ରାଶି ଅନୁସାରେ ଘରେ ଲଗାନ୍ତୁ ଏହି ଗଛ ଲତା ଦାରିଦ୍ରତା ସମାପ୍ତ ହୋଇଯିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ଜନ୍ମର ତିଥି ଏବଂ କାଳ ଅନୁଯାୟୀ ତାଙ୍କର ରାଶି ନିର୍ଦ୍ଧାରିତ କରାଯାଏ । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଥାଆନ୍ତି,ଏବଂ ସେହି ଅନୁସାରେ ମନୁଷ୍ୟର ସ୍ଵଭାବ ଆଉ ଭବିଷ୍ୟତ ତିଆରି ହୋଇଥାଏ । ଜନ୍ମ ଠାରୁ ନେଇକି ମୃତ୍ୟୁ ଯାଏଁ ବ୍ରହ୍ମାଣ୍ଡ ରେ ବିଦ୍ୟମାନ ଗ୍ରହମାନଙ୍କର ଦିଗ ଆଉ ତାଙ୍କର ରାଶି ଉପରେ ପଡୁଥିବା ପ୍ରଭାବ । ଏହି ପ୍ରକାରରେ ଜିବନ ରେ ଭଲ ଆଉ ଖରାପ ସମୟ ଆସିଥାଏ । ଅନେକ ଥର ଏହି ଖରାପ ସମୟ ବର୍ଷ ବର୍ଷ ପର୍ଯ୍ୟନ୍ତ ତାର ପିଛା ଛାଡିନଥାଏ । ସେହି ଲୋକକୁ କଷ୍ଟ ଭୋଗିବାକୁ ପଡିଥାଏ । କିନ୍ତୁ ଏହା ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ରେ ଅନେକ ଉପାୟ କୁହାଯାଇଛି । ଯାହାକୁ ବ୍ୟବହାର କରି ଗ୍ରହଙ୍କ ଦୁଷ୍ଟ ଚକ୍ର ଆଦି ରୁ ବଂଚିପାରିବ ।

ଜ୍ୟୋତିଷ ଶାସ୍ତ୍ର ରେ ପ୍ରତ୍ୟେକ ଗ୍ରହର ଗୋଟିଏ ବନସ୍ପତି ଥାଏ ଯଦି ସେହି ବନସ୍ପତି ର ରୂପନ ମନୁଷ୍ୟ କରେ ତାହେଲେ ସେ ଦୁଷ୍ଟ ପ୍ରଭାବ ରୁ ବଂଚିଯାଏ । ଯେତେବେଳେ ବୃକ୍ଷରେ ଫୁଲ,ଫଳ,ଏବଂ ଜୀବ ଜନ୍ତୁ ଙ୍କ ପାଇ ସହାୟକ ହୁଏ ଆଉ ଯଜ୍ଞ ପାଇଁ କାଠ ଏସବୁ ମିଳେ ତେବେ ସେହି ଗଛର ସମ୍ପୂର୍ଣ୍ଣ ପୂର୍ଣ୍ଣ ସେହି ଗଛକୁ ଲଗାଇ ଥିବା ବ୍ୟକ୍ତି କୁ ମିଳିଥାଏ । ସେଥିପାଇଁ ମନୁଷ୍ୟକୁ ନିଜ ରାଶି ଅନୁସାରେ ଗଛ ଲତା ଲଗେଇବା ଦରକାର । ଯାହା ଦ୍ୱାରା ତାର ଖରାପ ସମୟ ସମାପ୍ତ ହେବ ଆଉ ଭଲ ସମୟର ଆଗମନ ହେବ ,ତେବେ ଚାଲନ୍ତୁ ଜାଣିବା ରାଶି ଅନୁସାରେ କେଉଁ ଗଛ ଲଗେଇବା ଦରକାର ।

ମେଷ ଆଉ ବୃଷ ରାଶି : ଏହି ଦୁଇ ରାଶିର ଲୋକଙ୍କୁ ନିମ ଗଛ ଲଗାଇବା ଉଚିତ କାରଣ ଏହି ଦୁଇ ରାଶିର ଦେବତା ମଙ୍ଗଳ କୁ ମଣାଯାଇଛି । ଏହି ରାଶିର ଇଷ୍ଟ ଦେବତା ହନୁମାନ ଜି ଅଟନ୍ତି ତେବେ ମଙ୍ଗଳ ବାର ଦିନ ନିମ ଗଛ ଲଗାଇଲେ । ରୋଗ ବ୍ୟାଧି ସହ ବୈବାହିକ ଯିବନ ରେ ମଧ୍ୟ ଉନ୍ନତି ଦେଖାଦେବ ଏବଂ ଜିବନ ରେ ଦୁଃଖ କଷ୍ଟ ସବୁ ଦୁର ହୋଇଯିବ । ତେବେ ଆପଣ ଏହି ଗଛ ଆପଣଙ୍କ ଘରେ ଲଗାନ୍ତୁ ଆଉ ପ୍ରତ୍ୟେକ ଦିନ ପାଣି ଅବଶ୍ୟ ଦିଅନ୍ତୁ । ଆପଣଙ୍କ ମଙ୍ଗଳ ମଧ୍ୟ ଶାନ୍ତ ହୋଇଯିବ ।

ବୃଷଭ ଆଉ ତୁଳା ରାଶି : ଏହି ରାଶିର ଲୋକ ମାନେ ଧଳା ଫୁଲ ଗଛ ଲଗାଇବା ଉଚିତ କାରଣ ଏହି ରାଶିର ଇଷ୍ଟ ଦେବତା ହେଉଛନ୍ତି ଶୁକ୍ର । ଏହି ରାଶି ର ଲୋକମାନଙ୍କୁ ଧଳା ଫୁଲ ନିଜ ଘରେ କି କାମ କରୁଥିବା ସ୍ଥାନ ରେ ଲଗେଇ ଏହାର ଧ୍ୟାନ ନେଲେ ମନ ଚାହୁଁଥିବା ଫଳ ପ୍ରାପ୍ତି ହୁଏ । ତେବେ ବହୁତ ଧ୍ୟାନ ର୍ ସହ ବଢ଼ାଇ ଯେତେବେଳେ ଏହି ଗଛ ରେ ଫୁଲ ହୋଇଯିବ ତେବେ ଏହି ଫୁଲକୁ ମା ସରସ୍ଵତୀ ଙ୍କ ପଦ ରେ ଅର୍ପଣ କଲେ ଶୁଭ ହୁଏ ।

ମିଥୁନ ଆଉ କନ୍ୟା ରାଶି : ଏହି ରାଶିର ଇଷ୍ଟ ଦେଵତା ବୁଧ ଦେଵତା ତେବେ ଏହି ରାଶିର ଲୋକଙ୍କୁ ସବୁତ ଗଛ ଲଗାଇବା ଦରକାର କାରଣ ବୁଧଙ୍କର ପ୍ରିୟ ସବୁଜ ରଙ୍ଗ । ତେବେ ଏହି ରାଶିର ଲୋକ ଯଦି ତୁଳସୀ ବୃକ୍ଷ କୁ ଲାଗନ୍ତି । ନିଜ ଘରେ କିମ୍ବା ଯେଉଁଠି କାମ କରୁଥିବା ଜାଗାରେ ତେବେ ଏହା ଶୁଭ ଫଲ୍ ଦେଇଥାଏ । ଏହି ରାଶିର ଲୋକ ମାନେ ବୁଦ୍ଧିମାନ ହୋଇଥାନ୍ତି ତେବେ ଯଦି ଏହି ରାଶିର ଲୋକଙ୍କୁ ତୁଳସୀର କୃପା ମିଳିଯିବ ତେବେ ଏହି ଲୋକ ବିହୁତ ଉନ୍ନତି କରିବେ ।

କର୍କଟ ରାଶି : ଏହି ରାଶିର ଲୋକମାନଙ୍କୁ ବେଲ୍ ଗଛ ଲଗାଇବା ନିହାତି ଜରୁରି ଅଟେ । କାରଣ ଏହା ନକରତ୍ମକ ଚିନ୍ତାକୁ ଦୁର କରି ସକାରାତ୍ମକ ଉର୍ଜା ର ସଂଚାର କରିଥାଏ ଯଦି ଆପଣ ନକାରାତ୍ମକ ଚିନ୍ତାର ଶିକାର ହୋଇ କିଛି ଉନ୍ନତ କରିପାରୁନାହାନ୍ତି ତେବେ ଏହି ରାଶିର ଲୋକେ ବେଲ୍ ଗଛ ଲଗାଇଲେ ଶୁଭ ହେବା ସହ ଉନ୍ନତି ମଧ୍ୟ ହୋଇଥାଏ।

ସିଂହ ରାଶି : ଏହି ରାଶିର ଇଷ୍ଟ ଦେବତା ସୂର୍ଯ୍ୟ ଦେବ ଙ୍କୁ ମନାଯାଏ । ତେବେ ଏହି ରାଶିର ଲୋକ ମନର ପରିବାରିବ ଅଶାନ୍ତି ବୈବାହିକ କଳହ ରୁ ମୁକ୍ତି ପାଇବା ପାଇଁ ଗୋଲାପ ଏବଂ ତେଜ ପତ୍ର ଗଛ ଲଗେଇବା ଲାଭ ଦାୟକ ହୋଇଥାଏ ।

ଧନୁ ଏବଂ ମୀନ ରାଶି : ଏହି ରାଶିର ଇଷ୍ଟ ଦେଵତା ବୃହସ୍ପତି ବୋଲି ବିଶ୍ୱାସ କରାଯାଏ ତେବେ ଏହି ରାଶିର ଲୋକ ମାନେ ଅଶ୍ୱସ୍ତ ଗଛ ଲଗେଇବା ଦରକାର ଏବଂ ପ୍ରତିଦିନ ଏହାର ପୂଜା କରିବା ଉଚିତ ତେବେ ଏହି ରାଶି ରେ ଏହା କଲେ ନିଶ୍ଚିନ୍ତ ରୂପ ଶୁଭ ଫଳ ମିଳିଥାଏ ।

କୁମ୍ଭ ଆଉ ମକାର : ଏହି ରାଶିର ଲୋକଙ୍କୁ କଇଁଆ ଗଛ ଲଗେଇବା ଉଚିତ କାରଣ ଏହି ରାଶିର ଇସ୍ଟି ଦେଵତା ଶନି ଭଗବାନ ଙ୍କୁ ବିଶ୍ୱାସ କରାଯାଏ ତେବେ ଏହି ରାଶିର ଲୋକେ ଗଛ ଲଗାଇ ଶନିବାର ଦିନ ପାଣି ଚଢାଇଲେ ଶୁଭ ଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *