ମରିଯିବେ କିନ୍ତୁ ଏହି 5ଟି ଜିନଷ ଭୁଲରେ ବି କରନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଆପଣଙ୍କ ଘର ନଷ୍ଟ ହୋଇଯାଏ ଆପଣଙ୍କ ଉପରେ ସମସ୍ୟାର ପାହାଡ଼ ଚାଲିଆସେ |

ସୋମବାର ଏକ ବହୁତ ସୁନ୍ଦର ଦିନ ହୋଇଥାଏ ଏବଂ ସେହି ଦିନରେ ଅନେକ ମାତ୍ରାର ଲୋକମାନେ ମହାଦେବଙ୍କର ବ୍ରତ କରନ୍ତି | ଏବଂ ସୋମବାର ଦିନ ହିଁ ବ୍ରତ ରଖନ୍ତି | ଯଦି ଆପଣ ମନେ ମଧ୍ୟ ଏହି ବ୍ରତ ରଖୁଛନ୍ତି ତେବେ ଏହି ଭୁଲ ଜମା ବି କରନ୍ତୁ ନାହିଁ | କାରଣ ଏହି ଭୁଲ କରିବା ଦ୍ୱାରା ଆପଣ ଭଗବାନ ଶିବ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଆନ୍ତି | ଏବଂ ଆପଣଙ୍କ ଉପରେ କୃପା ଦୃଷ୍ଟି ବରଷେଇବା ବଦଳରେ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ

ସୋମବାର ଦିନ ଆମେ ପ୍ରଥମେ କଣ କରେ ସକାଳୁ ଉଠି ଆମେ ଗାଧେଇ ସାରି ଭଗବାନଙ୍କୁ ପ୍ରାଥନା କରୁ କି ଆମ ଜୀବନରେ ଖୁସି ଭରି ଦିଅନ୍ତୁ ଆମ ଦିନଟିକୁ ଭଲ ରେ କାଟନ୍ତୁ | ଆମର ଅଧା ଅଧୁରା କମାକୁ ପୁରା କରିଦିଅ | ଆମ ଜୀବନରୁ ସବୁ ଅସୁବିଧା ସବୁ ବିପଦକୁ ହଟେଇ ଦିଅନ୍ତୁ | ଭଗବାନଙ୍କୁ ପ୍ରଶନ କରିବା ପାଇଁ ଆମେ ଆହୁରି ଵିଧି-ବିଧାନ ସହ ଭଗବାନଙ୍କର ପୂଜା କରିଥାଉ |

ଯାହା ଦ୍ୱାରା କି ଆମର ସବୁ ମନସ୍କାମନା ଜଲ୍ଦି ରୁ ଜଲ୍ଦି ପୁରା ହେଇଯିବ | ଏଇଥି ପାଇଁ ଭଗବାନଙ୍କୁ ସମର୍ପଣ ହୋଇଥିବା ଦିନରେ ଆମେ ତାଙ୍କୁ ପୂଜା କରୁ | ଆମ ଶାସ୍ତ୍ରରେ ତ ଭଗବାନଙ୍କୁ ଅଲଗା ଅଲଗା ବାଣ୍ଟ ବାଣ୍ଟିଦେଇଛନ୍ତି | ଯେମିତି ସୋମବାର ଦିନ ମହାଦେବଙ୍କୁ ମଙ୍ଗଳବାରକୁ ହନୁମାନଙ୍କୁ ବୁଧ ବାରକୁ ଗଣେଶ ଦେବତାଙ୍କୁ ପୂଜା କର ଗୁରୁବାରକୁ ଲଷ୍ମୀଙ୍କର ପୂଜା କରନ୍ତୁ ଏବଂ ଶୁକ୍ରବାରକୁ ମା ସନ୍ତୋଷୀଙ୍କର ପୂଜା କର ଶନିବାର କୁ ଶନି ଦେବଙ୍କର ପୂଜା କରନ୍ତୁ | ଏବଂ ରବିବାରକୁ ସୂର୍ଯ୍ୟ ଦେବଙ୍କର ପୂଜା କରନ୍ତୁ | ଏହି ପରି ଅଲଗା ଅଲଗା ଦିନରେ ଅଲଗା ଅଲଗା ଦେବା ଦେବୀଙ୍କୁ ପୂଜା କରିବାର ଵିଧି ରହିଛି

ପ୍ରାୟତଃ ଲୋକ ସୋମବାରକୁ ମହାଦେବଙ୍କ ନାମରେ ପୂଜା ଆଉ ଉପାସେ ରହି ବ୍ରତ କରନ୍ତି | ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶିବଙ୍କର ବ୍ରତ କରିବା ମାନେ ଏହା ନୁହେଁ ଯେ ବ୍ରତ ରଖି ଦିନକୁ କେବଳ 2-3ଥର ଖାଇବା ନୁହେଁ ଆମେ ଆଜି ଆପଣଙ୍କୁ କହିବୁ ବ୍ରତ ରଖିବାର ସଠିକ ଉପାୟ କଣ | ଏହି ସବୁ ନିୟମରେ ବ୍ରତ କରିବା ଦ୍ୱାରା ମହାଦେବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରଶନ ହୋଇଥାନ୍ତି |

ତେବେ ଆପଣ ମନେ ମଧ୍ୟ ଯଦି ସୋମବାର ଦିନ ଭଗବାନ ଶିବଙ୍କର ବ୍ରତ କରୁଛନ୍ତି ତେବେ ଆପଣଙ୍କୁ ଏହି ସବୁ ନିୟମର ପାଳନ ନିହାତି କରିବା ଉଚିତ | ଏହି କିଛି ଭୁଲ ଆପଣ ମାନଙ୍କୁ ଭୁଲରେ ବି କରିବା ଉଚିତ ନୁହେଁ | ସୋମବାର ବ୍ରତରେ କେବେ ବି ଲୁଣ ଖାଇବା ଉଚିତ ନୁହେଁ କିନ୍ତୁ କିଛି ଲୋକ ଫଳ ଆହର କରିବା ବେଳେ କିମ୍ଭା ଅନ୍ୟ କିଛି ଖାଦ୍ୟ ଖାଇବା ବେଳେ ଲୁଣର ଉପୟୋଗ କରିଦେଇଥାନ୍ତି | କିନ୍ତୁ ଏମିତି କରିବା ଜମା ବି ଉଚିତ ନୁହେଁ | ଆମେ ଆପଣଙ୍କୁ କହିରଖୁଛୁ ଯେ ଯଦି ଆପଣ ସୋମବାର ମହାଦେବଙ୍କର ବ୍ରତ କରୁଛନ୍ତି ତେବେ ଆପଣଙ୍କୁ ସେହି ଦିନ ଜମା ବି ଲୁଣ ସେବନ କରିବା ଉଚିତ ନୁହେଁ |

ଦ୍ୱିତୀୟ କଥା ଏହା ମନେ ରଖିବେ ଯେ ଉପବାସ କରିବା ଦିନ ଆପଣକୁ ସମ୍ପୂର୍ଣ ବ୍ରହ୍ମ୍ଚର୍ଯ୍ୟ ରୂପ ଧାରଣ କରିବାକୁ ପଡିଥାଏ | ନାରୀ ହୁଅନ୍ତୁ କିମ୍ଭା ପୁରୁଷ ଯଦି ଆପଣ ସୋମବାର ବ୍ରତ ରଖିଛନ୍ତି ତେବେ ଆପଣ ବିବାହିତ ହେଲେ ମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ରଖିବା ଆବଶ୍ୟକ ଅଟେ | ଏହି ଦିନ ଭୁଲରେ ବି ଆପଣଙ୍କୁ ସମ୍ଭାନ୍ଦ ରଖିବା ଉଚିତ ନୁହେଁ | ଏମିତି କରିବା ଦ୍ୱାରା ଆପଣଙ୍କ ବ୍ରତ ଭଙ୍ଗ ହୋଇଯାଇଥାଏ |

ତୃତୀୟ କଥାରେ ଏହା ଧ୍ୟାନ ଦେବେ ଯେ କେବେ ବି ଆପଣଙ୍କ କୌଣସି ବୃଦ୍ଧ କିମ୍ଭା ଆପଣଙ୍କ ଠାରୁ ବୟସ୍କ ଲୋକ ମାନଙ୍କୁ ଆସାନମାନ କରିବେ ନାହିଁ | ସୋମବାର ଦିନ ବିଶେଷ କରି ଆପଣଙ୍କ ଘରର ବଡ ମାନଙ୍କର ବେଶୀ ଯତ୍ନ ନେବା ଆବଶ୍ୟକ ଅଟେ | ଆପଣ ଯଦି ସ୍କୁଲ ଯିବେ ତେବେ ଆପଣଙ୍କ ଗୁରୁମା/ଗୁରୁଜୀ ଆଉ ଯଦି କମା କରିବାକୁ ଯାଉଥିବେ ତେବେ ସେଠାରେ ଆପଣଙ୍କ ଠାରୁ ବଡ଼ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ସମସ୍ତଙ୍କୁ ସଂମାନ ଦିଅନ୍ତୁ |

ଚଥୁର୍ତ୍ତତଃ କଥା ଯାହା ଆପଣ ମନେ ରଖିବେ ତାହା ହେଉଛି ଆପଣ ସୋମବାର ଦିନ କୌଣସି ପ୍ରକାରର ହିଂସାରେ ସାମିଲ ହୁଅନ୍ତୁ ନାହିଁ | ଆପଣ କୌଣସି ପ୍ରକାରର ଝଗଡାରେ ପଡନ୍ତୁ ନାହିଁ ଯଦି ଆପଣ ଆପଣଙ୍କ ସାଙ୍ଗଙ୍କ ସହ ଯାଇ ସେଠାରେ ମାଡ ପିଟି କରିଛନ୍ତି ତେବେ କିମ୍ଭା କୌଣସି ଯାନ୍ତୁ ଙ୍କୁ ମାରନ୍ତି ତେବେ ଏହା ଆପଣଙ୍କ ବ୍ରତ ଭଙ୍ଗ କରିଦେଇଥାଏ |

ପଞ୍ଚମତଃ କଥା ଯାହା ଆପଣଙ୍କୁ ମନେ ରଖିବା ଦରକାର ତାହା ହେଉଛି ଆପଣଙ୍କୁ କୌଣସି ଯିବ ଯାନ୍ତୁଙ୍କୁ ମାରିକି ଭୋଜନ କରିବା ଉଚିତ ନୁହେଁ | ଯଦି ଆପଣ ମହାଦେବଙ୍କୁ ମାନୁଛନ୍ତି ତେବେ ଆପଣଙ୍କୁ ସୋମବାର ଦିନ ଆମିଷ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ | ଆମିଷ ଖାଦ୍ୟ କୁ ଆପଣଙ୍କୁ ବ୍ରତର ଗୋଟେ ଦିନ ଆଗରୁ ମନେ ରବିବାର ରାତି ରୁ ହିଁ ଆମିଷ ଖାଇବା ବନ୍ଦ କରିଦେବା ଆବଶ୍ୟକ ଅଟେ | ଆପଣଙ୍କୁ ଏହି ଦିନ କାହାରିକୁ ମରିବା ବି ଶୋଭା ଦେବ ନାହିଁ |

ତେଣୁ ଏହି ସଵୁ କାର୍ଯ୍ୟ ଠାରୁ ଆପଣ ଦୁରେଇ ରୁହନ୍ତୁ ଏହା କରିବା ଦ୍ୱାରା ମହାଦେବ ଆପଣଙ୍କ ଉପରେ କୃପା ଦୃଷ୍ଟି ପକେଇବେ ନାହିଁ ଏହି ସବୁ କାର୍ଯ୍ୟରୁ ଦୁରେଇ ରହି ବ୍ରତ ରଖନ୍ତୁ ଭଗବାନ ଶିବଙ୍କ କୃପା ନିଶ୍ଚିତ ଆପଣଙ୍କ ଉପରେ ପଡିବ |

Leave a Reply

Your email address will not be published. Required fields are marked *