ଯଦି ଆପଣ ରାତିର ବାସି ରୁଟି ଖାଉଛନ୍ତି ତାହେଲେ ଏହି ପୋଷ୍ଟଟିକୁ ଥରେ ନିଶ୍ଚିତ ପଢନ୍ତୁ..

ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏହା କହିବାକୁ ଯାଉଛୁ କି ବାସି ରୁଟି ଖାଇଲେ କଣ ହୁଏ ଏବଂ ରୁଟି ବନେଇବା ସମୟରେ କେଉଁ ଭୁଲ କଲେ କଣ ହୋଇଥାଏ | ତେବେ ବନ୍ଧୁଗଣ ମହିଳା ମାନେ ଘରେ ଅନେକ ପ୍ରକାରର ଖାଇବା ଜିନିଷ ତିଆରି କରନ୍ତି କିନ୍ତୁ ସବୁଠାରୁ ଖାସ ଏହା ହୋଇଥାଏ ରୁଟି | କିନ୍ତୁ ମହିଳା ମାନେ ଏମିତି କିଛି କାମ କରିଦେଇଥାନ୍ତି ଯାହା ପାଇଁ ଘରକୁ ଦରିଦ୍ରତା ଆସିଥାଏ | ଯାହା ପାଇଁ ପରିବାରର ଲୋକ ମାନେ ସଫଳତା ପାଇପାରନ୍ତି ନାହିଁ ଏବଂ ସମସ୍ତ ପରିବାର ଲୋକ ବେମାରରେ ମଧ୍ୟ ପଡିଯାଇପାରନ୍ତି | ତେବେ ରୁଟି କରିବା ବେଳେ ମହିଳା ମାନେ ଏହି 3ଟି ଭୁଲ କରିଦେଇଥାନ୍ତି ଯାହା ଫଳରେ ମନୁଷ୍ୟକୁ ବହୁତ ବାଧା ବିଘ୍ନର ସମୁଖୀନ ହେବାକୁ ପଡିଥାଏ | ଏମିତି କୁହ ଯାଏ ଯେ ମହିଳା ମାନେ ଘରେ ରୁଟି ବନେଇବା ବେଳେ ଯଦି ଏହି 3ଟି କରିବା ଉଚିତ ନୁହେଁ | ଏହି ଭୁଲ ସବୁ କଲେ ସେହି ମହିଳା ଙ୍କ ଘର ନିଶ୍ଚିତ ରୂପେ ବର୍ବାଦ ହୋଇଯାଇଥାଏ | ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି 3ଟି ଭୁଲ କଣ?

1- ତିନୋଟି ରୁଟି :-

ଆମେ ଆପଣମାନଙ୍କୁ କହିରଖୁଛୁ ଯେ ଘରର ମହିଳା ମାନଙ୍କୁ ପ୍ରଥମତଃ ଏହା ମାନେ ରଖିବା ଉଚିତ ଯେ ଛୋଟ ହୁଅନ୍ତୁ କିମ୍ବା ବଡ଼ କାହାରିକୁ ବି କେବେ ବି ଏକା ସହ 3ଟି ରୁଟି ପରଷିବା ଉଚିତ ନୁହେଁ | କାରଣ 3ଟି ରୁଟି ସେତେବଳେ ପରଷା ଯାଇଥାଏ ଯେତେବଳେ କୌଣସି ମଣିଷଙ୍କର ମୃତ୍ୟୁ ହୋଇଯାଇଥାଏ | ଯଦି ଆପଣଙ୍କୁ 3ଟି ରୁଟି ଖାଇବାର ଅଛି ତେବେ ଆପଣ ଗୋଟେ ଗୋଟେ କରି ଅଣି ଖାଇପାରିବେ ହେଲ କେବେ ବି ଏକା ସହ 3ଟି ରୁଟି ଅଣି ଖାଇବେ ନାହିଁ |

2- ମନ ଦୁଃଖରେ ରୋଷେଇ କରିବା :-

କିଛି ମହିଳା ଏମିତି କିଛି କାମ କରଥାନ୍ତି ଯାହା ଦ୍ୱାରା ତାଙ୍କ ପରିବାର ବିପଦରେ ଏବଂ ବେମାରରେ ପଡ଼ିଯାଏ | ଏମିତିକି ଘର କାଙ୍ଗାଳ ମଧ୍ୟ ହୋଇଯାଏ | ଏବଂ ରୋଷେଇ କରିବା ବେଳେ ନିଜ ହାତକୁ କେବେ ବି ଆସନା କରିବା ଉଚିତ ନୁହେଁ | ଏମିତି ମଧ୍ୟ କିଛି ମହିଳା ଥାନ୍ତି ଯେଉଁମାନେ ରୋଷେଇ କରିବା ବେଳେ ମୁଣ୍ଡରେ ହାତ ମରିଥାନ୍ତି କେବେତେବେଳ ଏପଟେ ସେପଟେ ହାତକୁ ଅସନା କରି ରୋଷେଇ କରିଥାନ୍ତି | ତେବେ ବନ୍ଧୁଗଣ ଯଦି ଆପଣ ମାନେ ମଧ୍ୟ ଏମିତି କରୁଛନ୍ତି ତେବେ ଏମିତି ଜମା ବି କରନ୍ତୁନି କାରଣ ଏମିତି ଅସନା ହାତରେ ରୋଷେଇ କରିଲେ ସେଇ ଖାଦ୍ୟ ଦୂଷିତ ହୋଇଥାଏ ଏବଂ ସେହି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପରିବାରର ଲୋକମାନଙ୍କର ଦେହ ଅସୁସ୍ଥ ହୋଇଯାଏ ଏବଂ ଘରେ ବେମାରୀ ଲାଗିରହିଥାଏ | ଏପରି ଗଲେ ଘର ଉପରେ ରହୁ ଏବଂ କେତୁଙ୍କର କୋପ ଦୃଷ୍ଟି ପଢିଥାଏ | ତେଣୁ ଆପଣ ମାନେ କେବେ ବି ନିଜ ହାତ ଅସନା କରି ରୋଷେଇ କରନ୍ତୁ ନାହିଁ |

ସୂର୍ଯ୍ୟାସ୍ତ ସମୟରେ ଘରୁ କୌଣସି ବି ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ :-

ବନ୍ଧୁଗଣ ଭୁଲରେ ବି ସୂର୍ଯ୍ୟାସ୍ତ ସମୟରେ ଘରୁ କୌଣସି ବି ଜିନିଷ ପଡୋଶୀଙ୍କୁ ଦିଅନ୍ତୁ ନାହିଁ | କାରଣ ଯେକୌଣସି ଜିନିଷ ସୂର୍ଯ୍ୟାସ୍ତ ସମୟ ଘରୁ ଦେଇଥିଲେ ଘରର ହାନି ହୋଇଥାଏ | ଘରେ ଅର୍ଣ୍ଣର ଅଭାବ ଦେଖାଯାଇଥାଏ | ଆପଣ ମାନେ ନିଜ ରୋଷେଇ ଘରେ ଗୋଟେ ରୁ ଅଧିକ ଛୁରୀ ରଖିବେ ନାହିଁ ଏମିତି କରିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ | ଏବଂ ମାତା ଅର୍ନପୂର୍ଣ୍ଣା ମଧ୍ୟ ରାଗିଯାଇଥାନ୍ତି | ରୋଷେଇ ଘରେ ବୁଢିଆଣୀ ଜାଲ ରହିବ ଉଚିତ ନୁହେଁ କାରଣ ଏହା ଦ୍ୱାରା ଘର ଉପରେ ରହୁଙ୍କର ଖରାପ ଦୃଷ୍ଟି ପଡିଥାଏ | ତେବେ ବନ୍ଧୁଗଣ ଯେତେବେଳେ ଆପଣ ରୋଷେଇ କରୁଛନ୍ତି ସେତେବେଳେ କିଛି ଆଟା ଆପଣ ପିମ୍ପୁଡି ମାନଙ୍କ ପାଇଁ ପକାଇଦେବେ ଏମିତି କରିବା ଦ୍ୱାରା ଆପଣଙ୍କର କରଜ କମିବାରେ ଲାଗିଥାଏ | ସବୁବେଳେ ଧ୍ୟାନ ରଖିବେ ଯେ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବେ ଆଉ ଶେଷ ରୁଟି କୁକୁରକୁ ଖାଇବାକୁ ଦେବେ | ଯଦି ଆପଣ ସବୁଦିନ ଏମିତି କରିବେ ତେବେ ଆପଣଙ୍କ ଉପରେ ମାତା ଅର୍ନପୂର୍ଣ୍ଣାଙ୍କ କୃପା ସବୁବେଳେ ରହିବ | ଏବଂ ଆପଣଙ୍କ ଘରେ ଅର୍ଣ୍ଣ ଭଣ୍ଡାର କେବେ ବି ଖାଲି ରହିବ ନାହିଁ |

ଆମେ ଆପଣଙ୍କୁ କହିରଖୁଛୁ କି ଯଦି ଆପଣ ବାସି ରୁଟି ଖାଉଛନ୍ତି ତେବେ ଆପଣ ମାଲାମାଲ ହୋଇପାରିବେ | ଏହା ଶୁଣୁବାକୁ ତ ବହୁତ ଅଜବ ଲାଗୁଥିବ କିନ୍ତୁ ଏହା ସତ ଅଟେ ବନ୍ଧୁଗଣ | ଯଦି ଆପଣ ବଳକା ରହିଯାଇଥିବା ଖାଦ୍ୟକୁ ନ ଫୋପାଡ଼ି ନିଜେ ଖାଇଦେଉଛନ୍ତି ତେବେ ଆପଣଙ୍କ ଉପରେ ସବୁ ଦେବା-ଦେବିଙ୍କର କୃପା ରହିଥାଏ | ବାସି ରୁଟି ଖାଇବା ପୂର୍ବରୁ ଆପଣମାନେ ଏହି କଥାର ଧ୍ୟାନ ଦେବେ କି ଯେଉ ରୁଟି ବହୁତ ଖରପ ହୋଇଯାଇଥିବ ଆପଣ ମାନେ ସେହି ରୁଟିକୁ ଖାଇବେ ନାହିଁ | କାରଣ ସେହି ରୁଟି ଖାଇବା ଦ୍ୱାରା ଆପଣଙ୍କ ଦେହ ବହୁତ ଅସୁସ୍ଥ ହୋଇଯିବ |

ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ମହିଳା ମାନେ ରୋଷେଇ ଘରେ କେଉଁ ଭୁଲ କଲେ ଘରକୁ ବିପଦ ଆସିଥାଏ :-

1. ରୋଷେଇ ଘରେ ସବୁବେଳେ ସଫା ସୁତୁର ରଖିବା ଉଚିତ,ଏହି ପରି କରିବା ଦ୍ୱାରା ଘରକୁ ମାତା ଅର୍ଣ୍ଣପୂର୍ଣ୍ଣା ଆସିଥାନ୍ତି | ଭଗବାନ କୃଷ୍ଣ କହିଛନ୍ତି କି ରୋଷେଇ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ | ଏହିପରି କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ଘରେ କୌଣସି ଅସୁବିଧା ହୋଇନଥାଏ |

2.ବିଶେଷ ଭାବରେ ମଙ୍ଗଳବାର ଏବଂ ଶନିବାର ଦିନ ଘରକୁ ଲୁହ ଜିନିଷ କିଣିକି ଆଣିବା ଉଚିତ ନୁହେଁ | ଏଥିସହିତ ରୋଷେଇ ଘରେ ଛୁରୀ ଏବଂ ଲୁହା ଜିନିଷ ଅଧିକ ରଖିବା ଉଚିତ ନୁହେଁ ଏହିପରି କରିବା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ | ତେବେ ଭଗବାନ କୃଷ୍ଣ କହିଛନ୍ତି ଯେ ରୋଷେଇ ଘରେ ଭଙ୍ଗା ଜିନିଷ ରହିବ ଉଚିତ ନୁହେଁ ତେଣୁ ଏଥି ପ୍ରତି ଧ୍ୟାନ ଦେବେ |

3.ରୋଷେଇ ଘରେ କେବେ ବି ଜୋତା ଚପଲ ପିନ୍ଧି ପଶିବ କଥା ନୁହେଁ ଏହିପରି କରିବା ଦ୍ୱାରା ମାତା ଅର୍ଣ୍ଣପୂର୍ଣ୍ଣା ରାଗିଯାଇ ଥାନ୍ତି | ଯଦି ଆପଣ ଚପଲ କିମ୍ବା ଜୋତା ପିନ୍ଧିବାକୁ ଚାହୁଁଛନ୍ତି ତେବେ କପଡା କିମ୍ବା, କାଠର ଚପଲ ପିନ୍ଧନ୍ତୁ | ଏହିପରି ରୋଷେଇ ଘରେ ଚପଲ ଜୋତା ପିନ୍ଧିବା ଦ୍ୱାରା ଅନିଷ୍ଟ ଏବଂ ଅଶୁଭ ହୋଇଥାଏ |

4. ରୋଷେଇ ଘରେ ଖାଦ୍ୟ ବନେଇବା ସମୟରେ ଖାଦ୍ୟ କୁ ବାରମ୍ବାର ଚାଖିବା ଦ୍ୱାରା ଅଶୁଭ ହୋଇଥାଏ | ମାତା ଅର୍ଣ୍ଣପୂର୍ଣ୍ଣା ରାଗିଯାଆନ୍ତି ତେବେ ରୋଷେଇ ସରିବା ପରେ ହାତ ଗୋଡ ମୁହଁ ଧୋଇ ସାରି | ଚୁଲି କିମ୍ବା ଗ୍ୟାସ କୁ ଆଗ କିଛି ଖାଦ୍ୟ ଦେଇ ତାପରେ ଚାଖିବା ଦ୍ଵାରା କୌଣସି ଦୋଷ ଲାଗି ନଥାଏ |

5.ରୋଷେଇ ସରିବା ଗରମ ବାସନ ରେ ସାଙ୍ଗେ ସାଙ୍ଗେ ପାଣି ଢ଼ାଳିବା କଥା ନୁହେଁ ଏହିପରି କରିବା ଦ୍ୱାରା ଅନିଷ୍ଟ ହୋଇଥାଏ | ତେବେ ପ୍ରଥମେ ବାସନ କୁ ଥଣ୍ଡା ହେବାକୁ ଦିଅନ୍ତୁ ଏହା ପରେ ପାଣି ପକେଇ ପାରିବେ |

6. ରୋଷେଇ ଘରେ ଘିଅ, ମହୁ, ଚାଉଳ ସଦା ସର୍ବଦା ଭରିକି ରଖିବା କଥା ଏହିପରି କରିବା ଦ୍ୱାରା ମାତା ଅର୍ଣ୍ଣପୂର୍ଣ୍ଣା ଖୁସି ହୋଇଥାଏ | ଆଉ ଯଦି ଥରେ ମାତା ଅର୍ଣ୍ଣପୂର୍ଣ୍ଣା କେଉଁ ଘର ଉପରେ ଖୁସି ହେଇଯାନ୍ତି ତେଵେ ସେ କେବେ ଛାଡିକି ଯାନ୍ତି ନାହିଁ ତେଣୁ ଏହି ବିଶେଷ କଥାର ଧ୍ୟାନ ରଖିବେ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ସବୁ କଥା ମନେ ରଖିବେ |

Leave a Reply

Your email address will not be published. Required fields are marked *