ଘରର ପ୍ରବେଶ ଦ୍ୱାରା ସାମ୍ନାରେ ରଖନ୍ତୁ ନାହିଁ ଏହି ଜିନିଷ | ଏହି ସବୁ ହୋଇଥାଏ ଗରିବ ହେବାର ମୁଖ୍ୟ କାରଣ |

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୁଖ୍ୟ ଦ୍ୱାରା ଆମ ଘର ପାଇଁ ସବୁଠାରୁ ମହତ୍ୱପୁର୍ଣ ହୋଇଥାଏ | ଘରେ ରହୁଥିବା ଲୋକଙ୍କ ସୁଖ ସମୃଦ୍ଧିର ସ୍ଥିତି ମଧ୍ୟ ମହତ୍ୱ ନିଭାଇଥାଏ | ଯଦି ଘରର ମୁଖ୍ୟ ଦ୍ୱାରା ଭୁଲ ଦିଗ କିମ୍ଭା ଭୁଲ ଜାଗାରେ ଥାଏ | ତେବେ ଗ୍ରହସ୍ୱାମୀ ଏବଂ ଘରର ସଦସ୍ୟଙ୍କୁ କିଛି ଅସୁବିଧାର ସମୁଖୀନ ହେବାକୁ ପଡିଥାଏ | ଏହିଭଳି ଅବସ୍ଥାରେ ଏହା ଜାଣିନେବା ଆବଶ୍ୟକ ହୋଇଥାଏ ଯେ ଘରର ମୁଖ୍ୟ ଦ୍ୱାରା ଏବଂ ଅନନ୍ୟ ଦ୍ୱରା ବିଷୟରେ ବିସ୍ତାର ଭାବେ ଜାଣିନେବା |

ଯଦି ଘରର ମୁଖ୍ୟ ଦ୍ୱାରା କୁ ଠିକ ଭାବରେ କରାଯାଇଥାଏ ତେବେ ସେହି ଘରର ସ୍ୱାମୀଙ୍କ ସବୁ କାର୍ଯ୍ୟ ସଫଳତା ଆଣିଥାଏ | ଏହାର ବିପରୀତ ଯଦି ପ୍ରବେଶ ଦ୍ୱାରା ଭୁଲ ଜାଗାରେ ଥାଏ ତେବେ ସେହି ଘରର ସ୍ୱାମୀଙ୍କୁ କୋୖଣସି ବି କାମରେ ସଫଳତା ମିଳିନଥାଏ | ଏହି ଭଳି ପାରସ୍ଥିତିରେ ଘର ନିର୍ମାଣ କରିବା ଆଗରୁ ଘରର ମୁଖ୍ୟଦ୍ଵାରା ବିଷୟରେ ସମ୍ପୂର୍ଣ ବିବରଣୀ ଜାଣିନେବା ଆବଶ୍ୟକ ଅଟେ | ତେବେ ଚାଲନ୍ତୁ ଜାଣିନେବା ମୁଖ୍ୟଦ୍ଵାରା ସହ ଜଡିତ ମହତ୍ୱ ବାସ୍ତୁଦୋଷ ବିଷୟରେ |

ପ୍ରଥମ କଥା ଘରର ସବୁ ଦ୍ୱାରା ଅପେକ୍ଷା ଘରର ମୁଖ୍ୟ ଦ୍ୱାରା ବଡ଼ ହେବା ଉଚିତ | ମୁଖ୍ୟ ଦ୍ୱାରା ସବୁବେଳେ ଦୁଇ ଫାଳ ହେବା ଆବଶ୍ୟକ ଅଟେ |

ଦ୍ୱିତୀୟ କଥା ଘରର ମୁଖ୍ୟଦ୍ୱାର ସୁନ୍ଦର ଏବଂ ମଜବୁତ ହେବା ଦରକାର | କିନ୍ତୁ ଅଧିକ କଳାକୃତି କରି ଘରର ମୁଖ୍ୟଦ୍ୱରା ବନାନ୍ତୁ ନାହିଁ କାରଣ ଘରର ମୁଖ୍ୟ ଦ୍ୱାରା ଖୋଲିଲା ବେଳେ ମନେ ରଖିବେ ଯେମିତି ସେହି ଦ୍ୱାରାରୁ ଶବ୍ଦ ନ ଆସିବ ଉଚିତ |

ତୃତୀୟ କଥା କାଠର ମୁଖ୍ୟ କବାଟ ହିଁ ସବୁଠାରୁ ବେଶୀ ପ୍ରଭାବଶାଳୀ ହୋଇଥାଏ | କିନ୍ତୁ ଯଦି ଆପଣ ଚାହିଁବେ ତେବେ ଆପଣ କାଠର କବାଟରେ ଲୁହା କିମ୍ଭା କାଚର ବ୍ୟବହାର କରିପାରିବେ | କିନ୍ତୁ ମନେ ରଖିବେ ସମ୍ପୂର୍ଣ କବାଟ ଯେମିତି କାଚ କିମ୍ଭା ଅନ୍ୟ ଧାତୁର ହେବା ଉଚିତ ନୁହେଁ |

ଚତୁର୍ଥ କଥା ଆଜି କାଲି ଘରର ମୁଖ୍ୟଦ୍ୱାରାରେ ଏରୁଣ୍ଡି ବନ୍ଦ ରଖାଯାଉନାହିଁ | ଯାହାକି ଆପଣଙ୍କ ଘର ପାଇଁ ଜମା ବି ଶୁଭ ହୋଇନଥାଏ | ତେଣୁ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚିତ ଭାବେ ଏରୁଣ୍ଡି ବନ୍ଦ କରିବା ଉଚିତ ହୋଇଥାଏ | ଏହି ସେହି ଏରୁଣ୍ଡି ବନ୍ଦର ଉଚତା 2ରୁ 5 ଇଞ୍ଚ ହେବା ଉଚିତ |

ପଞ୍ଚମ କଥା ଆଜି କାଲି ଲୋକମାନେ ଘରର ମୁଖ୍ୟ ଦ୍ୱାରରେ ସୁନ୍ଦର ଦେଖା ଯିବା ପାଇଁ ଅନେକ ପ୍ରକାରର ଆକୃତି ସେହିଠାରେ ଲଗାଇ ରଖନ୍ତି ଯାହା ସମ୍ପୂର୍ଣ ଭାବେ ଭୁଲ ହୋଇଥାଏ | ଯଦି ପ୍ରବେଶ ଦ୍ୱାରାରେ ଆକୃତି ଲଗେବାର ଅଛି ତେବେ ସେହି ଆକୃତି କେବଳ ଆୟତକାରର ହେବା ଉଚିତ |

ଷଷ୍ଠ କଥା ଘରର ମୁଖ୍ୟ ଦ୍ୱାରା ସମ୍ପୂର୍ଣ ଭାବେ ବନ୍ଦ ହେବା ଉଚିତ | ସେଥିରେ କୋୖଣସି ପ୍ରକାରର ଛେଦ କିମ୍ଭା ଫାଟ ରହିବା ଉଚିତ ନୁହେଁ |

ସପ୍ତମ କଥା ଘରର ମୁଖ୍ୟ ଦ୍ୱାରାରେ ଯୌଣସି ପ୍ରକାରର ବି ମଙ୍ଗଳିକ ଚି଼ହ୍ନ ଲଗେଇବା ଉଚିତ | ଯାହା କି ସୁଖ, ସମୃଦ୍ଧିର ସୂଚକ ଅଟେ | ଏପରି ଅନେକ ଲୋକ ଥାନ୍ତି ଯେଉଁମାନେ ମୁଖ୍ୟଦ୍ୱାରାରେ ଗଣେଶଙ୍କ ଫୋଟ ଲଗେଇଦିଅନ୍ତି କିନ୍ତୁ ବନ୍ଧୁଗଣ ଏମିତି କରିବା ଜମା ବି ଉଚିତ ନୁହେଁ |

ଅଷ୍ଟମ କଥା ଘରର ମୁଖ୍ୟ ଦ୍ୱାରା ସାମ୍ନାରେ କୋୖଣସି ପ୍ରକାରର ଗଛ କିମ୍ବା କୋୖଣସି ପ୍ରକାର ଖୁଣ୍ଟି, କିମ୍ଭା କୋୖଣସି ମନ୍ଦିର, ସ୍ତମ୍ଭ ଇତ୍ୟାଦି ରଖନ୍ତୁ ନାହିଁ |

ନବମ କଥା ଘରର ମୁଖ୍ୟ ଦ୍ୱରାର ଲମ୍ବ, ଚଉଡା ସମାନ ହେବା ଜରୁରୀ |

ଦଶମ କଥା ଘରକୁ ଆସିଥିବା ଅତିଥି ମାନଙ୍କର ଜୋତା,ଚାପଲ୍, ଇତ୍ୟାଦି ସବୁ ଘରର ବାହାର ପଟରେ ରଖିବା ଉଚିତ | ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଘରର ପ୍ରବେଶ ଦ୍ୱାରା ଭିତରକୁ ଗୋଟ କୋଣରେ ଏହି ସବୁ କୁ ରଖନ୍ତୁ |

Leave a Reply

Your email address will not be published. Required fields are marked *