ଏହି ଔଷଧିକୁ ନେଇ କରନ୍ତୁ ସହଜ ଉପାୟ । ଯେତେ ବଡ଼ ବିଷ ହେଲେବି ମୃତ୍ୟୁ ପାରିବନି ଛୁଇଁ ।

ସ୍ବୟଂ ଭଗବାନ ଶିବ ମାତା ପାର୍ବତୀଙ୍କୁ ତାଙ୍କ ପଚାରିବା କାରଣରୁ ଏଭଳି କିଛି ଔଷଧି ବିଷୟରେ କହିଥିଲେ ଯାହାକୁ ମଣିଷ ସେବନ କଲେ ଅତି ଭୟଙ୍କର ବିଷର ମଧ୍ୟ ନାଶ ହୋଇଯିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିଭଳି ଏକ ଗଛ ବିଷୟରେ କହିବାକୁ ଯାଉଛୁ । ସେହି ଔଷଧି ଦ୍ୱାରା କାହାକୁବି ବଶ କରାଯାଇ ପାରେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ନାଗଡୋନ ଗଛ ବିଷୟରେ କହିବୁ । ଏଭଳି ମାନ୍ୟତା ରହିଛି ଯେ ନାଗଡୋନ ଗଛରେ ନାଗ ସାପର ବିଷକୁ ନଷ୍ଟ କରିବାର କ୍ଷମତା ରହିଥାଏ । ଯଦି ମନୁଷ୍ୟ ଏହାର ଜ୍ଞାନ ପ୍ରାପ୍ତ କରେ ତେବେ ସହସ୍ର ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ । ଯେଉଁ ବ୍ୟକ୍ତି ନିଜ ଘରେ ଏହି ଗଛ ଲଗାଏ ତାର ଦାରିଦ୍ର୍ୟତା ଦୂର ହୋଇଥାଏ ।

ଏହି ଗଛ ଶାନ୍ତି ପ୍ରଦାନ କରିଥାଏ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସମୟରେ ଯଦି ଏହି ଔଷଧିକୁ କଣ୍ଠରେ , କାନରେ , ହସ୍ତରେ ଏବଂ ମୁଣ୍ଡରେ ଧାରଣ କରାଯାଏ ତେବେ ମନୁଷ୍ୟ ନିଶ୍ଚୟ ବିଜୟ ପ୍ରାପ୍ତ କରିଥାଏ । ଆପଣ ଯଦି ସମାଜରେ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ତେବେ କୌଣସି କାମ ପାଇଁ ଯାଉଥିଲେ ଏହି ଔଷଧିକୁ ହାତରେ ନିଶ୍ଚୟ ବାନ୍ଧି ଦିଅନ୍ତୁ ।

ଏହି ଗଛ ଯେଉଁ ଘରେ ରହିଥାଏ , ସେହି ଘରର ଲୋକଙ୍କର କେବେ ଅକାଳ ମୃତ୍ୟୁ ହୁଏନାହିଁ । ଏହାପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଏହି ଔଷଧି କିଭଳି ବିଷକୁ ନଷ୍ଟ କରିପାରେ ସେହି ବିଷୟରେ କହିଛନ୍ତି । ମହାଦେବଙ୍କ ଅନୁଯାୟୀ କୌଣସି ବ୍ୟକ୍ତି କମ ବିଷ ପ୍ରଭାବୀ ବିଷ ପାନ କରିଥିଲେ ଏହି ଗଛକୁ ଚାହିଁବା ମାତ୍ରେ ହିଁ ବିଷ ନଷ୍ଟ ହୋଇଯାଏ ।

ଅଧିକ ବିଷ ପ୍ରଭାବ ଥିଲେ ଏହାକୁ ସେବନ କରାଯାଇ ପାରେ । ଏହାବ୍ୟତୀତ ବିଛା କିମ୍ବା ସାପ ଦଂଶନ କରିଥିଲେ ଏହାକୁ ଗ୍ରାଇଣ୍ଡିଂ କରି ସେହି ସ୍ଥାନରେ ଲେପ ଲଗାଇ ଦିଅନ୍ତୁ । ଏହାବ୍ୟତୀତ ସର୍ପ ଭୟ , କାଳ ଭୟ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ହୃଦରୋଗୀ ମାନଙ୍କର ସମସ୍ୟାକୁ ଏହି ଗଛ ଠିକ କରିଥାଏ । ଏହି ଔଷଧିର ପ୍ରୟୋଗ ଦ୍ୱାରା ବ୍ୟକ୍ତି ବୃଦ୍ଧାବସ୍ଥାରୁ ମୁକ୍ତି ପାଇଥାଏ । ପାଞ୍ଚ ବର୍ଷର ଏହାର ପ୍ରୟୋଗ ଦ୍ୱାରା ବ୍ୟକ୍ତି ଲକ୍ଷ ଲକ୍ଷ ଆୟୁଷ ବର୍ଷ ବଞ୍ଚିଥାଏ । ଯାହାଦ୍ୱାରା ସେ ଶକ୍ତିଶାଳୀ ହୋଇଯାଏ ଏବଂ ତାକୁ ଇଚ୍ଛା ମୃତ୍ୟୁ ପ୍ରାପ୍ତ ହୋଇଥାଏ । ସବୁ ପ୍ରକାରର ବ୍ୟାଧିରୁ ସେ ମୁକ୍ତି ପାଇଯାଏ । କିନ୍ତୁ ଏହାର ପ୍ରୟୋଗ ମହୁ ସହିତ କରିବା ଉଚିତ ।

Leave a Reply

Your email address will not be published. Required fields are marked *