ଏହି ୨୫ଟି ସଂକେତ ମିଳିଲେ ଆପଣ ହେଇଯିବେ କୋଟିପତି ।

କିଛି ଲୋକ ମାନିଥାନ୍ତି କି ସବୁକିଛି ପରିଶ୍ରମ ଦ୍ୱାରା ମିଳିଥାଏ କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହା ଭାଗ୍ୟ ଦ୍ୱାରା ମିଳିଥାଏ । ଭାରତୀୟ ହୋଇଥିବାରୁ ଆମେ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଉ,ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ରେ ବର୍ଣ୍ଣିତ ଥିବା କିଛି ସଂକେତ ବିଷୟରେ କହିବୁ ଏବଂ ଯଦି ଏହି ସଂକେତ ଆପଣଙ୍କୁ ମିଳୁଛି ତେବେ ଆପଣ ଯଥା ଶୀଘ୍ର ଧନୀ ହେବାକୁ ଯାଉଛନ୍ତି ।

୧. ଘୁଷୁରୀ : ଘୁଷୁରୀକୁ ଦୁନିଆ ସାରା ଲୋକ ଭଲ ଭାଗ୍ୟ ଆଣେ ବୋଲି ମାନ୍ୟତା ରହିଛି । ସେଥିପାଇଁ ଶାସ୍ତ୍ର ରେ ଘୁଷୁରୀକୁ ଶୁଭ ବିଚାର କରାଯାଏ । ତେବେ ଯଦି ଆପଣ ଘୁଷୁରୀ ଦେଖନ୍ତି ତାହେଲେ ଆପଣ ଯଥା ଶୀଘ୍ର ଧନୀ ହେବାକୁ ଯାଉଛନ୍ତି ।

୨.କଇଁଛ : ଏହାକୁ ସାରା ଦୁନିଆରେ ଭଲ ଭାଗ୍ୟ ଆଣେ ବୋଲି କୁହାଯାଇଛି । ଏହାକୁ କିଛି ବି ରୂପରେ ଦେଖିବା ଭଲ ଖବର ଆଣିବା ଏବଂ ଶୁଭ ଫଳ ମିଳିବାର ସଂକେତ ହୋଇଥାଏ ।

୩.ମଧୁର ସଙ୍ଗୀତ : ସକାଳୁ ଉଠିଲାବେଳେ ଯଦି ଆପଣ ଆପଣଙ୍କ ଆଖପାଖରେ କିଛି ମଧୁର ଶବ୍ଦ ତଥା ଶଙ୍ଖ,ଘଣ୍ଟି କିମ୍ବା ଭଜନ କୀର୍ତ୍ତନ ଶୁଣନ୍ତି ତାହେଲେ ଏହା ଶାସ୍ତ୍ରରେ ଆସୁଥିବା ଭଲ ସଂକେତ ବୋଲି କୁହାଯାଉଛି ।

୪.ଶୁଭ ଦିନରେ ଟଙ୍କା ଆସିବା : ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ଭଲ ଦିନ ଆସିଥାଏ ତେବେ ଯଦି ଆପଣଙ୍କ ପାଖକୁ ସେହି ଦିନରେ ଯଦି କିଛି ଟଙ୍କା ଆସୁଛି ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

୫.ଝିଣ୍ଟିକା : ଝିଣ୍ଟିକା ନାଁ ଶୁଣିଲେ ଆପଣଙ୍କୁ ହସ ଲାଗୁଥିବ,କିନ୍ତୁ ଏହାର ନାମ ଶୁଣିବା ଏବଂ ଏହାକୁ ଦେଖିବା ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଏହାକୁ ଦେଖିଲେ ଆପଣଙ୍କ ଘରେ ଆର୍ଥିକ ସହାୟତା ସହ ସୁଖ ଓ ସମୃଦ୍ଧି ମଧ୍ୟ ଆସିଥାଏ ।

୬. ଡଲଫିନ : ଡଲଫିନକୁ ମଣିଷର ଭଲ ବନ୍ଧୁ ବୋଲି କୁହାଯାଇଛି । ଏହା ମଧ୍ୟ ଜାଣିନିଅନ୍ତୁ ଏହା ଭଲ ବୋଲି କୁହାଯାଏ । ଏହାକୁ ଶୁଭ ସଂକେତ ବୋଲି କୁହାଯାଏ ।

୭.ହାତ କୁଣ୍ଡେଇହେବା : ଏହା ଆପଣମାନେ ନିଶ୍ଚିନ୍ତ ଜାଣିଥିବେ ଯେ ହାତ କୁଣ୍ଡେଇହେବା ଅର୍ଥ ଆପଣଙ୍କ ପାଖରେ ଖୁବ ଶୀଘ୍ର ଟଙ୍କା ଆସିବାର ସମ୍ଭାବନା ରହିଛି ।

୮. ବର୍ଷାରେ ସୂର୍ଯ୍ୟ ଚମକିବା : ଏମିତି ବହୁତ କମ ହୋଇଥାଏ ଯଦି ଆପଣ ବର୍ଷା ରେ ଓଦା ହେବା ସମୟରେ ସୂର୍ଯ୍ୟଙ୍କୁ ଚମକିବାର ଦେଖନ୍ତି ତେବେ ଜାଣିନିଆନ୍ତୁ ଆପଣ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି ।

୯. ମୋତି : ସମୁଦ୍ର କୂଳରେ ମୋତି ମିଳିଥାଏ ଏବଂ ଏହାକୁ ଭଲ ଭାଗ୍ୟର ସଂକେତ ବୋଲି କୁହାଯାଇଥାଏ।

୧୦.ବଗିଚାର ପ୍ରକୃତିର ଦୃଶ୍ୟ ଦେଖିବା : ବର୍ଷା ପରେ ଯଦି ଆପଣଙ୍କ ବଗିଚାରେ ବେଙ୍ଗ ରଡି ଶୁଣୁଛନ୍ତି ତେବେ ଏହାକୁ ନରାଗି ଆଉ ଥରେ ଶୁଣନ୍ତୁ ଏହା ଆପଣଙ୍କ ଆର୍ଥିକ ସ୍ଥିତି ବଦଳେଇ ଦେବ ।

୧୧.କୁକୁରର ଘରକୁ ଆସିବା : କୁକୁର ଘରକୁ ଆସିଲେ ଶୁଭ ସଂକେତ ବୋଲି ବିବେଚନା କରାଯାଏ ତେବେ ଯଦି ଆପଣଙ୍କ ଘରକୁ କୁକୁର ଆସୁଛି ତେବେ ଆପଣ ନିକଟରେ ଧନୀ ହେବାର ସମ୍ଭାବନା ରହିଛି ।

୧୨.ଚାଲୁଥିବା ସମୟରେ ପଇସା ପାଇବା : ଆପଣ ଯଦି ବାଟରେ ଗଲା ବେଳେ ପଇସା ପାଉଛନ୍ତି ତେବେ ଏହାକୁ ସାଇତି ରଖନ୍ତୁ କାରଣ ଏହା ଆସୁଥିବା ଭାଗ୍ୟକୁ ବଦଳେଇଥାଏ ।

୧୩.ପୋଷାକ ଓଲଟା ପିନ୍ଧିବା : ଆମେ ପ୍ରାୟତଃ କୁଆଡେ ଯିବା ସମୟରେ ତରତର ହୋଇ ପୋଷାକ ଓଲଟା ପିନ୍ଧିଥାଉ ତେବେ ବିରକ୍ତ ନହୋଇ ଏହା ଭଲ ସଂକେତ ବୋଲି ଜାଣିଥାନ୍ତୁ । ଯଦି ଏହା ପୁର୍ନବାର ହେଉଛି ତେବେ ପଇସା ଆସିବାର ସମ୍ଭାବନା ରହିଛି ।

୧୪. ଖସୁଥିବା ତାରା : ବହୁତ ପୁରୁଣା କାଳରୁ ଏହା ରହିଆସିଛି ଯେ ଭାଙ୍ଗିଥିବା ତାରା ଦେଖିଲେ ଶୁଭ ହୋଇଥାଏ । ଏବଂ ୩୦ଦିନ ମଧ୍ୟରେ ଆପଣଙ୍କ ଇଛା ପୁରା କରିଥାଏ । ଯଦି ଆପଣ ଭାଙ୍ଗୁଥିବା ତାରା ଦେଖୁଛନ୍ତି ତେବେ ଫଟାଫଟ ଆପଣଙ୍କ ମନର କଥା ମାଗିନିଅନ୍ତୁ ।

୧୫.ବୁଢିଆଣି ଜାଲ : ବୁଢିଆଣି ଜାଲ ଘରେ ରହିବା ଭଲ ନୁହେଁ କିନ୍ତୁ ଆପଣ ବୁଢିଆଣି ଜାଲ ଦେଖିଲେ ଏବଂ ସେଥିରେ ଆପଣଙ୍କ ନାମର ପ୍ରଥମ ଅକ୍ଷର ଲେଖା ଥିବାର ଦେଖିଲେ ତେବେ ଏହା ଶୁଭ ସଂକେତ ବୋଲି ମନାଯାଏ ।

୧୬.ଚଢେଇ ଝାଡା କରିବା : ଅନେକ ଥର ମଣିଷଙ୍କ ଉପରେ ଚଢେଇ ଝାଡା କରିଦିଅନ୍ତି ତେବେ ଏହା ଶୁଭ ସଂକେତ ବୋଲି କୁହାଯାଏ ।

୧୭.ବାଦୁଡି଼ର ଘର : ବାଦୁଡି ଘରକୁ ଆସିବା ଅଶୁଭ ବୋଲି କୁହାଯାଏ କିନ୍ତୁ ଯଦି ବାଦୁଡି ଯଦି ସେହି ଜାଗାରେ ରହି ଘର କରେ ଏହାକୁ ସୁଭ ବୋଲି ବିବେଚନା କରାଯାଏ ।

୧୮.ନୂଆ ବିବାହିତାଙ୍କୁ ଦେଖିବା : ଯଦି ଆପଣ ଘରୁ ବାହାରୁ ଯାଉଥିବା ସମୟରେ କୌଣସି ନବ ବିବାହିତ ମହିଳାଙ୍କୁ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ ।

୧୯.ଆଖୁ : ଆପଣ ଯଦି ଘରୁ କୁଆଡେ ବହାରିକି ଯାଉଛନ୍ତି ଏବଂ ଆଖୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

୨୦.ସକାଳୁ ଉଠି କ୍ଷୀର ଦେଖିବା : ଯଦି ସକାଳୁ ଉଠି କ୍ଷୀର ଦେଖାଛନ୍ତି କିମ୍ବା ଦହି ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ ।

୨୧.ସବୁଜ ରେ ଭରା ପ୍ରକୃତି : ଯଦି ଆପଣ ଖରାରେ ସସବୁଜ ରେ ଭରା ପ୍ରକୃତିକୁ ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ବୋଲି ସଙ୍କେତ ଦେଇଥାଏ ।

୨୨.ସୁନାର ସାପ :ଯଦି ଆପଣ ସ୍ୱପ୍ନ ରେ ଧଳା କିମ୍ବା ସୁନେଲି ରଙ୍ଗର ସାପ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ ।

୨୩.ଚାଲୁଥିବା ସମୟରେ କିଛି ସଂକେତ : ଯଦି ଆପଣଙ୍କ ଡାହାଣ ପାଖରେ ମାଙ୍କଡ କୁକୁର ଏବଂସାପ ଯଦି ଦେଖନ୍ତୁ ତେବେ ବୁଝିଯାନ୍ତୁ ଆପଣଙ୍କ ପାଖକୁ ଭଲ ସଂକେତ ଆସୁଛୁ ।

୨୪.ନଡ଼ିଆ : ଉଠିବା ପରେ ଯଦି ଆପଣ ଶ୍ରୀଫଳ ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ଧନ ଆଣିବାର ସଂକେତ ଦେଇଥାଏ ।

୨୫.ଧଳା ଗାଈ : ଯଦି ଆପଣ ପଡିଆ ରେ କିମ୍ବା କୌଣସି ଜମିରେ ଧଳା ଗାଈ ଦେଖାନ୍ତି ତେବେ ଆପଣଙ୍କ ପାଇଁ ଶୁଭ ଖବର ହୋଇଥାଏ । ଏହା ଦ୍ୱାରା ଆପଣଙ୍କୁ ଶୁଭ ସଂକେତ ମିଳିଥାଏ ।

Leave a Reply

Your email address will not be published. Required fields are marked *