ଭୁଲରେ ବି ଏହି 5ଟି ଜିନିଷ ଦେଖିବା ପରେ ମାଲାମାଲ୍ ହୋଇଯାଆନ୍ତି ବ୍ୟକ୍ତି, ବଦଳିଯାଏ ତାଙ୍କ ଭାଗ୍ୟ |

ଯଦି ଆପଣ ଭୁଲରେ ବି ଏହି 5ଟି ଜିନିଷ ଦେଖନ୍ତି ତେବେ ହେଇଯିବ ଆପଣଙ୍କର ସବୁ ମନସ୍କାମନା ପୁର୍ଣ ବ୍ୟକ୍ତିଙ୍କ ଉପରେ ପଡିବ ସକାରାତ୍ମକ ପ୍ରଭାବ | ପ୍ରାପ୍ତ ହୋଇଥାଏ ଧନ | ଅନେକ କଥା ଏପରି ଥାଏ ଯାହା ଆପଣମାନଙ୍କ ପାଇଁ ବହୁତ ଭଲ ହୋଇଥାଏ କେବେ କେବେ ଆପଣ ଅଜାଣତରେ କରିଥିବା କିଛି କାମ ଦ୍ୱାରା ବହୁତ ଭଲ ପ୍ରଭାବ ପଡିଥାଏ ଆପଣଙ୍କ ଉପରେ | ଆପଣମାନେ ତ ନିଶ୍ଚିତ ଶୁଣିଥିବେ ଯେ “ଭୁଲରେ ମଧ୍ୟ କରିବେ ନାହିଁ କେବେ ଏହି କାମ” ଏହା ତ ଅଲଗା କଥା | ଆମେ ଆଜି ଆପଣଙ୍କୁ କିଛି ଏମିତି କଥା କହିବାକୁ ଯାଉଛୁ ଯେ ଜୀବନରେ କିଛି ଏମିତି ବି କାମ ଥାଏ ଯାହାକୁ କରିବା ଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ | ଯାହା ଭୁଲରେ ହେବା ପରେ ବ୍ୟକ୍ତି ସଫଳ ହୋଇଯାଆନ୍ତି |

ଆସନ୍ତୁ ଜାଣିବା ସେହି 5ଟି କାମ କଣ?

1- ଯିବା ଆସିବ ରାସ୍ତାରେ ଶୋଭାଯାତ୍ରା ଦେଖିବା :-

ଭଗବାନ ଗୀତାରେ ଏହା କହିଛନ୍ତି ଯେ ମୃତ୍ୟୁ ଏକ ଏପରି ଜିନଷ ଅଟେ ଯେ ଯାହାକୁ କେବେ ବି ଆଡେଇ ଦେଇପାରିବା ନାହିଁ | ଜଗତରେ ଯାହାର ଜନ୍ମ ହେଉଛି ତାହାର ମୃତ୍ୟୁ ମଧ୍ୟ ନିର୍ଧାରିତ ଅଟେ | ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ କାହାର ବି ଶୋଭାଯାତ୍ରା ଯାଏ ସେଇଠାରେ ଠିଆ ହେଇଥିବା ଲୋକଙ୍କ ମନରେ ଏହି ଭାବନା ଆସେ ଯେ ମୁଁ ଏହି ରାସ୍ତାରେ ଆସିଗଲି | ଏହା ମୋର ଭୁଲ ଅଟେ ଯେ କୁ ଏହି ରାସ୍ତାରେ ଚାଲି ଆସିଲି | ତେବେ କଣ ଆପଣ ଜାଣିଛନ୍ତି କି ଶୋଭାଯାତ୍ରା ଦେଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ |

ଯେତେବେଲେ ବି ଆପଣଙ୍କୁ କୌଣସି ମୃତ୍ୟୁ ଶରୀର କିମ୍ଭା କୌଣସି ଶୋଭାଯାତ୍ରା ଦେଖାଯାଏ ତେବେ ଆପଣ ସେହିଠାରେ ହାତ ଯୋଡି ମୁଣ୍ଡ ନୁଆଇଁ ତାଙ୍କୁ ମୁଣ୍ଡିଆ ମାରିବା ଉଚିତ | ଏବଂ ଶୁଭ ଶୁଭ ର ଜପ କରିବା ଦରକାର | କୁହାଯାଏ ଯେ ଯେଉ ବ୍ୟକ୍ତି ଏହି ଦୁନିଆ ଛାଡି ଚାଲିଯାଉଥାଏ ଯେତେବଳେ ତାଙ୍କ ସାମ୍ନାରେ କେହି ନିଜର ଇଛା ରଖନ୍ତି କିମ୍ଭା ମୁଣ୍ଡିଆ ମାରନ୍ତି ତେବେ ସେହି ଆତ୍ମା ଗଲାବେଳେ ସେବି ବ୍ୟକ୍ତିର ମନରେ ଥିବା ସବୁ କଷ୍ଟ ସବୁ ଦୁଖକୁ ମଧ୍ୟ ନିଜ ସହ ନେଇଯାଇଥାଏ ଏବଂ ସେହି ବ୍ୟକ୍ତିର ଇଛା ମଧ୍ୟ ପୁର୍ଣ କରିଥାଏ |

2- ରାସ୍ତାରେ କିନ୍ନରଙ୍କୁ ଭେଟିବା :-

ଯଦି ରାସ୍ତାରେ ଯିବା ସମୟରେ ଆମର କିନ୍ନରଙ୍କ ସହ ଦେଖା ହୁଏ ତେବେ ଲୋକମାନେ ଏହାକୁ ଅଶୁଭ ବୋଲି କୁହନ୍ତି | ହେଲେ କଣ ଆପଣ ଜାଣିଛନ୍ତି କି ବ୍ରହ୍ମ ଦେବଙ୍କ ଛାୟାରୁ କିନ୍ନର ମାନଙ୍କର ଜନ୍ମ ହୋଇଛି ଏବଂ ତାଙ୍କୁ ବରଦାନ ମଧ୍ୟ ମିଳିଛି ଏବଂ ଶ୍ରୀ ରାମଙ୍କ ଠାରୁ ମଧ୍ୟ ବନବାସ ପରେ ବରଦାନ ମିଳିଛି | କୁହାଯାଏ ଯେ କିନ୍ନରଙ୍କ ସହ ଦେଖା ହେବା କିମ୍ଭା ତାଙ୍କ ଠାରୁ ଆଶ୍ରିବାଦ ନେବା ଦ୍ୱାରା ବ୍ୟକ୍ତି କେବେ ବି ଖାଲି ରୁହେନି ସେହି ବ୍ୟକ୍ତିଙ୍କ ଘରେ କେବେ ବି ଧନର ଅଭାବ ରୁହେନି | କିନ୍ନର ମାନଙ୍କୁ ଦେଖିବା ଶୁଭ ସଂକେତ ବୋଲି ବିବେଚନା କରାଯାଏ |

3- ଭୁଲରେ ପଡିଯାଇଥିବା ପଇସାକୁ ରାସ୍ତାରୁ ପାଇବା :-

ଭୁଲରେ ପଡିଯାଇଥିବା ପଇସାକୁ ରାସ୍ତାରୁ ପାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି | ଏମିତିରେ ଧନର ଦେବୀ ମାତା ଲଷ୍ମୀ ଆପଣଙ୍କ ସାଥିରେ ଅଛନ୍ତି ଏବଂ ଏହା ସହିତ ହିଁ ରାସ୍ତାରୁ ପଡ଼ିଥିବା ପଇସା ଏହା ଇଶାରା କରାଏ ଯେ ସେହି ବ୍ୟକ୍ତି ଧନର ମୂଲ୍ୟ ଜଣେ |

4- ଭୁଲରେ ବି ଅଧା ରାତିରେ ଉଠିବା :-

ପ୍ରାୟତଃ ଆପଣମାନେ ରାତିରେ ଶୋଇଯାଆନ୍ତି ଏବଂ ସକାଳୁ ଉଠିଯାଆନ୍ତି | ତେବେ କଣ ଆପଣ ଜାଣିଛନ୍ତି କି ଅଧା ରାତ୍ରିର ସମୟକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ | ଏହୁ ସମୟରେ ଭଗବାନଙ୍କୁ କରାଯାଇଥିବା ପାର୍ଥନା ଅତ୍ୟନ୍ତ ଶୁଭ ହୋଇଥାଏ | ଏବଂ ଏହି ପାର୍ଥନା ଅବଶ୍ୟ ପୁରା ହୋଇଥାଏ | ଏବଂ ଏହି ସମୟ ରାତି 2ଟାରୁ 4ଟା? ମଧ୍ୟରେ ହୋଇଥାଏ ଏବଂ ଏହି ସମୟରେ ମାଗିଥିବା ପାର୍ଥନା କେବେ ବି ନିଷ୍ଫଳ ଯାଏ ନାହିଁ |

5- କୌଣସି ଧାର୍ମିକ ଜିନିଷ ମିଳିବା :-

ଭୁଲରେ ମିଳିଥିବା କୌଣସି ବି ଧାର୍ମିକ ଜିନିଷ ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ | ଏମିତି କୁହାଯାଏ ଯେ ଦେବଦେବୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରଶନ ଅଛନ୍ତି | ସବୁ ବିଗିଡି ଯାଇଥିବା କାମ ପୁରା ହେଇଯିବ | ଏମିତିରେ ସେହି ଜିନିଷକୁ ଆପଣଙ୍କୁ ଆପଣଙ୍କ ଘରେ ହିଁ ସାଇତିକି ରଖିବାକୁ ପଡିଥାଏ |

Leave a Reply

Your email address will not be published. Required fields are marked *