ଏହି ଭଳି ରୁଟି ଭୁଲରେ ବି ଖାନ୍ତୁ ନାହିଁ, ନଚେତ ଆପଣଙ୍କ ପରିବାର ସହ ହୋଇପାରେ ବହୁତ କିଛି…

ବନ୍ଧୁଗଣ ଏହି ଭଳି ରୁଟି କେବେ ବି ଖାନ୍ତୁ ନାହିଁ କାରଣ ଏହି ରୁଟି ଆପଣଙ୍କ ପାଇଁ ଜୀବନ ନେବା ଵାଲା ରୁଟି ହୋଇପାରେ | ଏହି ଭଳି ରୁଟି ଖାଇଲେ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇପାରେ | ବନ୍ଧୁଗଣ ଏମିତି କୁହାଯାଏ ଯେ ଘରେ ତିଆରି ହେଉଥିବା ରୁଟି ଭଳି ରୁଟି ବାହାରେ କେଉଁଠାରେ ମଧ୍ୟ ମିଳିପାରିବ ନାହିଁ | ବନ୍ଧୁଗଣ ଏହି କଥାରେ ମଧ୍ୟ ଜମା ବି ସନ୍ଦେହ ନାହିଁ ଯେ ଘରର ଖାଦ୍ୟ ବାହାର ଖାଦ୍ୟ ଠାରୁ ବହୁତ ଗୁଣରେ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ | ଏବେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ | କିନ୍ତୁ କିଛି ଲୋକ ବର୍ତ୍ତମାନ ସମୟରେ ଘରର ଖାଦ୍ୟ ଛାଡି ବାହାରେ ମିଳୁଥିବା ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି |

ଏବେ ସେମାନେ ବାହାର ଖାଦ୍ୟ ଖାଉଛନ୍ତି ମଧ୍ୟ | ବନ୍ଧୁଗଣ ଏହି କଥାତ ରହିଲା ସ୍ୱାଦିଷ୍ଟ ଖାଦ୍ୟର କିନ୍ତୁ ଆମେ ଆଜି ଆପଣଙ୍କୁ ରୁଟି ବିଷୟରେ କହିବୁ | ହଁ ଆଜ୍ଞା ଯଦି ଆପଣ ମଧ୍ୟ ଏହିଭଳି ରୁଟି ଖାଉଛନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ | ଏମିତି ଦେଖା ଯାଉଥିବା ରୁଟି ଏବଂ ଏହି ସଂଖ୍ୟାର ରୁଟି ଖାଇବା ଆପଣଙ୍କ ପାଇଁ ଭରି ହୋଇପାରେ | ଏବଂ ଏହି ସଂଖ୍ୟାର ରୁଟି ଖାଇବା ଦ୍ୱାରା ଆପଣଙ୍କର ଅନେକ କ୍ଷତି ମଧ୍ୟ ହୋଇପାରେ | ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି ରୁଟି ବିଷୟରେ |

1- ଖାଇବା ଥାଳିରେ କେବେ ବି 3ଟି ରୁଟି ପରସିବେ ନାହିଁ |

ଆପଣ ପ୍ରାୟତଃ ଏହା ଦେଖିଥିବେ ଯେ କେହି କେହି ଏକା ବେଳେ ନିଜ ଥାଳିରେ 3ଟି ରୁଟି ନେଇଯାଆନ୍ତି | ତେବେ କଣ ଆପଣ ମନେ ଜାଣିଛନ୍ତି ଥାଳିରେ ଏକା ସାଙ୍ଗରେ 3ଟି ରୁଟି ରଖିବା ଅଶୁଭ ବୋଲି ମାନଯାଇ ଥାଏ | ଏହା ପୂର୍ବରୁ ଉଲେଖ ହୋଇଛି କି କେବେ ବି କାହାରି ଥାଳିରେ ଏକା ସମୟରେ 3ଟି ରଖିବା ଉଚିତ ନୁହେଁ | କିନ୍ତୁ ଯଦି କାହାକୁ 3ଟି ରୁଟି ଖାଇବାର ଇଛା ଥାଏ ତେବେ ଆପଣ ତୃତୀୟ ରୁଟିକୁ 2ଖଣ୍ଡ କରି ତାଙ୍କୁ ଦେଇପାରିବେ |

ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବେ ଏହା ଭାବୁଛନ୍ତି ନା କି କଣ ପାଇଁ ଏମିତି 3ଟି ଏକା ସାଙ୍ଗରେ ଖାଇବା ଅଶୁଭ ହୋଇଥାଏ ତେବେ ବନ୍ଧୁଗଣ ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ବିସ୍ତାର ଭାବେ ବର୍ଣନା କରି କହିବୁ |

ବନ୍ଧୁଗଣ ହିନ୍ଧୁ ଧର୍ମରେ 3 ସଂଖ୍ୟାକୁ ବହୁତ ଅଶୁଭ ବୋଲି ବିବେଚନା କରାଯାଏ | ଏହି କାରଣରୁ ଯେବେ ବି କୋୖଣସି ଶୁଭ କାର୍ଯ୍ୟ କରାଯାଏ କିମ୍ଭା କୋୖଣସି ଶୁଭ କାମ ହେଉଥାଏ ଏହି ସଂଖ୍ୟାର ବିଶେଷ ଧ୍ୟାନ ଦିଆଯାଇଥାଏ | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ କୋୖଣସି ବି ଧାର୍ମିକ କାର୍ଯ୍ୟରେ ଏକା ସହ 3 ଟି ଜିନଷ କୁ ଏକାଠି କରାଯାଏ ନାହିଁ |ଏଠି ପାଇଁ ଖାଇବା ଖାଇଲା ବେଳେ ଏବଂ ଖାଇବା ପରାଶିବା ସମୟରେ ମଧ୍ୟ ଏହି କଥାର ଧ୍ୟାନ ରଖିବା ନିହାନ୍ତି ଜରୁରୀ ହୋଇଥାଏ |

ଆମେ ଆପଣଙ୍କୁ କହିରଖୁଛୁ ଯେ ଘରର ମହିଳା ମାନଙ୍କୁ ପ୍ରଥମତଃ ଏହା ମାନେ ରଖିବା ଉଚିତ ଯେ ଛୋଟ ହୁଅନ୍ତୁ କିମ୍ବା ବଡ଼ କାହାରିକୁ ବି କେବେ ବି ଏକା ସହ 3ଟି ରୁଟି ପରଷିବା ଉଚିତ ନୁହେଁ | କାରଣ 3ଟି ରୁଟି ସେତେବଳେ ପରଷା ଯାଇଥାଏ ଯେତେବଳେ କୌଣସି ମଣିଷଙ୍କର ମୃତ୍ୟୁ ହୋଇଯାଇଥାଏ | ଯଦି ଆପଣଙ୍କୁ 3ଟି ରୁଟି ଖାଇବାର ଅଛି ତେବେ ଆପଣ ଗୋଟେ ଗୋଟେ କରି ଅଣି ଖାଇପାରିବେ ହେଲ କେବେ ବି ଏକା ସହ 3ଟି ରୁଟି ଅଣି ଖାଇବେ ନାହିଁ |

ଏବଂ ଏହା ସହ 3ଟି ରୁଟି ନା ଖାଇବାର କେବଳ ଧାର୍ମିକ ନୁହେଁ ବରଂ 3ଟି ରୁଟିକୁ ନେଇ ବୈଜ୍ଞାନିକ କାରଣ ମଧ୍ୟ ଅଛି | ଯଦି ଆମେ ଖାସ ବିଶେଷତାକୁ ମାନିବା ତେବେ ଆମକୁ ଖାଦ୍ୟରେ 2ଟି ରୁଟି, ଗୋଟେ କପ ଡାଲି, ଅଳ୍ପ ଭାତ, ଏବଂ ଅଳ୍ପ ଶାଖା ଖାଇବା ଅନିର୍ଭଯ୍ୟ ହୋଇଥାଏ | ଏବଂ ଏହି ଖାଦ୍ୟ ହିଁ ଜଣେ ବ୍ୟକ୍ତିଙ୍କ ପାଇଁ ସନ୍ତୁଳିତ ଖାଦ୍ୟ ହୋଇଥାଏ |

ଏହି ଭଳି ଖାଇବା ଖାଇଲେ ଆମକୁ ବହୁତ ଭଲ ଉର୍ଜା ପ୍ରାପ୍ତ ହୋଇଥଏ ଏବଂ ଏହା ସହ ଏହି ଖାଦ୍ୟ ବ୍ୟତୀତ ଆମେ ଅନ୍ୟ ଯେଉଁ ବି ଖାଦ୍ୟ ଖାଉ ସେଥିରୁ ମଧ୍ୟ ଆମକୁ ଭଲ ପୋଷକ ତତ୍ୟୋ ପ୍ରାପ୍ତ ହୋଇଥାଏ | ତେବେ ବନ୍ଧୁଗଣ ଯଦି ଆପଣ ଏହା ଠାରୁ ବେଶୀ ମାତ୍ରାର ଖାଦ୍ୟ ଖାନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇନଥଏ | ଏବେ ଏମିତି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିନଥାଏ |

ଏବଂ ବନ୍ଧୁଗଣ ବହୁତ ସମୟ ଧରି ରଖାଯାଇଥିବା ରୁଟି ଜମା ବି ଖାଇବା ଉଚିତ ନୁହେଁ | କାରଣ ଲମ୍ଭା ସମୟରୁ ରଖା ଯାଇଥିବା ରୁଟିକୁ ଖାଇବା ଦ୍ୱରା ତାହା ଆମ ଶରୀର ଆମ ମାତିଷ୍କ ପାଇଁ ଜମା ବି ଭଲ ହୋଇନଥାଏ | ଏବଂ ଯାହା ସୂଚନା ମିଳିଛି ବାସି ରୁଟି ଖାଇ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି | ଏବଂ ଯଦି ଆପଣ ଏହି ଭଳି ରୁଟି ଖାଉଛନ୍ତି ତେବେ ଏହାକୁ ପ୍ରଥମେ ଭଲରେ ଦେଖିଦିଅନ୍ତୁ |

ଯଦି ସେହି ରୁଟି ବେଶୀ ମାତ୍ରାରେ ଖରାପ ହୋଇଯାଇଥାଏ | ତେବେ ଏହାକୁ ନ ଖାଇ ଏହାକୁ ଫିଙ୍କି ଦିଅନ୍ତୁ | ନଚେତ ଏହି ଭଳି ରୁଟି ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ | ଏବଂ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ | ସବୁବେଳେ ଧ୍ୟାନ ଦେବେ କି ଆମେ ବାସି ରୁଟି ଖାଇତ ପରିବା କିନ୍ତୁ ସେହି ରୁଟି କୁ ଭଲରେ ଦେଖି ଖାଇବା ଉଚିତ |

Leave a Reply

Your email address will not be published. Required fields are marked *