Heart Risk Food: ହାର୍ଟ ଆଟାକ୍ ର କାରଣ ବନିପାରେ ଏହି 4ଟି ଜିନିଷ, ତୁରନ୍ତ ଏହି ଜିନଷ ଠାରୁ ରୁହନ୍ତୁ ଦୂର ରେ |

ହାର୍ଟ ଆଟାକର ରିକ୍ସ ବଢ଼ିବାରେ ଅନେକ ଏମିତି ଜିନିଷ ଦାୟୀ ହୋଇଥାଏ ଯେଉଁଥିରୁ ଦୂରେଇବା ବହୁତ ଜରରି ହୋଇଥାଏ | ପ୍ରକୃତରେ ଖରାପ ଖାଇବା-ପିଇବା ପାଇଁ ହାର୍ଟ ଆଟାକର ଅସୁବିଧା ବଢିଥାଏ | ଏମିତିରେ ଆପଣଙ୍କୁ ନିଜର ଦିନଚର୍ଯ୍ୟ ଉପରେ ଖାସ ଧ୍ୟାନ ଦେବାକୁ ହେଵ, ନାହିଁତ ଆଟାକ ଆସିବାର ଶଙ୍କା ରହିଥାଏ | ହାର୍ଟ ପେସେଣ୍ଟଙ୍କୁ ହଇ ବ୍ଲଡ଼ପ୍ରେସର, କଲେଷ୍ଟ୍ରୋଲ ବଢିବା ହୃଦୟର ଧଡକନ କ୍ଷିପ୍ର ଗତିରେ କମିବାରେ ଲାଗିଥାଏ | ଯଦି ଆପଣ ଏହି ସମସ୍ୟାକୁ ଅଣଦେଖା କରିଲେ ତେବେ ଅସୁବିଧା ଆହୁରି ମଧ୍ୟ ବଢିଯାଇପାରେ | ତେବେ ଚାଲନ୍ତୁ ଜାଣିବା ଏମିତି କଣ 4ଟି ଜିନଷ ଅଛି, ଯାହା ଦ୍ୱାରା ହାର୍ଟକୁ ବିପଦ ରହିଥାଏ |

1- ବେଶୀ ମାତ୍ରାରେ ଲୁଣର ସେବନ :-

ଯଦି ଆପଣ ମଧ୍ୟ ବହୁତ ଅଧିକ ମାତ୍ରାରେ ଲୁଣର ସେବନ କରୁଛନ୍ତି ତେବେ ଏହି ଅଭ୍ୟାସକୁ ଜଲ୍ଦି ବଦଳେଇ ଦିଅନ୍ତୁ, କାରଣ ବେଶୀ ଲୁଣ ଆପଣଙ୍କ ହାର୍ଟ ପାଇଁ ଠିକ ନୁହଁ | କହିରଖୁଛୁ ଯେ ଅଧିକ ଲୁଣ ଖାଇବ ଦ୍ୱାରା ବ୍ଲଡ଼ ପ୍ରେସର ମଧ୍ୟ ବଢ଼ି ଯାଇପାରେ |

2- ବହୁତ ମାତ୍ରାରେ ମିଠାର ସେବନ :-

ଏହା ସାଥିରେ ହିଁ ବହୁତ ବେଶୀ ମିଠା ଖାଇବ ମଧ୍ୟ ହାର୍ଟ ପାଇଁ ଭଲ ହୋଇନଥାଏ, କାରଣ ବେଶୀ ମିଠା କହିବ ଦ୍ୱାରା ବଡି ଇନ୍ସୁଲିନର ବ୍ୟବହାର କରିପାରେ ନାହିଁ | ଏହା ଦ୍ୱାରା ଡାଇବେଟିସର ଭୟ ମଧ୍ୟ ରହିଥାଏ |

3- ଅଣ୍ଡାର ହଳଦିଆ ଅଂଶରୁ ମଧ୍ୟ ଅଛି ବିପଦ:-

ଏହା ସାଥିରେ ହିଁ ଅଣ୍ଡାର ହଳଦିଆ ଅଂଶକୁ କେବେ ମଧ୍ୟ ନିଜ ଡାଏଟରେ ସାମିଲ କରନ୍ତୁ ନାହିଁ, କାରଣ ଏହାର ହଳଦିଆ ଅଂଶରେ ସନ୍ତୁଳିତ ଚର୍ବି ରହିଥାଏ | ସେଥିପାଇଁ ଅଣ୍ଡାର ସୀମିତ ମାତ୍ରାରେ ହିଁ ସେବନ କରନ୍ତୁ |

4- କରନ୍ତୁ ନାହିଁ ମଇଦାର ସେବନ :-

ମଇଦା ତ ଆପଣଙ୍କ ଶରୀର ପାଇଁ କୌଣସି ପ୍ରକାରରୁ ମଧ୍ୟ ଭଲ ନୁହେଁ | ଖାସ କରି ହାର୍ଟ ପେସେଣ୍ଟଙ୍କ ପାଇଁ ଏହା ବହୁତ ବିପଦ୍ଜନକ ହୋଇଥାଏ | ଏହାର ସେବନରେ ଶରୀରରେ କଲେଷ୍ଟ୍ରୋଲ ବଢିଥାଏ |

Leave a Reply

Your email address will not be published. Required fields are marked *