100 ଟଙ୍କିଆ ନୋଟ ରେ ଲେଖିଦିଅନ୍ତୁ ଏହି ଶବ୍ଦ,ଏତେ ପଇସା ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ ଗାଡି ବଙ୍ଗଳା..

ଅନେକ ସମୟରେ ଧନ ର ସମସ୍ୟା ଅଧିକ ହଇରାଣ କରିଥାଏ, ଲୋକ ସମାନ ପରିମାଣ ରେ କଷ୍ଟ ତ କରିଥାନ୍ତି କିନ୍ତୁ କିଛି ଲୋକ ଅଧିକ ସଫଳ ହୋଇଯାନ୍ତି ଆଉ କିଛି ତଳି ତଳାନ୍ତ ହୋଇଯାନ୍ତି |

ପ୍ରକୃତରେ କାହିଁକି ଏମିତି ହେବାର କାରଣ କଣ ଅନେକ ସମୟ ରେ ବୁଝା ପଡ଼ିନଥାଏ | ଅନେକ ଥର ଜୀବନ ଦୁଃଖ ରେ ଘେରି ଯାଏ ଆଉ କେତେବେଳେ ପୁଣି ସୁଖ ଶାନ୍ତି ମିଳିଯାଏ ପୁଣି କେତେବେଳେ ଏମିତି ଲାଗେ ଯେମିତି ଜୀବନ ଖାଲି ଏମିତି ବିତିଯାଉଛି | ବୁଝାପଡ଼େନି କି ପ୍ରକୃତ ରେ ଜୀବନ ରେ କଣ ହେଉଛି | ଧନର ସମସ୍ୟା କେବେ ପିଛା ହିଁ ଛାଡେନି,ତେବେ ସେତେବେଳେ ଆପଣ ଏହି ଛୋଟ ପ୍ରୟୋଗ କରନ୍ତୁ |

ଏହି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଗ୍ରହ ଠିକ ସ୍ଥାନକୁ ଆସିଯିବେ, ସବୁ ପ୍ରକାରର ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଯେଉଁ ସମୟରେ ଖରାପ ଚାଲିଛି ତାକୁ ମଧ୍ୟ ଠିକ କରିଦେବ | ଆପଣ ଙ୍କ ସମୟର ଚାଲିକୁ ଠିକ କରିଦେବ କାରଣ ଏହି ସମୟ ହିଁ ସବୁକିଛି କୁହନ୍ତି ନା ସମୟ ଭଲ ନାହିଁ | ସମୟ ହିଁ ସବୁକିଛି ହୋଇଥାଏ ତେବେ ଆଜି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ଏକ ମହା ପ୍ରୟୋଗ ଯାହା ଆପଣଙ୍କ ଜୀବନଙ୍କୁ ବଦଳେଇ ଦେବ ଆପଣଙ୍କ ଭାଗ୍ୟ ଚମକେଇ ଦେବ | ତେବେ ଚାଲନ୍ତୁ ସେହି ବିଷୟରେ ବିସ୍ତାରରେ ଜାଣିବା..

ତେବେ ଆପଣଙ୍କୁ ଦରକାର ହେବ ଗୋଟିଏ 100 ଟଙ୍କିଆ ନୋଟ, ନୋଟ ଟି ସମ୍ପୂର୍ଣ ଭାବରେ ସଫା ହେଇଥିବା ଉଚିତ | ଅର୍ଥାତ ନୋଟ ରେ କିଛି ଲେଖା ହୋଇନଥିବା,ହୋଇନଥିବ ସେହିପରି ଏକ ନୋଟ ଆଣନ୍ତୁ | ନୋଟ ଟି ପୁରୁଣା ହେଲେ ମଧ୍ୟ ଚଳିବ କିନ୍ତୁ ସର୍ତ ଏତିକି ସେଥିରେ କିଛି ଲେଖା ହୋଇନଥିବ

ଏହା ପରେ ଆପଣଙ୍କୁ ଦରକାର ହେବ ତିନୋଟି ଜିନିଷ ହଳଦି, ଚାଉଳ ଏବଂ ସିନ୍ଦୁର ତେବେ ଏହା ପରେ ଚାଉଳ କୁ ପେଶିକି ସେଥିରେ ଟିକେ ପାଣି ମିଶାନ୍ତୁ ଏବଂ ନୋଟ ଟିକୁ ପୂଜା ସ୍ଥାନ କୁ ନିଅନ୍ତୁ ସେଥିରେ ଚାଉଳ ରେ ଲେଖନ୍ତୁ ଶ୍ରୀଂ ଏବଂ ଏହା ପରେ ହଳଦି ରେ ଲେଖନ୍ତୁ ହିଂ ଏବଂ ଏହା ପରେ ସିନ୍ଦୁର ରେ ଲେଖନ୍ତୁ ଦୁଃ | ଏହା ପରେ ଏହାକୁ ଶୁଖିବାକୁ କିଛି ସମୟ ଛାଡି ଦିଅନ୍ତୁ |

ଏହା ପରେ ପୂଜା ପାଠ କରନ୍ତୁ ଧୂପ ଦୀପ ଦେଇ | ଏହା ଦ୍ୱାରା ମାତା ଲକ୍ଷ୍ମୀ, ମାତା କାଳି ଏବଂ ମାତା ଦୁର୍ଗା ଙ୍କର କୃପା ମିଳିଥାଏ | ତେବେ ପୂଜା କରିବା ସମୟ ରେ ମନ ରେ ସଚି ଶ୍ରଦ୍ଧା ରଖନ୍ତୁ ଏହା ପରେ ଏହି ନୋଟ କୁ ଆପଣଙ୍କ ଧନ ରଖିବା ସ୍ଥାନ ରେ ରଖିଦିଅନ୍ତୁ | ଏହି ପ୍ରୟୋଗ ଆପଣ କୌଣସି ବି ଦିନ କରି ପାରିବେ |

Leave a Reply

Your email address will not be published. Required fields are marked *