ଶଶୁର ଘରେ ରାଜ୍ କରିବା ପାଇଁ ହିଁ ଜନ୍ମ ନେଇଥାନ୍ତି ଏହି 4 ନାମ ଥିବା ଝିଅ,କଣ ଆପଣଙ୍କ ନାଁ ଅଛି ଏଥିରେ?

ବନ୍ଧୁଗଣ ବିବାହ ପରେ ଯେବେ କୋୖଣସି ଝିଅ ନିଜ ଶଶୁର ଘର ଯାଏ ତ ତାକୁ ଅନେକ ନିୟମ କାନୁନ କୁ ମାନିବାକୁ ହୋଇଥାଏ | ନିଜ ଶଶୁର ଘର ଲୋକଙ୍କ ଅନୁସାରେ ନିଜକୁ କରିବାକୁ ପଡିଥାଏ | ପ୍ରତ୍ୟେକ ଘରର ରହଣି ଚଳଣି ବିଲକୁଲ ଅଲଗା ହୋଇଥାଏ, ଏମିତି ରେ ଯେତେବେଳେ କୌଣସି ଝିଅ ବୋହୁ ହୋଇ ଘରକୁ ଆସିଥାଏ |ତେବେ ତାକୁ ସେହି ଘରର ମାହୋଲ ପରି ନିଜକୁ ଗଢିବାକୁ ପଡିଥାଏ, ଯଦିଓ ସବୁ ଝିଅ ଏହିପରି ନୁହନ୍ତି ବରଂ କିଛି ଝିଅ ଏତେ ବୁଦ୍ଧିମାନ ହୋଇଥାନ୍ତି କି | ନିଜ ଶଶୁର ଯିବା ମାତ୍ରେ ହିଁ ସମସ୍ତଙ୍କ ଚାଲି ଚଳଣି ହିଁ ବଦଳେଇ ଦିଅନ୍ତି | ଏବଂ ନିଜର ନୀତି ଚାଳାନ୍ତି ଏବଂ ରାଜ କରନ୍ତି,ବନ୍ଧୁଗଣ ଶଶୁର ଘର ଯାଇକି ସବୁକିଛି ନିଜ ମୁଠି କରିବା ମଧ୍ୟ ଗୋଟିଏ କଳା ହୋଇଥାଏ |

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି 4 ଝିଅଙ୍କ ବିଷୟରେ କହିବୁ ଯିଏ କି ନିଜ ଶଶୁର ଘରେ ରାଜ କରିବା ପାଇଁ ହିଁ ଜନ୍ମ ନିଅନ୍ତି |ବନ୍ଧୁଗଣ ଝିଅ ମାନଙ୍କ ମଧ୍ୟରେ ଏମିତି କିଛି ଖାସ କଥା ରହିଥାଏ,ଯେଉ କାରଣରୁ ଶଶୁର ଘରେ କେବଳ ସେମାନଙ୍କର ହିଁ ଚାଲିଥାଏ | ତେବେ ଆସନ୍ତୁ ଜାଣିବା ସେହି ଖାସ ନାମ ଥିବା ଝିଅ ମାନଙ୍କ ବିଷୟରେ..

1. A ନାମର ଝିଅ – ଆଜ୍ଞା ହଁ! A ନାମର ଝିଅ ବହୁତ ଚାଲାକ ହୋଇଥାନ୍ତି | ଏମାନେ ଅନ୍ୟ ଲୋକର ହୃଦୟ କିମ୍ଵା ସେମାନଙ୍କ ଠୁ ନିଜ କାମ ହାସଲ କରିବା ବହୁତ ଭଲ ରେ ଜାଣନ୍ତି | ସେମାନେ ଯେବେ ନିଜ ଶଶୁର ଘର ଜାନ୍ତି ତ ନିଜ ମିଠା ମିଠା କଥା ରେ ସମସ୍ତଙ୍କୁ ନିଜର କରିଦିଅନ୍ତି | ଏହା ପରେ ସମସ୍ତେ ତାଙ୍କୁ ସମର୍ଥନ କରିଥାନ୍ତି ଆଉ କେହି ବି ତାଙ୍କ ବିପକ୍ଷ ରେ ଜାନ୍ତି ନାହିଁ | ବନ୍ଧୁଗଣ ତାଙ୍କର ଏହି କଳା ତାଙ୍କ ଶଶୁର ଘରେ ତାଙ୍କୁ ସମସ୍ତଙ୍କର ଫେବରେଟ ବନେଇ ଦିଏ | ଏବଂ ସେ ଆରାମ ରେ ସେଇଠି ରାଜ କରନ୍ତି..

2.H ନାମର ଝିଅ – H ନାମର ଝିଅ ମଧ୍ୟ ବହୁତ ଦକ୍ଷତାଶାଳି ହୋଇଥାନ୍ତି |ସେମାନେ ନିଜ ଦକ୍ଷତା ବଳରେ ଶଶୁର ଘର ଲୋକ ଙ୍କୁ ପ୍ରଭାବିତ କରନ୍ତି ଏହାକୁ ଶଶୁର ଘର ଲୋକେ ଅଣଦେଖା କରିପାରନ୍ତି ନାହିଁ | ଏହା ଦ୍ୱାରା ଶଶୁର ଘରେ ତାଙ୍କର ନାଁ ହୋଇଯାଏ, ଏହା ଦ୍ୱାରା ଶଶୁର ଘର ଲୋକ ଗର୍ବ ଅନୁଭବ କରନ୍ତି | ଏହି କାରଣରୁ ନିଜ ଶଶୁର ଘରେ H ନାମର ଝିଅ ସମ୍ମାନ ସହ ରାଜ କରନ୍ତି..

3.M ନାମର ଝିଅ – M ନାମର ଝିଅ ମଧ୍ୟ ଅନ୍ୟଙ୍କର ପ୍ରଭାବିତ କରିବା ର କଳା ବହୁତ ଭାଲ ଭବରେ ଜାଣନ୍ତି | ସେମାନେ ତାଙ୍କ କଥାରେ ସମସ୍ତଙ୍କୁ ନିଜର କରିଦିଅନ୍ତି, ସେଥିପାଇଁ ସେମିତି ଶଶୁର ଘରେ ନିଜକୁ ପରିବର୍ତନ କରନ୍ତି ନାହିଁ | ସେମାନଙ୍କୁ ପରିବର୍ତ୍ତନ ବହୁତ ଭଲ ଲାଗିଥାଏ ତେଣୁ ସେ ତାଙ୍କ କଥା ରେ ଶଶୁର ଘରେ ବହୁତ ପରିବର୍ତ୍ତନ ଆଣନ୍ତି | ସେଥିପାଇଁ ସେ ଶଶୁର ଘରେ ରାଜ କରନ୍ତି..

4. S ନାମର ଝିଅ – S ନାମ ର ଝିଅ ମଧ୍ୟ ଅଲଗା ପ୍ରକାରର ହୋଇଥାନ୍ତି ତାଙ୍କୁ କ୍ରୋଧ ବହୁତ ଶୀଘ୍ର ଆସିଯାଏ | ସେମାନେ ଶଶୁର ଘରେ ସମସ୍ତଙ୍କ ସହ ମିଶି କୁସି ରହିଥାନ୍ତି | ନିଜ ହକ୍ ପାଇଁ ସମସ୍ତଙ୍କ ସହ ଲଢ଼ିପାରନ୍ତି କେବେ ଭୁଲ କରିବାକୁ ଦିଆନ୍ତି ନାହିଁ |ସେମାନେ ନିଜ ଶଶୁର ଘରେ ରାଣୀ ପରି ରହିଥାନ୍ତି..

Leave a Reply

Your email address will not be published. Required fields are marked *