ଏହି ଲୋକମାନେ ଭୁଲରେ ମଧ୍ୟ ଘରେ ପାଳନ୍ତୁ ନାହିଁ କୁକୁର,ହେବ ବଡ଼ କ୍ଷତି !

ଅନେକ ଲୋକଙ୍କୁ କୁକୁର ରଖିବାର ଏକ ବଡ଼ ସୌକ ରହିଥାଏ | ଆଜିକାଲି, ନୂତନ ପ୍ରଜାତିର କୁକୁରମାନଙ୍କୁ ପାଳିବାର ମଧ୍ୟ ଏକ କ୍ରେଜ ଚାଲିଛି | ବିଶେଷକରି ଯୁବକମାନେ କୁକୁର ଏବଂ ବିଲେଇ ପରି ପଶୁ ପାଳିବାକୁ ବହୁତ ପସନ୍ଦ କରନ୍ତି | ଅନେକ ଲୋକ ସେମାନଙ୍କର କୁକୁରମାନଙ୍କ ସହିତ ଏତେ ସଂଲଗ୍ନ ଅଟନ୍ତି ଯେ ସେମାନେ ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ହିଁ ବ୍ୟବହାର କରନ୍ତି | ଏହିପରି ଗୃହପାଳିତ ପଶୁମାନେ ଅନେକ ଘରକୁ ଆନନ୍ଦ ଏବଂ ସୁଖରେ ପରିପୂର୍ଣ୍ଣ କରନ୍ତି |

କୁକୁରମାନେ ଘରକୁ ସୌନ୍ଦର୍ଯ୍ୟ ଆଣିଥାନ୍ତି , କିନ୍ତୁ କୁକୁରମାନଙ୍କୁ ନିଜ ଜୀବନରେ ରଖିବା କାରଣରୁ କିଛି ଲୋକଙ୍କୁ ନିଜ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ଲୋକଙ୍କୁ କୁକୁର ରଖିବା ଦ୍ୱାରା ଅସୁବିଧା ହୋଇପାରେ | ବିଶ୍ୱାସ ଅନୁଯାୟୀ କୁକୁରମାନେ କେତୁ ଗ୍ରହ ସହିତ ଜଡିତ ହୋଇଥାନ୍ତି | ତେଣୁ, କୁକୁରଙ୍କୁ ନିଜ ରାଶିରେ କେତୁଙ୍କ ସ୍ଥିତି ଦେଖିବା ପରେ ହିଁ ନିଜ ସହ ରଖିବା ଉଚିତ, ନଚେତ୍ ଟଙ୍କା ଏବଂ ଜୀବନ ସହ ଜଡିତ ଅନେକ ସମସ୍ୟା ଆପଣଙ୍କ ଉପରକୁ ଆସିପାରେ |

ଏମିତି ଲୋକ ପଳାନ୍ତୁ ନାହିଁ କୁକୁର :-

ଯଦି କୋୖଣସି ଜନ୍ମଜାତକରେ କେତୁ ଗ୍ରହ ଅଶୁଭ ସ୍ଥିତି କିମ୍ଭା କେତୁ ଲଗ୍ନରେ ଥାନ୍ତି ତେବେ ସେଭଳି. ଲୋକଙ୍କୁ ଲୁକୁର ପାଳିବା ଦ୍ୱାରା ତାଙ୍କର ଅନେକ କ୍ଷତି ହୋଇପାରେ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି କେତୁ ଖରାପ ସ୍ଥିତିରେ ଅଛନ୍ତି ଆଉ ତାପରେ ବି ଆପଣ କୁକୁର ପଳାନ୍ତି, ତେବେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଅସୁବିଧା ଆସିଯିବ | ଏମିତି ଲୋକଙ୍କୁ କୁକୁର ପାଳିବା ଦ୍ୱାରା ଆର୍ଥିକ ଅସୁବିଧା ଏବଂ ଘରେ ଝଗଡା ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ | ଏମିତି ଲୋକଙ୍କୁ କୁକୁର ପାଳିବା ଉଚିତ ନୁହେଁ

ଏମାନଙ୍କ ପାଇଁ ଶୁଭ ଅଟନ୍ତି କୁକୁର :-

ଯଦି ଜାତକରେ କେତୁ ଗ୍ରହ ଭଲ ସ୍ଥିତିରେ ଥାନ୍ତି ତେବେ ଏମିତି ଲୋକଙ୍କ ପାଇଁ କୁକୁର ପାଳିବା ବହୁତ ଶୁଭ ହୋଇଥାଏ | ଯଦି କେତୁ ନିଜ ମିତ୍ର ଗ୍ରହ ସାଥିରେ ଥିବେ ତେବେ ଏହାକୁ ପାଳିବା ବହୁତ ଶୁଭ ବୋଲି ବିବେଚନା କରାଯାଏ | ଏମିତି ଜାତକର ଲୋକମାନଙ୍କୁ କୁକୁର ପାଳିବା ଦ୍ୱାରା ଅନେକ ପ୍ରକାରର ଲାଭ ହୋଇପାରେ | କେତୁଙ୍କ ମିତ୍ର ଗ୍ରହଙ୍କ ସହ ରହିବା ଶରୀରକୁ ସୁସ୍ଥ ରଖିଥାଏ | ଏମିତି ଜାତକ ଵାଲା ଲୋକ ଯଦି କୁକୁରଙ୍କୁ ପଳାନ୍ତି ତେବେ ତାଙ୍କ ଜୀବନରେ ସଫଳତାର ଦ୍ୱାରା ଖୋଲିଯାଏ | ଏବଂ ତାଙ୍କ ଜୀବନ ସୁଖ, ଶାନ୍ତିରେ କଟେ |

କୁକୁରକୁ ଖୁଆନ୍ତୁ ଖାଦ୍ୟ :-

କୁକୁରକୁ ଭୈରବ ଦେବତା ଏବଂ ଶନି ଦେବଙ୍କ ସହ ଯୋଡି ମଧ୍ୟ ଦେଖାଯାଇଥାଏ | ଉଲେଖ ଅନୁଯାୟୀ ଯଦି କୁକୁରକୁ ଖାଦ୍ୟ ଖୁଆଇବା ତେବେ ଭୈରବ ଦେବତା ପ୍ରଶନ ହୁଅନ୍ତି | କୁକୁରକୁ ଖାଦ୍ୟ ଦେବା ଦ୍ୱାରା ଶନି ଦେବଙ୍କ ଦୋଷ ମଧ୍ୟ ଦୂର ହୋଇଥାଏ | ଯେଉଁଲୋକ ଶନି ଏବଂ କେତୁଙ୍କ ଖରାପ ଦଶାରେ ଚିନ୍ତିତ ଅଛନ୍ତି | ସେମାନଙ୍କୁ କୁକୁରମାନଙ୍କୁ ଖାଦ୍ୟ ଖୁଆଇବା ଦରକାର | ଏମିତି କରିବା ଦ୍ୱାରା ଜୀବନରେ ସକାରାତ୍ମକ୍ତା ଆସିଥାଏ | ପ୍ରତିଦିନ ଘରେ ତିଆରି ହୋଇଥିବା ଶେଷ ରୁଟି କୁକୁରକୁ ଦେବା ଉଚିତ |

Leave a Reply

Your email address will not be published. Required fields are marked *