ରାତିରେ ତକିଆ ତଳେ ରଖିଦିଅନ୍ତୁ ଗୋଟିଏ ବନ୍ଦ ତାଲା ତାପରେ ଦେଖନ୍ତୁ ଚମତ୍କାର ! ତାଲା ଆଉ ଚାବିର ଭାଗ୍ୟ ବଦଳେଇ ଦେବା ଭଳି ଉପାୟ ।

ଯଦି ଆପଣଙ୍କ ଉପରେ କିଏ ତନ୍ତ୍ର ମନ୍ତ୍ର କରିଛି କିମ୍ବା ଆପଣଙ୍କ ଭାଗ୍ୟ କୁ କିଏ ବାନ୍ଧି ଦେଇଛି । ଯଦି ଆପଣ ରୋଗ ପାଇଁ ହଇରାଣ ହଉଛନ୍ତି ଆପଣଙ୍କୁ ଲାଗୁଛି ଔଷଧ କାମ କରୁନାହିଁ । ଯଦି ଆପଣଙ୍କ ଲାଗୁଛି କି ଜୀବନ ରେ କିଏ ବି କଳା ଯାଦୁ କରିଛି କିମ୍ବା କୌଣସି ବି ବାଧା ସୃଷ୍ଟି କରୁଛି ତେବେ ଆଜି ଆମେ ଆପଣଙ୍କୁ କହିବୁ କି ତାନ୍ତ୍ରିକ ଉପାୟ ତାରା ଚାବିର କିନ୍ତୁ ଆଶ୍ଚର୍ଯ୍ୟ ହେବାର କୌଣସି ବିଷୟ ନାହିଁ କାରଣ ଏହା ସମ୍ପୂର୍ଣ୍ଣ ଭାବରେ ଅତ୍ୟନ୍ତ ସାଧାରଣ ଅଟେ ।

ତେବେ ଏହି ପ୍ରୟୋଗ କୁ ଆପଣ କେତେବେଳେ କରିବେ । ତେବେ ଆପଣ ଏହାକୁ କୌଣସି ବି ଶନିବାର କରିନିଅନ୍ତୁ ଏମିତିରେ ତ ଶନି,ରବି,ସୋମ ବାର ରେ ମଧ୍ୟ କରିପାରିବେ କିନ୍ତୁ ଶନିବାର କରିବା ଅତ୍ୟନ୍ତ ଭଲ ହୋଇଥାଏ । ଅମ୍ୟବାସ୍ୟା ତିଥିରେ ମଧ୍ୟ କରିପାରିବେ । ତେବେ ଚାଲନ୍ତୁ ଆପଣଙ୍କୁ ଆଜି ଆମେ ତାଲା ଚାବି ର ମହାପ୍ରୟୋଗ ବିଷୟରେ କହିବା ଯାହା ଆପଣଙ୍କ ଜୀବନର ଅସୁବିଧା କୁ ସମାଧାନ କରିବ ସେହି ବିଷୟରେ ବୁଝିବା ।

ଯଦି ଆପଣଙ୍କ ବୁଦ୍ଧି କୁ କିଏ ବାନ୍ଧି ଦେଇଛି ଯଦି ଆପଣଙ୍କ ବ୍ୟବସାୟକୁ କିଏ ବାନ୍ଧି ଦେଇଛି କିମ୍ୱା ଆପଣଙ୍କ ସ୍ୱାସ୍ଥ୍ୟକୁ ବାନ୍ଧି ଦେଇଛି । ଅନେକ ସମୟ ରେ କଣ ହୁଏ କି କିଏ ଆପଣଙ୍କ ବୁଦ୍ଧି,ବ୍ୟବସାୟ,ସ୍ୱାସ୍ଥ୍ୟ ଆଉ ଘରକୁ ବାନ୍ଧିକି ତନ୍ତ୍ର ମନ୍ତ୍ର କରି ନଦୀ ମାନଙ୍କ ରେ ଫୋପାଡ଼ି ଦିଅନ୍ତି । ଆଉ ଆପଣ ଶତ ଚେଷ୍ଠା ପରେ ମଧ୍ୟ କିଛି କରିପାରୁନାହାନ୍ତି ତେବେ ଏହିପରି ପରିସ୍ଥିତିରେ ଏମିତି ଏକ ମହାପ୍ରୟୋଗ କରନ୍ତୁ । କୌଣସି ପ୍ରକାରର ଅସୁବିଧା ହେଉ କିମ୍ବା ସ୍ୱାସ୍ଥ୍ୟ ଖରାପ ହେଉ ତ ଏହିପରି ପରିସ୍ଥିତି ରେ ଆପଣ କୌଣସି ଏକ ନଦୀ ପାଖକୁ ଯାଆନ୍ତୁ ଅବା ଏମିତି ଏକ ଜାଗା କୁ ଯାଆନ୍ତୁ ଯେଉଁଠି ଆପଣଙ୍କୁ କୌଣସି ଲୋକ ରୋକିବେ ନାହିଁ କି ଦେଖିବେ ନାହିଁ ।

ତାପରେ ଆପଣଙ୍କୁ ଏକ ତାଲା ଚାବି ନେଇକି ଯିବାକୁ ହେବ । ତାଲା ଖୋଲା ଥିବ ତେବେ ତାଲା ଖୋଲା ଥିବ ଏବଂ ଚାବି ଠାରୁ ଅଲଗା ଥିବ । ଏହା ପରେ ଆପଣ ହାତରେ ଚାବି ନିଅନ୍ତୁ ଏବଂ ଏହି ମନ୍ତ୍ର କୁ ଆପଣ ଶାନ୍ତ ମନରେ ପଢିବାକୁ ହେବ । ଏବଂ ସକରାତ୍ମକ ହୋଇ ପଢନ୍ତୁ କାରଣ ଯାହା ବି ଆପଣ ପଢିବେ ସବୁର ଉର୍ଜା ଠିକ ରେ ଆପଣ ପାଇପାରିବେ ।

ଏହି ମନ୍ତ୍ର କୁ ଆପଣଙ୍କୁ ୧୦୮ ଥର ପଢିବାକୁ ହେବ ଯଦି ଆପଣ ଏତେ ବଡ଼ ମନ୍ତ୍ର ୧୦୮ ଥର ପଢିପାରୁନାହାନ୍ତି ତେବେ ୫ ଥର ନିଶ୍ଚିନ୍ତ ପଢନ୍ତୁ । ଏବଂ ଚାବି ହାତରେ ନେଇକି ଆପଣ ଏହି ମନ୍ତ୍ର ପଢିବେ ଏବଂ ତାଲା ଖୋଲା ଥିବ । ଆପଣଙ୍କୁ ଏହି ମନ୍ତ୍ର ପାଠ କରିବାକୁ ହେବ –

ଓଁ କାଲା ତାଲା କାଲି ଲାଇ । ବ୍ରହ୍ମା ଶିବ ନେ କୁଂଜି ଲଗାଇ ଚାର ଖଟକୁ କେ କୁଂଜି ମାରେ । ରୋଗ ଦୋଷ ସବ ତୁରନ୍ତ ଜାରେ ଦୁହାଇ ବୈମନ୍ତି କାଲି କଟ କଟ ଜିହ୍ଵା କାଲି ସମା ଜାଏ ।

ଏହାକୁ ମନରେ ମଧ୍ୟ ପଢିପାରିବେ । ତେବେ ଏହି ମନ୍ତ୍ର ପାଞ୍ଚ ଥର କିମ୍ବା ୧୦୮ ଥର ପଢ଼ିସାରିଲା ପରେ ଆପଣ ଏହି ଚାବିକୁ ଆଣ୍ଟି କ୍ଳକ ଉଆଇସ ନିଜ ମୁଣ୍ଡ ଚାରିପଟେ ଥରେ କିମ୍ବା ତିନିଥର ବୁଲନ୍ତୁ ଏବଂ ଏହା ପରେ ଚାବିରେ ତାଲା କୁ ବନ୍ଦ କରିଦିଅନ୍ତୁ । ଏହା ପରେ ଆପଣ ତାଲା କୁ ଗାଡ଼ କରି ମାଟି ତଳେ ପୋତି ଦିଅନ୍ତୁ ଏବଂ ଚାବି କୁ ମଧ୍ୟ ପୋତିଦିଅନ୍ତୁ । କିମ୍ବା ନଦୀ ରେ ଫୋପାଡ଼ି ଦିଅନ୍ତୁ । ତେବେ ଛୋଟ ବଡ଼ ଲୁହା ପିତ୍ତଳ କୌଣସି ବି ତାଲା ନିଅନ୍ତୁ କୌଣସି ଅସୁବିଧା ନାହିଁ । ଏହା ପରେ ଆପଣ ସିଧା ଏକ ମୁହାଁ ହୋଇ ଘରକୁ ପଳାଇବେ ପଛକୁ ନ ବୁଲି ଚାହିଁ । ତେବେ ଆପଣ କଦାପି ପଛକୁ ବୁଲି ଚାହିଁବେ ନାହିଁ ଯିଏ ବି ଡାକୁ କିମ୍ବା କିଛି ବି କରୁ ଆପଣ ବୁଲିକି ଚାହିଁବେନି ।

ଏହା ପରେ ତନ୍ତ୍ର କ୍ରିୟା ଯାହା ବି ହୋଇଥାଉ ଆପଣଙ୍କ ଉପରେ ସମସ୍ତର ସମାଧାନ ଏହି ଉପାୟ ରେ ଆପଣ ପାଇ ପାରିବେ । ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର କୌଣସି ବାଧା ରହିବ ନାହିଁ । ଆପଣ ଅନୁଭବ କରିବେ ଆପଣଙ୍କର ଅସୁବିଧା କମିଯିବାରେ ଲାଗୁଛି ଦିନକୁ ଦିନ । ତେବେ ଏହା ପରେ ଆମେ ଆପଣଙ୍କୁ ଆଉ ଏକ ଉପାୟ ମଧ୍ୟ କହିରଖୁଛୁ । ତେବେ ଆପଣ ଏଥିପାଇଁ ଗୋଟିଏ ତାଲା ଏବଂ ଚାବି କିଣିକି ଆଣିବେ ଛୋଟ ବଡ଼ ଲୁହା ପିତ୍ତଲ କୌଣସି ଅସୁବିଧା ନାହିଁ ଯାହା ଆଣି ପାରିବେ ତେବେ ଏହା ପରେ ଆପଣ ଏହାକୁ ଆପଣଙ୍କ ଶୟନ କକ୍ଷର ତକିଆ ତଳେ ତାଲା ଚାବି କୁ ରଖିବେ ।

ମନେ ରଖିବେ ତାଲା ଖୋଲା ନଥିବ । ତେବେ ଏହାକୁ ଶୁକ୍ରବାର ରାତିରେ କରିବେ ଏବଂ ପରଦିନ ଅର୍ଥାତ ଶନିବାର ଏହାକୁ କୌଣସି ଗଛ ତଳେ ଯାଇ ରଖିଦେବେ । ଯେମିଟି ହିଁ ଏହି ତାରା କୌଣସି ବ୍ୟକ୍ତି ଖୋଲିବେ ତାପରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିଯିବ

Leave a Reply

Your email address will not be published. Required fields are marked *