କେବଳ ଏହି ଜିନିଷ ଖାଇବା ଦ୍ୱାରା ହାଇ-ବ୍ଲଡ଼ପ୍ରେସର ହୋଇଯିବ କଣ୍ଟ୍ରୋଲ,ତୁରନ୍ତ ଜାଣନ୍ତୁ

କଣ ଆପଣ ଜାଣିଛନ୍ତି କି ଅଣ୍ଡାର ଧଳା ଅଂଶ ଆପଣଙ୍କ ପାଇଁ କେତେ ଫଳପ୍ରଦ ହୋଇପାରେ । ଅଣ୍ଡାର ଧଳା ଅଂଶରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଥାଏ ବୋଲି ବିଶ୍ୱାସ କରାଯାଏ । ଏହି କାରଣରୁ ଅଧିକାଂଶ ଲୋକ କୁହନ୍ତି କି ଅଣ୍ଡାର ଧଳା ଅଂଶକୁ ଆମେ ଆମ ଡାଇଟ୍ ରେ ସାମିଲ କରିବା ଉଚିତ । କଣ ଆପଣ ଜାଣିଛନ୍ତି କି ପ୍ରୋଟିନ ସହିତ ଅଣ୍ଡାର ଧଳା ଅଂଶ ଅନେକ ରୋଗ ସହ ଲଢ଼ିବାକୁ ସାହାଯ୍ୟ କରିଥାଏ ।

ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିବ :-

ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ସହ ହାର୍ଟ ସମ୍ବନ୍ଧିତ ସବୁ ପ୍ରକାରର ସମସ୍ୟାଗୁଡିକ ମଧ୍ୟ ଦୂର ହୋଇଯାଇ ପାରେ । ଅର୍ଥାତ ଯଦି ଆପଣ ଅଣ୍ଡାର ଧଳା ଅଂଶ ଖାଆନ୍ତି ନାହିଁ ତେବେ ଆଜି ହିଁ ଏହାକୁ ନିଜର ଡାଇଟ୍ ରେ ସାମିଲ୍ କରନ୍ତୁ।

ଥକାପଣ ବି ଦୂର ହେବ :-

ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଆପଣଙ୍କର ଥକାପଣ ବି ଦୂର ହୋଇଯିବ । ଅର୍ଥାତ ଯଦି ଆପଣଙ୍କୁ ଲାଗୁଚି କି ଆପଣ ଥକି ପଡୁଛନ୍ତି ତେବେ ଆଜି ହିଁ ଅଣ୍ଡାର ଧଳା ଅଂଶକୁ ଆପଣଙ୍କ ଡାଇଟ୍ ରେ ସାମିଲ କରନ୍ତୁ ।

ହାଡ଼ ବି ମଜବୁତ ହେବ :-

ପ୍ରକୃତରେ,ଅଣ୍ଡାର ଧଳା ଅଂଶରେ କ୍ୟାଲସିୟମ୍ ଭରପୁର ମାତ୍ରା ରେ ରହିଥାଏ । ଏହି କାରଣ ହେଉଛି କି ଏହାକୁ ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ । ଯଦି ଆପଣଙ୍କୁ କ୍ୟାଲସିୟମ୍ ନେବାର ପରାମର୍ଶ ଦିଆଯାଉଛି ତେବେ ଅଣ୍ଡାର ଧଳା ଅଂଶକୁ ଖାଆନ୍ତୁ।

Leave a Reply

Your email address will not be published. Required fields are marked *