ଘରର ପୂଜା ଘରେ ଦୀପରେ ଲାଗିଥିବା ଗୋଲ ବତୀ ପଇସାକୁ ପାଣି କରଦେଇଥାଏ,ଏହା ଆପଣ ବି କରୁନାହାନ୍ତି ତ?

ଘରେ ଗୋଟିଏ ଠାକୁର ଘର ଅବଶ୍ୟ ରହିବା ଉଚିତ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ବାସ୍ତୁ ତ୍ରୁଟି ଏବଂ ଅନେକ ନରକାରାତ୍ମକ ଉର୍ଜାରୁ ମୁକ୍ତି ପାଇବା ପାଇଁ ଠାକୁର ଘର କରିବା ନିତ୍ୟନ୍ତ ଆବଶ୍ୟକ | ତେବେ ବନ୍ଧୁଗଣ ଘରେ କେଉଁ ଦିଗରେ ଠାକୁର ଘର ରହିବା ଉଚିତ,କେମିତି ପୂଜା କରିବା ଉଚିତ ଏବଂ କେଉଁ ସମୟରେ ପୂଜା କରିବା | ଏହିପରି ଅନେକ ତଥ୍ୟ ଆଜି ଆମେ ଏହି ପୋଷ୍ଟ ରେ ଆପଣଙ୍କୁ ଜଣେଇବୁ |

ଘରେ ଗୋଟିଏ ଠାକୁରଙ୍କ ଦୁଇଟି ମୂର୍ତ୍ତି ରଖିବା ଉଚିତ କି | ତେବେ ଘର ସର୍ବଶେଷ୍ଠ ଜାଗାରେ ଠାକୁରଙ୍କୁ ରଖିବା ଉଚିତ | ତେବେ ଚାଲନ୍ତୁ ଜାଣିବା ଘରର ପୂଜା ଘରେ ଦୀପରେ ଲାଗିଥିବା ଗୋଲ ବତୀ କଣ ହୋଇଥାଏ | ତେବେ ବନ୍ଧୁଗଣ ଘରେ ସମସ୍ତ ଅସୁବିଧା, ସମସ୍ୟା କୁ ଦୂର କରିବା ପାଇଁ ଠାକୁରଙ୍କୁ କେମିତି ପୂଜା କରିବା ଉଚିତ | ଚାଲନ୍ତୁ ଜାଣିବା ସେ ବିଷୟରେ..

ବନ୍ଧୁଗଣ ଘରେ କାଠ ର ମନ୍ଦିର ରଖନ୍ତୁ ଅନ୍ୟ କୌଣସି ଲୁହ କିମ୍ବା ପ୍ଲାଷ୍ଟିକ ରଖିବା ଦ୍ୱାରା ଘରେ ରାହୁ, କେତୁ ଏବଂ ଶନିଙ୍କର ବାସ ହୋଇଥାଏ | ଯାହା ଦ୍ୱାରା ଘରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | ଅନେକ ସମସ୍ୟା ଉପୁଜେ ତେବେ ଘରେ ମନ୍ଦିର କେବଳ କାଠ ର ହେବା ସର୍ବୋତମ ହୋଇଥାଏ |
ବନ୍ଧୁଗଣ ଘରେ ଯୋଡି ଭଗବାନ ରଖନ୍ତୁ ଯେମିତି କି ହର ପାର୍ବତୀ, ରାଧା କୃଷ୍ଣ, ଶ୍ରହରି ମାତା ଲକ୍ଷ୍ମୀ | ଏହିପରି ଯୋଡ଼ା ଭଗବାନ ରଖିବା ଦ୍ୱାରା ଘରେ ସମ୍ପର୍କ ଅତ୍ୟନ୍ତ ଭଲ ରହିଥାଏ | ଯଦି ଆପଣ ବିବାହିତ ତେବେ ଆପଣଙ୍କ ଜୀବନ ବହୁତ ପ୍ରେମ ରେ ଅତିବାହିତ ହେବ ଏବଂ ପାରିବାରିକ କ୍ଷେତ୍ର ରେ ମଧ୍ୟ ବହୁତ ଲାଭ କାରୀ ହୋଇଥାଏ |

ତେବେ ବନ୍ଧୁଗଣ ଘରେ ଗଣେଶ ମୂର୍ତ୍ତି ନିହାତି ରଖିବା ଦରକାର, ପ୍ରଭୁ ଜ୍ଞାନ ର ଦାତା ହୋଇଥାନ୍ତି | ଆପଣଙ୍କ ଘରେ ସଦା ସର୍ବଦା
ଧନ ରତ୍ନ ଯଶ ଭରି ହୋଇ ରହିଥାଏ | ତେବେ ଆପଣଙ୍କ ଘରେ ଠାକୁର ଙ୍କ ମଧ୍ୟରେ ଗଣେଶ ଜିଙ୍କୁ ନିହାତି ରଖିବା ଆବଶ୍ୟକ | ତେବେ ବନ୍ଧୁଗଣ ଘରେ ହନୁମାନ ଜି ଙ୍କୁ ମଧ୍ୟ ରଖନ୍ତୁ, ଭଗବାନ ହନୁମାନ ବଳ ବୁଦ୍ଧି ବିଦ୍ୟାର ଭଣ୍ଡାର ହୋଇଥାନ୍ତି | ତେବେ ହନୁମାନ ଜୀଙ୍କୁ ରଖିବା ଦ୍ୱାରା ଆପଣଙ୍କ ଜୀବନ ରେ ବହୁତ ଶାନ୍ତି ଆସିଥାଏ | ଏହିପରି କରିବା ଦ୍ୱାରା ସବୁବେଳେ ସୁଖ ଭାରି ହୋଇ ରହିଥାଏ |

ବନ୍ଧୁଗଣ ଠାକୁର ଘରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ପ୍ରତିମୂର୍ତ୍ତି କିମ୍ବା ଫୋଟୋ ରଖୀ ପୂଜିବା ନିହାତି ଆବଶ୍ୟକ | ଭଗବାନ ବିଷ୍ଣୁ ଙ୍କୁ ପୂଜିବା ଦ୍ୱାରା ଧନ ର କୌଣସି ଅସୁବିଧା ହୋଇନଥାନ୍ତି |

ଏହିପରି ମହେଶ ହେଉଛନ୍ତି ତ୍ରିଲୋକ ର ସ୍ରଷ୍ଠା ତେବେ ତାଙ୍କୁ ଆରାଧନା କରିବା ଦ୍ୱାରା ଦୁଃଖ ହରିଯାଇଥାଏ | ବ୍ରହ୍ମ ହେଉଛନ୍ତି ସୃଷ୍ଟି କର୍ତା ସବୁକିଛି ଭରିଦେଇଥାନ୍ତି | ତେବେ ଏହି ତିନି ମୂର୍ତ୍ତି ନିହାତି ଭାବରେ ଆପଣ ଠାକୁର ଘର ରଖିବା ଉଚିତ ହୋଇ ଥାଏ | ଘରେ ଦୁଇଟା ଶିବ ଲିଙ୍ଗ ରଖନ୍ତୁ ନାହିଁ ଏମିତି କରିବା ଉଚିତ ନୁହେଁ | ପୂଜା କରିବା ସମୟରେ ଧ୍ୟାନ ରଖିବା ଜରୁରୀ କି ଆପଣ କେଉଁ ଦିଗକୁ ମୁହଁ କରିଛନ୍ତି |

ତେବେ ବନ୍ଧୁଗଣ ପୂଜା କରିବାର ସଠିକ ସମୟ ହେଉଛି ସକାଳ 3ଟାରୁ 6ଟା | ପୂରାଣ ରେ ଏହାକୁ ବ୍ରହ୍ମ ମୁହୂର୍ତ କୁହାଯାଏ, ଏହି ସମୟରେ ପୂଜା କରିବା ଅତ୍ୟନ୍ତ ଲାଭ ହୋଇଥାଏ | ତେବେ ମନ ରେ ପ୍ରଶ୍ନ ଆସେ କେତେବେଳେ ପୂଜା କରିବା ଆବଶ୍ୟକ ତେବେ ଆପଣଙ୍କୁ କହିରଖୁଛୁ ଯେ ଶାସ୍ତ୍ର ରେ କୁହାଯାଇଛି ଭଗବାନ ଙ୍କୁ ପୂଜା ସଚି ଶ୍ରଦ୍ଧା ର ସହ କରାଯାଇଥାଏ |

ତେବେ ଆପଣ ଯେତେବେଲେ ବି ପୂଜା କରିପାରିବେ ଏଥିରେ କୌଣସି ପାପ ଲାଗିନଥାଏ | ତେବେ ଠାକୁର ଘରେ ବସି ଫୁଲ ରଖନ୍ତୁ ନାହିଁ,ଚପଲ କିମ୍ବା ଜୋତା ରଖନ୍ତୁ ନାହିଁ | ଏହା କରିବା ପାପ ହୋଇଥାଏ |

Leave a Reply

Your email address will not be published. Required fields are marked *