ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ଘରର ଏହି ୩ଟି ଜିନିଷ,ନହେଲେ ହୋଇଯିବ ସବୁକିଛି ବର୍ବାଦ !

ଏହା ପ୍ରାୟତ ଦେଖାଯାଇଛି ଯେ ଆମ ଚାରିପାଖରେ ଥିବା ଲୋକ କିମ୍ବା ନିଜେ, ରୋଷେଇ ଘରେ ଖାଦ୍ୟ ରାନ୍ଧିବାବେଳେ ଯଦି କିଛି ଅଭାବ ଥାଏ, ତେବେ ଆମେ ପରସ୍ପରକୁ ମାଗିଥାଉ। କିନ୍ତୁ ଯଦି ଆପଣ ବାସ୍ତୁ ନିୟମ ଅନୁସରଣ କରନ୍ତି ଏବଂ ବାସ୍ତୁ ଅନୁଯାୟୀ ସବୁକିଛି କରନ୍ତି। ତେଣେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ଆପଣ ଏହି ଜିନିଷଗୁଡିକ ସନ୍ଧ୍ୟରେ କାହାକୁ ଦେବା କଥାନୁହେଁ। ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ।

ଆପଣ ଡଷ୍ଟବିନ ନିଶ୍ଚିନ୍ତ ବ୍ୟବହାର କରୁଥିବେ କିନ୍ତୁ ଯଦି ଆମେ ତାକୁ ଠିକ ଭାବରେ ବ୍ୟବହାର ନକରୁ ତାହାଲେ ଘରେ ଅଶୁଭ ଘଟଣା ଘଟିଥାଇ ଯଦି ଆମେ ଡଷ୍ଟବିନରେ ଫଳ ଚୋପା ପକେଇଥାଉ କିମ୍ବା ଓଦା ଜିନିଷ ପକେଇଥାଉ ଏହା ବହୁତ ନକରାତ୍ମକତା ବଢ଼େଇ ଥାଏ ଏବଂ ଏହା ଗନ୍ଧ ହୋଇଥାଏ ଯେଉଁଥିପାଇଁ ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ। ଯଦି ଆମେ ଘର ଭିତରେ ଡଷ୍ଟବିନକୁ ଖୋଲା ରଖୁ ଏହା ବହୁତ ଅଶୁଭ ହୋଇଥାଏ ଏବଂ ପଡୋଶୀଙ୍କ ମଧ୍ୟରେ ଝଗଡାର୍ କାରଣ ହୋଇଥାଏ। ଯଦି ଆପଣ ଅଭାବରେ ଗ୍ରସ୍ତ ଅଛନ୍ତି ତେବେ ଆପଣ ଶୋଇବା ପୂର୍ବରୁ ବାଲ୍ଟିରେ ପାଣି ଭରିକି ରଖନ୍ତୁ ଏହା ଦ୍ୱାରା ଘରକୁ ଧନ ଆସିଥାଏ।

ଯଦି ଆପଣ ସନ୍ଧ୍ୟା ସମୟରେ କ୍ଷୀର,ଦହି ଏବଂ ପିଆଜ ଦିଅନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ ସେଥିପାଇଁ ଏହି ଜିନିଷ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଛାତ ଉପରେ କୌଣସି ଜିନିଷ ଧୁଆନ୍ତି ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ। ଏବଂ ଯଦି ଆପଣ ମିଶ୍ରିରେ ନିର୍ମିତ ଖିରି ଖାଆନ୍ତି ତେବେ ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଥାନ୍ତି କିନ୍ତୁ କ୍ଷୀରି ପ୍ରଥମେ ବୃଧ ଲୋକଙ୍କୁ ଦିଅନ୍ତୁ। ଏବଂ ଗୁରୁବାର ଦିନ ହଳଦିଆ ଜିନିଷ ଖାଆନ୍ତୁ ଏବଂ ବୁଧବାର ଦିନ ସବୁଜ ଜିନିଷ ଖାଆନ୍ତୁ

ଏହାଦ୍ୱାରା ସବୁକିଛି ଶୁଭ ହୋଇଥାଏ। ଏବଂ କେବେବି ଖାଦ୍ୟ ଛାଡ଼ନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ। ଯଦି ଘରର ମୁଖ୍ୟ ଦ୍ୱାରରେ ବାସ୍ତୁ ଦୋଷ ଥାଏ ତେବେ ଏହାକୁ ଜଲ୍ଦି ଠିକ କରନ୍ତୁ କାରଣ ଏହି ମୁଖ୍ୟ ଦ୍ୱାର ଦେଇ ଅଶୁଭ ଆତ୍ମା ଘରେ ପ୍ରବେଶ କରନ୍ତି ଏହାକୁ ଠିକ କରିବା ପାଇଁ ସ୍ୱସ୍ତିକ ଚିହ୍ନ ଏବଂ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ। ଏବଂ ଏହାକୁ ସର୍ବଦା ସଫା ରଖନ୍ତୁ। ଯଦି ଘରେ ପୂଜା ସ୍ଥାନ ଦକ୍ଷିଣ ଦିଗରେ ହୋଇଛି ତେବେ ଏହା ଧନକୁ ନାଶ କରିଥାଇ ଏଥପାଇଁ ପୂଜା ଘରକୁ ଇସାଣ କୋଣରେ ତିଆରି କରନ୍ତୁ

ଉତ୍ତର ଦିଗକୁ କୁବେର ଦିଗ କୁହାଯାଇ ଥାଏ ସେଥିପାଇଁ ସିନ୍ଦୁକର୍ ମୁଂହକୁ ଉତର ଦିଗରେ ରଖନ୍ତୁ। ଯଦି ଘରେ ବାସ୍ତୁ ଦୋଷ ଅଛି ତେବେ ଘରର ବିପରୀତ ଦିଗରେ ଏକ ବଡ଼ ଦର୍ପଣ ଲଗାଇ ଦିଅନ୍ତୁ ଏଥିରେ ଅପଣଙ୍କ ସମସ୍ୟା ଦୂର ହୋଇଯିବ। ଯଦି ରୋଷେଇଘର ସମସ୍ୟା ଅଛି ତେବେ ରୋଷେଇଘର ର୍ ଅଗ୍ନି କୋଣରେ ଏକ ବଲ୍ ଜଳାଇ ଦିଅନ୍ତୁ ଏଥିରେ ଅପଣଙ୍କ ସମସ୍ୟା ସମାଧାନ ହୋଇଯିବ।ଏବଂ ନକରତ୍ମକତାକୁ ଏଡ଼ାଇବା ପାଇଁ ଆପଣଙ୍କୁ ଠାକୁରଙ୍କ ଘରେ ଘିଅ ଦୀପ ସର୍ବଦା ଜଳାଇବା ଉଚିତ।

Leave a Reply

Your email address will not be published. Required fields are marked *