ନିଜ ପକେଟରେ ରଖିଦିଅନ୍ତୁ ମାତ୍ର ଏହି 2ଟି ଜିନିଷ, ଏବଂ କରନ୍ତୁ ପୁରା ଦୁନିଆ ଉପରେ ରାଜ |

ବନ୍ଧୁଗଣ ଏ ପୁରା ଦୁନିଆରେ କେହିବି ଏମିତି ବ୍ୟକ୍ତି ନଥିବେ ଯିଏ ଧନର ଇଛା ରଖୁନଥିବ | ସମସ୍ତେ ଏହି ଇଛା ରଖିଥାନ୍ତି କି ତାଙ୍କ ପାଖରେ ଏତେ ଧନ ହେଉ କି ସେ ତାଙ୍କର ସବୁ ଇଛା ପୁରା କରିପାରିବେ | କି ବହୁତ ସାରା ନହେଲେ ବି ଏତିକି ଦରକାର ଯେତିକି ରେ ସେ ତାଙ୍କର ଜୀବନ ଅତିବାହିତ କରି ପାରିବେ | ଧନ ରୋଜଗାର କରିବାକୁ ଅନେକ ଲୋକ ଠିକ ରାସ୍ତା ବାଛିଥାନ୍ତି ସେମାନେ କଠିନ ପରିଶ୍ରମ ମଧ୍ୟ୍ୟ କରିଥାନ୍ତି କିନ୍ତୁ ଆଉ କିଛି ଲୋକ ଛଳ କପଟ କରି ପଇସା ରୋଜଗାର କରିଥାନ୍ତି |

ଅନ୍ୟପକ୍ଷ ରେ କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କ ପାଖରେ ପଇସା ଅଧିକ ଦିନ ରହିନଥାଏ | ଏହି ପରି ପରିସ୍ଥିତିରେ ଅନେକ ଲୋକ ଏହା ମଧ୍ୟ କହିଥାନ୍ତି ତାଙ୍କ ପାଖ କୁ ପଇସା ତ ଆସୁଛି କିନ୍ତୁ ଅଧିକ ରହୁନାହିଁ | ଏହିପରି ସମସ୍ୟା ର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ନେଇ ଆସିଚୁ | ଏହିପରି କିଛି ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ସଦା ସର୍ବଦା ପଇସା ଭରି ହେଇ ରହିବ ଆଉ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ ତେବେ ଚାଲନ୍ତୁ ଜାଣିବା |

1. ତେବେ ବନ୍ଧୁଗଣ ଧନର ଦେବି ମାତା ଲକ୍ଷ୍ମୀଙ୍କ ଫୋଟୋ ଶୁକ୍ର ବାର ଦିନ ପୂଜା ପାଠ କରି ସାରି ଆପଣଙ୍କ ପର୍ସ ମଧ୍ୟ ରେ ରଖନ୍ତୁ | ଧ୍ୟାନ ରଖନ୍ତୁ ମା ଙ୍କର ବସିଥିବା ଫୋଟୋ ହିଁ ବହୁତ ଲାଭକାରି ହୋଇଥାଏ | ତେବେ ଆପଣ ଏହି ଦିନ ମାତା ଲକ୍ଷ୍ମୀଙ୍କ ଫୋଟୋ କୁ ପର୍ସ ରେ ରଖିବା ଦ୍ୱାରା ଏହା ଆପଣଙ୍କ ଧନ କୁ ବୃଦ୍ଧି କରି ଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ଆପଣଙ୍କ ଉପରେ ରହିଥାଏ |

2.ଶାସ୍ତ୍ରରେ ଓସ୍ତ ପତ୍ର ଏବଂ ତୁଳସୀ ପତ୍ର କୁ ବହୁତ ଆଧ୍ୟାତ୍ମିକ ବୋଲି ବିଶ୍ୱାସ କରାଯାଏ | ହିନ୍ଦୁ ଧର୍ମ ରେ ଏହାର ମାନ୍ୟତା ପୂରାଣ ସମୟରୁ ରହିଆସିଛି | ତେବେ ଏହି ପତ୍ର ଆପଣ ନିଜ ପର୍ସ ରେ ରଖିବା ଦ୍ୱାରା ସମସ୍ତ ରାହୁ, କେତୁ ଆପଣଙ୍କର ଶାନ୍ତ ହୋଇଥାନ୍ତି | ଏବଂ ଆପଣଙ୍କ ଶୁକ୍ର ଗ୍ରହ ପ୍ରସନ୍ନ ହୋଇଥାନ୍ତି, ତେବେ ଏହା କରିବା ଦ୍ୱାରା ଆପଣଙ୍କ ପର୍ସ ରୁ କେବେ ଟଙ୍କା ସାରି ନଥାଏ |

3. ଏହା ବିଶେଷ ଭାବରେ ଏକା ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ଶୁକ୍ର ଶାନ୍ତ ହୋଇଥାନ୍ତି | ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଡାକ ଶୁଣିଥାନ୍ତି | ତେବେ ବନ୍ଧୁଗଣ ନାଲି ରଙ୍ଗର ଏକ ସାଧା କାଗଜ ନିଅନ୍ତୁ ସେଥିରେ ନିଜ ମନର କଥାକୁ ଲେଖି ଏକ ରେଶମୀ ସୂତା ରେ ବାନ୍ଧି ଦିଅନ୍ତୁ | ଏହା ପରେ ଏହାକୁ ନିଜ ପର୍ସ ମଧ୍ୟରେ ମାତା ଲକ୍ଷ୍ମୀଙ୍କୁ ସୁମରଣ କରି ଶୁକ୍ରବାର ଦିନ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ପ୍ରାଥନା ଖୁବ ଶୀଘ୍ର ଶୁଣିଥାନ୍ତି |

4.ତେବେ ବନ୍ଧୁଗଣ ଚାଉଳକୁ ଆମେ ମାତା ଲକ୍ଷ୍ମୀ ବୋଲି ବିଶ୍ୱାସ କରିଥାଉ | ସନାତନ ଧର୍ମ ର ଲୋକ ଏହା ବିଶ୍ୱାସ କରିଥାନ୍ତି ଯେ ଅନ୍ନ ରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ତେବେ ଆପଣ ଚାଉଳରୁ କିଛି ଚାଉଳ ନେଇ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା ପାଠ କରି ଏହାକୁ ନିଜ ପର୍ସ ରେ ରଖନ୍ତୁ ଏହା ବହୁତ ଫାଇଦା ଦେଇଥାଏ | ଆପଣଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ |

5.ବନ୍ଧୁଗଣ ଆପଣ ପର୍ସ ରେ କିଛି କାଚ ଖଣ୍ଡ କିମ୍ବା ଛୋଟ ଛୁରୀ ରଖିପାରିବେ | ଏହାର କାରଣ ଏହି ଜିନିଷ ରଖିବା ଦ୍ୱାରା ଆପଣଙ୍କ ଶନି ଦେବ ଶାନ୍ତ ହୋଇଥାନ୍ତି | ଏବଂ ଶନିଦେବ ଶାନ୍ତ ହେବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ |ତେବେ ବନ୍ଧୁଗଣ ଆପଣ ଶୁକ୍ରବାର ଦିନ ଆପଣଙ୍କ ପର୍ସ ରେ କଉଡ଼ି କିମ୍ବା ଗୋମତି ଚକ୍ର ରଖିପାରିବେ | ଏଥିରେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି |

6.ଯଦି ଆପଣ ଆପଣଙ୍କ ପର୍ସ ରେ ରୂପ ମୁଦ୍ରା ଅବା ସୁନା ମୁଦ୍ରା ରଖୁଛନ୍ତି ତେବେ ମଧ୍ୟ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି | କିନ୍ତୁ ବନ୍ଧୁଗଣ ଏହାକୁ ମାତା ଲକ୍ଷ୍ମୀ ଙ୍କ ଚରଣ ରେ ରଖୀ ପୂଜା କରିସାରିବା ପରେ ହିଁ ପର୍ସ ରେ ରଖନ୍ତୁ ବହୁତ ଲାଭ ମିଳିଥାଏ |

7. ରୁଦ୍ରକ୍ଷ୍ୟ ଆପଣଙ୍କ ଜୀବନରେ ଧନକୁ ଆକର୍ଷଣ କରିଥାଏ | ତେବେ ଆପଣ ଆପଣଙ୍କ ପର୍ସ ରେ ରୁଦ୍ରକ୍ଷ ମଧ୍ୟ ରଖିପାରିବେ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ପର୍ସ ଟଙ୍କା ରେ ଭରିଦେଇଥାନ୍ତି |

8. ମନେ ରଖନ୍ତୁ ବନ୍ଧୁଗଣ ମାତାପିତାଙ୍କ ଠାରୁ ଆଶୀର୍ବାଦ ରେ ମିଳିଥିବା ଟଙ୍କା କୁ ପର୍ସ ରେ ରଖନ୍ତୁ | ଏହାକୁ ଆପଣ ହଳଦି ଏବଂ କେଶର ତିଳକ ଲଗେଇକି ନିଜ ପର୍ସ ରେ ରଖିପାରିବେ | ଏଥିରେ ଅନେକ ଧନ ପ୍ରାପ୍ତି ହୋଇଥାଏ କେବେ ବି ଧନର ଅଭାବ ହୋଇନଥାଏ |

9. ପର୍ସ ରେ କେବେ ବି ନୋଟ କୁ ମୋଡିକି ରଖନୀ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି | ସଦା ସର୍ବଦା ସଠିକ ଢଙ୍ଗରେ ପଇସା କୁ ପର୍ସ ରେ ରଖିବା ଉଚିତ |

Leave a Reply

Your email address will not be published. Required fields are marked *