇସା ବଢିନଥାଏ |ମନୁଷ୍ୟ ର 4 ଜିନିଷ ର ଭୋକ କେବେ ମେଣ୍ଟେ ନାହିଁ | ଧନ ଜୀବନ ବାସନା ଏବଂ ଭୋଜନ, ଏହି ଜିନିଷ ପାଇଁ ମନୁଷ୍ୟ ସବୁବେଳେ ଭୋକିଲା ରହିଥାଏ | ଏହି ଜିନିଷ ଯେତେ ମାତ୍ର ରେ ମିଳିଲେ ବି ଲାଲସା କେବେ ଶେଷ ହୁଏ ନାହିଁ | ଜୀବନର ଏହି ଲମ୍ବା ଯାତ୍ରା ରେ କେବେ ବି ଖରାପ ସମୟ ଆସିପାରେ ସେଥିପାଇଁ ଖରାପ ସମୟ ପାଇଁ ଧନ ସଂଚୟ କରି ରଖିବା ଉଚିତ ହୋଇଥାଏ |

6. ବହୁତ ଭଲ ହୋଇ ଜୀବନ ବ୍ୟତୀତ କରାଯାଇପାରେ ନାହିଁ କାରଣ ଭଲଏବଂ ସିଧା ଲୋକ ସବୁବେଳେ ଦବେଇ ଦିଆ ଯାଇଥାଏ | ଜଙ୍ଗଲ ରେ ସର୍ବ ପ୍ରଥମେ ସିଧା ଗଛ କୁ ହିଁ କଟାଯାଇଥାଏ, ତେଣୁ ଏତେ ବି ସରଳ ଏବଂ ନରମ ହୁଅନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *