କେବଳ ଗୋଟିଏ ପାନ ପତ୍ର ତକିଆ ତଳେ ରଖି କରି ଦିଅନ୍ତୁ ଏହି ଉପାୟ । ୨୪ ଘଣ୍ଟା ମଧ୍ୟରେ ହେବ ଚମତ୍କାର ।

ଅନେକ ସମୟରେ କିଛି ଲୋକ ଆପଣଙ୍କ ଉପରେ ଯାଦୁ ତନ୍ତ୍ର କିମ୍ବା ତୋଟକା କରିଥାନ୍ତି । ଏହାବ୍ୟତୀତ ଗ୍ରହ ଚଳନରେ କିଛି ପରିବର୍ତ୍ତନ କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଅନେକ ସମୟରେ ଜୀବନରେ ଏଭଳି ମଣିଷ ଆସିଥାନ୍ତି ଶତ୍ରୁତା କାରଣରୁ ତନ୍ତ୍ର କ୍ରିୟା କରିଥାନ୍ତି । ଏହାବ୍ୟତୀତ ଯଦି ଆପଣଙ୍କୁ କଳା ବିରାଡ଼ି ଦେଖୁଛି କିମ୍ବା ଭଅଁର ଚାରିପାଖରେ ଘୁରି ବୁଲୁଛି ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ଉପରେ କେହି ତନ୍ତ୍ର କ୍ରିୟା କରିଛି ।

ତେବେ ଏଭଳି ସମସ୍ୟା ବିଷୟରେ ଜାଣି ପାରିଲେ କିଛି ଖାସ ଉପାୟ କରି ପାରିବେ । ଯେମିତିକି ଗୋଟିଏ ଗୋଟା ପାନପାତ୍ର ନିଅନ୍ତୁ । ଯଦି ଆପଣଙ୍କ ପାଖରେ ସମୟ ଅଛି ତେବେ ଏହି ଉପାୟକୁ କୌଣସି ମଙ୍ଗଳବାର କିମ୍ବା ଶନିବାର ଆରମ୍ଭ କରନ୍ତୁ । କୌଣସି ଦିନ ଠାରୁ ଲଗାତାର ସାତ ଦିନ ପର୍ଯ୍ୟନ୍ତ ଏହି ଉପାୟ କରନ୍ତୁ ।

ପ୍ରଥମ ଦିନ ଗୋଟିଏ ପାନ ପତ୍ର ଆଣି ଘରେ ରଖନ୍ତୁ । ରାତିରେ ଶୋଇବା ପୂର୍ବରୁ ହାତ ଗୋଡ଼ ଭଲଭାବରେ ଧୋଇ ନିଜର ଦେବତାଙ୍କୁ ପ୍ରାର୍ଥନା କରି ନେଇଥିବା ପାନ ପତ୍ରରେ କିଛି ବୁନ୍ଦା ସୋରିଷ ତେଲ ପତ୍ରର ଦୁଇ ପାର୍ଶ୍ୱରେ ଲଗାଇ ଦିଅନ୍ତୁ । ସେଥିରେ ତେଲ ଲଗାଇ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତୁ ।

ଏହାକୁ ଚାହିଁଲେ ଆପଣ ଶୋଇବା କକ୍ଷର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ରଖି ପାରିବେ । ମୁଣ୍ଡ ପାଖରେ କୌଣସି ଚୌକି ରଖି , ପଛରେ ପଲଙ୍କ ଥିଲେ ପାଖରେ ରଖି ପାରିବେ । ସକାଳୁ ଶୀଘ୍ର ଉଠି କିମ୍ବା ଭୋର ସମୟରେ ଉଠି ସେହି ପାନ ପତ୍ରକୁ ଉଠାଇ ଝରକା ଦେଇ ଦୂରକୁ ଫିଙ୍ଗି ଦେଇ ପଳାଇ ଆସନ୍ତୁ । ଏହାପରେ ବିନା ପଛକୁ ବୁଲି ଚାଲି ଆସନ୍ତୁ । ଏହି ସମାନ ଉପାୟକୁ ସାତ ଦିନ ପର୍ଯ୍ୟନ୍ତ କରିବା ଜାରି ରଖନ୍ତୁ । ସେହି ସାତ ଦିନ ଭିତରେ ଏଣୁତେଣୁ ସ୍ୱପ୍ନ ଆଉ ଆସିବ ନାହିଁ ଏବଂ ତନ୍ତ୍ରମନ୍ତ୍ର ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଯିବ ।

Leave a Reply

Your email address will not be published. Required fields are marked *