ଏହି ଗଛ ଘରକୁ ଆଣିଥାଏ ମୃତ୍ୟୁ । ଜାଣି ନଥିଲେ ନିଶ୍ଚୟ ଜାଣି ରଖନ୍ତୁ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଅରଖ ଗଛର ଦୁର୍ଲଭ ପ୍ରୟୋଗ ବିଷୟରେ କହିବୁ ଯାହାକି ଅତ୍ୟନ୍ତ ପ୍ରଭାବୀ ଅଟେ । ଏହି ଗଛ ଅନେକ ଆୟୁର୍ବେଦିକ ଲାଭର ଭରପୁର ଅଟେ । ଏହାର ଦୁଇ ପ୍ରକାରର ପ୍ରଜାତି । ଗୋଟିଏରେ ବାଇଗଣୀ ରଙ୍ଗର ଫୁଲ ଆସିଥାଏ ଏବଂ ଅନ୍ୟଟି ଧଳା ରଙ୍ଗର ଫୁଲ । ଆୟୁର୍ବେଦରେ ଧଳା ରଙ୍ଗର ଅରଖ ଫୁଲ ଗଛ ଅଧିକ ପ୍ରୟୋଗ ହୋଇଥାଏ । ପୂର୍ବରୁ ଗର୍ଭାବତ ପାଇଁ ଏହି ଗଛର କ୍ଷୀରର ବ୍ୟବହାର ହେଉଥିଲା । ତେଣୁ ଗର୍ଭବତୀ ମହିଳାଙ୍କୁ ଏହି ଗଛ ଠାରୁ ଦୂରେଇ ରହିବାକୁ କୁହାଯାଏ । ଏହା ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ କାରଣ ଏଥିରେ ଏଣ୍ଟି ଫଙ୍ଗଲ ଗୁଣ ରହିଥାଏ ।

ଧଳା ରଙ୍ଗର ଅରଖ ଗଛର ଛୋଟ ଶାଖା ଆଣି ବୁଧବାର ଦିନ ନିଜର ଇଷ୍ଟ ଦେବତାଙ୍କ ସହିତ ପୂଜାପାଠ କରିବା ପରେ ରୂପାର ତାବିଜରେ ଧାରଣ କଲେ ବୁଧ ଗ୍ରହର ପୀଡ଼ା ଦୂର ହୋଇଥାଏ । ସେହି ବ୍ୟକ୍ତିର ବୁଦ୍ଧି ତୀବ୍ର ହୋଇଥାଏ । ସାଢ଼େ ଏଗାର ବର୍ଷର ପୁରୁଣା ଅରଖ ଗଛର ମୂଳ ସମ୍ପୂର୍ଣ୍ଣ ଭଗବାନ ଗଣେଶଙ୍କ ଆକୃତିର ହୋଇଥାଏ ।

ତେଣୁ ଅନେକ ସ୍ଥାନରେ ଲୋକେ ଏହି ମୂଳକୁ ଭଗବାନ ଗଣେଶଙ୍କ ମୂର୍ତ୍ତି ରୂପରେ ସଜାଇ ପୂଜା କରାଯାଏ । ଏଭଳି ପୂଜା କରିବା ଦ୍ୱାରା ସବୁ ପ୍ରକାରର ଭୌତିକ ବସ୍ତୁର ପ୍ରାପ୍ତି ହୋଇଥାଏ । ଏହା ଅଧିକାଂଶ ରୋଗର ରାମବାଣ ଔଧି ଅଟେ । ବୟସ୍କ କିମ୍ବା କୌଣସି ଲୋକଙ୍କ ଗଣ୍ଠି ଯନ୍ତ୍ରଣା ଜନିତ ସମସ୍ୟାକୁ ଏହା ଦୂର କରିଥାଏ ।

ତ୍ୱଚା ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବୀ ଅଟେ । ତିନି ଗ୍ରାମ ହଳଦୀକୁ ଅରଖ ଗଛର କ୍ଷୀର ସହିତ ମିଶାଇ କୌଣସି ସ୍ଥାନରେ ଚର୍ମ ଜନିତ ସମସ୍ୟା କିମ୍ବା ଦାଗ ଥିଲେ ସେଠାରେ ଲଗାଇ ଦିଅନ୍ତୁ । ଏହା କୋଷ୍ଠକାଠିନ୍ୟ ଏବଂ ଅର୍ସ ଠିକ କରିବା ପାଇଁ ମଧ୍ୟ ରାମବାଣ ଔଷଧି ଅଟେ । ଦାନ୍ତରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଥିଲେ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ । ଯେମିତିକି ହଳଦିଆପଣ , ଯନ୍ତ୍ରଣା , ପୋକ ଇତ୍ୟାଦି ସମସ୍ୟାକୁ ଏହା ଚୁଟକିରେ ଦୂର କରିଦେବ । ଯେଉଁ ମହିଳାଙ୍କର ଗର୍ଭଧାରଣ ହେଉନାହିଁ ସେମାନେ ଏହାର ମୂଳକୁ ଶୁଖାଇ ଚୁର୍ଣ୍ଣ କରି ରଖି ପାରିବେ ଏବଂ ପ୍ରତ୍ୟେକ ଦିନ ଏକ ଗ୍ଲାସ ଗରମ କ୍ଷୀରରେ ଏକ ଚାମଚ ମିଶାଇ ସେବନ କରି ପାରିବେ ।

Leave a Reply

Your email address will not be published. Required fields are marked *