ରଜ ସଂକ୍ରାନ୍ତି ଠାରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଘଟିବ ଏହି ଚାରୋଟି ଘଟଣା । ନିଶ୍ଚୟ ଦେଖନ୍ତୁ ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନ ଚଳିତ ବର୍ଷର ରଜ ସଂକ୍ରାନ୍ତି ଠାରୁ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଜୀବନର ସବୁ ଦୁଃଖ ଦୂର ହେବା ସହିତ ସୁଖ ଆସିବାକୁ ଯାଉଛି । ବୁଧ , ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ତେବେ କେବେ ଆପଣଙ୍କ ଜୀବନରେ ପରିବର୍ତ୍ତନ ହୋଇ ବଡ଼ ଖୁସି ଆସିବାକୁ ଯାଉଛି ତାହା ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ । ଆପଣଙ୍କ ଜୀବନରେ ପୂର୍ବରୁ ଚାକିରୀ ଜନିତ , ବ୍ୟବସାୟ ଜନିତ ଏବଂ କ୍ୟାରିଅର ସହିତ ପାଠପଢ଼ା ସମସ୍ୟା ହେଉଥିଲା ଯାହାକି ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ବଦଳିବାକୁ ଯାଉଛି । ଶୁକ୍ର ଭାଗ୍ୟଭାବର ଗ୍ରହ ଅଟନ୍ତି ଯିଏକି ପଞ୍ଚମ ସ୍ଥାନକୁ ଗୋଚର କରିବେ ।

ଏହି କାରଣରୁ ଜୁନ ୧୨ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ । ଏହାସହିତ ବୁଧ ମଧ୍ୟ ପଞ୍ଚମ ଭାଗକୁ ଗୋଚର କରିବେ । ବୁଧ ଏବଂ ଶୁକ୍ର ଜୁନ ୧୪ ରେ ପଞ୍ଚମ ସ୍ଥାନରେ ଲକ୍ଷ୍ମୀନାରାୟଣ ରାଜଯୋଗ ବନାଇବେ । କାଳ ପୁରୁଷ କୁଣ୍ଡଳୀରେ ଏହି ଯୋଗକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ ।

ଗୁରୁ ଚତୁର୍ଥ ଭାଗରେ ଅବସ୍ଥିତ ଅଛନ୍ତି ଯାହାକି ସୁଖ ସ୍ଥାନ ଅଟେ । ଗୁରୁ ଉଦୟ ହେବା କାରଣରୁ ଧନ ଜନିତ ସମସ୍ୟା ଏଥର ଦୂର ହୋଇଯିବ । ଆପଣ କୌଣସି ଜମି ସମ୍ପତ୍ତି କିଣି ପାରନ୍ତି । ଆପଣଙ୍କୁ ମାତୃ ସୁଖ ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ଆପଣ କୌଣସି ଉଚ୍ଚ ଶିକ୍ଷା କରି ପାରନ୍ତି ।

ରଜ ସଂକ୍ରାନ୍ତି ପରେ କୌଣସି ପରୀକ୍ଷା ଥିଲେ ସେଥିରେ ଆପଣଙ୍କୁ ଲାଭ ମିଳିବ । ଲୋଭ୍ କ୍ଷେତ୍ରରେ ସମୟ ମଧ୍ୟ ବହୁତ ଭଲ ଅଟେ । ପୂର୍ବରୁ କିଛି ଭୁଲ ବୁଝାମଣା ଥିଲେ ବର୍ତ୍ତମାନ ତାହା ଦୂର ହୋଇଯିବ । ଆପଣଙ୍କ ପ୍ରେମ ବିବାହର ରୂପ ନେଇପାରେ । ଦାମ୍ପତ୍ୟ ଜୀବନରେ ପୂର୍ବରୁ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଯିବ । ବ୍ୟାପାର ବାଣିଜ୍ୟରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ଅଟେ । ମଙ୍ଗଳ ତୃତୀୟ ଘରେ ବିରାଜମାନ ଅଛନ୍ତି । ଯାହାକି ସାହସ ଏବଂ ପରାକ୍ରମର ଭାଗ ଅଟେ । ରଜ ସଂକ୍ରାନ୍ତି ପରେ କ୍ୟାରିଅର ଖୁବ ଭଲ ହେବାକୁ ଯାଉଛି । ଆପଣ କୌଣସି ଛୋଟମୋଟ ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କର କମ୍ୟୁନିକେଶନ ସ୍କିଲ ବଢ଼ିବ । ଜମି କିଣାବିକା ପାଇଁ ସମୟ ବହୁତ ଭଲ ଅଟେ ।

Leave a Reply

Your email address will not be published. Required fields are marked *