ସ୍ୱପ୍ନ କେଉଁ ସମୟରେ ଦେଖିଲେ ତାର ଫଳ କେତେ ଦିନରେ ସତ ହେବ। ସ୍ୱପ୍ନର ରହସ୍ୟ କଣ ରହିଛି।

ବନ୍ଧୁଗଣ ରାତିରେ ଶୋଇବା ସମୟରେ ସମସ୍ତେ ସ୍ୱପ୍ନ ଦେଖନ୍ତି। ଅଲଗା ଅଲଗା ସ୍ୱପ୍ନ ଦେଖନ୍ତି। ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି। ଏମିତି ସ୍ୱପ୍ନ ବି ଦେଖିଥାନ୍ତି ଯାହା ଆପଣଙ୍କ ଜୀବନରେ କିଛିବି ମହତ୍ତ୍ୱ ବା ମୂଲ୍ୟ ରହିନଥାଏ। କିନ୍ତୁ ସ୍ୱପ୍ନ ବେଳେବେଳେ ସତ ହୋଇଯାଇଥାଏ। ଏବଂ ସ୍ୱପ୍ନର ମାଧ୍ୟମରେ ଆମ ଜୀବନରେ ଅନେକ ପ୍ରକାର ସଂକେତ ଦେଖିବାକୁ ମିଳିଥାଏ। ଏହା ସହିତ ଜାଣିବା କେଉଁ ସ୍ୱପ୍ନ ଆମ ସହ ଖରାପ ହେବାକୁ ଯିବ ଏବଂ କେଉଁ ସମୟରେ ଦେଖାଯାଇଥିବା ସ୍ୱପ୍ନ କେତେ ଦିନରେ ସତ ହେବାର ସମ୍ଭାବନା ରହିଥାଏ। ସୁଖ ସ୍ୱପ୍ନ ଦେଖିଲେ କଣ କରିବାକୁ ପଡିବ। ଦୁଃଖ ସ୍ୱପ୍ନ ଦେଖିଲେ କଣ କରିବାକୁ ପଡିବ। ସ୍ୱପ୍ନକୁ ନେଇ ସ୍ୱପ୍ନଶାସ୍ତ୍ରର କଥା ଆମେ ଆପଣଙ୍କୁ ଜଣେଇବୁ। ତା ସହିତ ଆମେ ଆପଣଙ୍କୁ ଜଣେଇବୁ ସ୍ୱପ୍ନ କେତେବେଳେ ଦେଖିଲେ କେଉଁ ଫଳ ମିଳିଥାଏ। ସେଥିପାଇଁ ଆପଣମାନେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ପୁରାଣ ଅନୁସାରେ ଭଲ ସ୍ୱପ୍ନର କୌଣସି ଜରୁରୀ କଥା ଜାଣି ରଖିବା ଉଚିତ। ଭଲ ସ୍ୱପ୍ନ ଦେଖିବା ପରେ ନିଦ ଭାଙ୍ଗିଗଲେ ଆମକୁ ପୁଣି ଥରେ ଶୋଇବା ଉଚିତ ନୁହେଁ। ସେହି ଭଲ ସ୍ୱପ୍ନ ପାଇଁ ଭଗବାନଙ୍କୁ ଧନ୍ୟବାଦ ନିଶ୍ଚୟ କରନ୍ତୁ। ସେଜ ଉପରେ ବସି ଭଗବାନଙ୍କୁ ଧ୍ୟାନ କରନ୍ତୁ। ତା ସହିତ ଭଲ ସ୍ୱପ୍ନ ଦେଖିବା ପରେ ଧ୍ୟାନ ରଖିଥିବେ କି କେବେ କାହାକୁ କହିବେ ନାହିଁ। ଅନ୍ୟଥା ଏହି ସ୍ୱପ୍ନଟି ସାକାର ହେବ ନାହିଁ। ଏଥିପାଇଁ ଚେଷ୍ଟା କରନ୍ତୁ ଭଲ ସ୍ୱପ୍ନ ଦେଖିବା ପରେ ଗୋପନ ରଖନ୍ତୁ। ଯଦି ଭୟଙ୍କର ସ୍ୱପ୍ନ ୧୨ ତା ରୁ ୨ ଭିତରେ ଦେଖୁଛନ୍ତି ତେବେ ତୁରନ୍ତୁ ଆପଣ ଭଗବାନ ଶିବଙ୍କ ଧ୍ୟାନ କରିବା ଉଚିତ। କିମ୍ବା ଓଁ ନମଃ ଶିବାୟର ଜପ କରିବା ଉଚିତ। ସକାଳେ ଉଠିବା ପରେ ଗାଧୋଇ ସାରି ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ପୂଜା ନିଶ୍ଚୟ କରନ୍ତୁ। ଏମିତି କରିବା ଦ୍ୱାରା ଦେଖିଥିବା ଖରାପ ସ୍ୱପ୍ନର ପ୍ରଭାବ ସମାପ୍ତ ହୋଇଯିବ। ଯଦି ଭୟଙ୍କର ସ୍ୱପ୍ନ ଆପଣ ବାରମ୍ବାର ଦେଖୁଛନ୍ତି ତାହେଲେ ଆପଣ ଭଗବାନ ଶିବଙ୍କର ସହିତ ଭଗବାନ ହନୁମାନଙ୍କର ଧ୍ୟାନ ମଧ୍ୟ ନିଶ୍ଚୟ କରନ୍ତୁ। ହନୁମାନଙ୍କ ଧ୍ୟାନ କରିବା ସହ ହନୁମାନ ଚାଳିସା, ହନୁମାନ ଅସ୍ତକମ ପାଠ ନିଶ୍ଚିତ ରୂପେ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ଖରାପ ସ୍ୱପ୍ନର ଖରାପ ଫଳ ମିଳିବ ନାହିଁ। ରାତି ୧୨ ଟା ପୂର୍ବରୁ ଦେଖିଥିବା ସ୍ୱପ୍ନ ମନର ବିକୃତି ପାଇଁ ହୋଇଥାଏ। ଅର୍ଥାତ ଏହି ସ୍ୱପ୍ନ ଅର୍ଥହୀନ ମାନାଯାଇଛି। ଏହି ସ୍ୱପ୍ନକୁ ଭୁଲି ଯାଆନ୍ତୁ। ଏହି ସ୍ୱପ୍ନର ଖରାପ ବା ଭଲ ଫଳ ଆପଣଙ୍କୁ ମିଳିବ ନାହିଁ। ରାତି ୧୨ ଟାରୁ ୧ ମଧ୍ୟରେ ଯଦି ଆପଣ ସ୍ୱପ୍ନ ଦେଖିଛନ୍ତି ତାହେଲେ ଏହି ସ୍ୱପ୍ନକୁ ପୁରା ହେବା ପାଇଁ ୩ ବର୍ଷ ଲାଗିଯାଇଥାଏ। ଏଥିପାଇଁ ଏହି ସ୍ୱପ୍ନର ବେସି ମହତ୍ତ୍ୱ ନଥାଏ। ରାତି ୧ ରୁ ୨ ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ। ଏକ ବର୍ଷ ଭିତରେ ଆପଣଙ୍କୁ ମିଳିବ। ରାତି ୩ ଟାରୁ ୪ ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୬ ମାସ ଭିତରେ ଆପଣଙ୍କୁ ମିଳିଯିବ। ସକାଳ ୪ ଟାରୁ ୫ ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୩ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ।ସକାଳ ୫ ଟାରୁ ୬ ଟା ଭିତରେ ଯଦି ଆପଣ ସ୍ୱପ୍ନ ଦେଖିଥାନ୍ତି ତେବେ ସେହି ସ୍ୱପ୍ନର ଫଳ ଏକ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ। ତା ସହିତ ଦିନରେ ଦେଖାଯାଇଥିବା ସ୍ୱପ୍ନକୁ ଭୁଲିଯିବା ଭଲ ହୋଇଥାଏ କାରଣ ଏହାର କିଛି ଫଳ ନଥାଏ।

ଏବେ ଆସନ୍ତୁ ଜାଣିବା କିଛି ବିଶେଷ ସ୍ୱପ୍ନ ଏବଂ ତାର ଫଳ ବିଷୟରେ।

Google

ସ୍ୱପ୍ନରେ ଛୋଟ ଛୁଆକୁ କୋଳରେ ଧରି ଦେଖିବା:-

ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସୁଛି ସେଥିରେ ଗୋଟେ ଛୁଆକୁ ଆପଣ ଧରୁଛନ୍ତି କିମ୍ବା କୋଳରେ ନେଇଛନ୍ତି ଏହାର ଅର୍ଥ ଆପଣଙ୍କୁ ଜୀବନରେ ସୁଖ ସମୟ ଆସିବାର ସଂକେତ ଦେଉଛି। ଏବଂ ଏହିପରି ସ୍ୱପ୍ନ ଆପଣଙ୍କୁ ଲାଭ ଦେଇଥାଏ। ଏହିଭଳି ସ୍ୱପ୍ନ ଦେଖିଲେ ତୁରନ୍ତ ଭଗବାନଙ୍କୁ ଧନ୍ୟବାଦ କରି ଧ୍ୟାନ କରନ୍ତୁ।

ସ୍ୱପ୍ନରେ ପାରା ଦେଖିବା:-

ଯଦି ଆପଣ ସ୍ୱପ୍ନରେ ପାରା ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହି ସଂକେତ ଦେଇଥାଏ କି ଆପଣଙ୍କୁ ଭୟଙ୍କର ରୋଗରୁ ମୁକ୍ତି ମିଳିବାକୁ ଯାଉଛି

ସ୍ୱପ୍ନରେ ନିଜ ଭାଇକୁ ଦେଖିବା:-

ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହି ସବୁ ସଂକେତ ଦେଇଥାଏ କି ଆପଣଙ୍କର ଜୀବନରେ ବହୁ ଶୀଘ୍ର ନୂଆ ମିତ୍ର ଆସିବାକୁ ଯାଉଛି।

ସ୍ୱପ୍ନରେ ନିଜର ମୃ-ତ୍ୟୁ ଦେଖିବା:-

ବନ୍ଧୁଗଣ ବେଳେବେଳେ ଏମିତି ହୋଇଥାଏକି ଯେବେ ଆମେ ନିଜକୁ ସ୍ୱପ୍ନରେ ମୃ-ତ୍ୟୁ ଦେଖିଥାଉ କିନ୍ତୁ ବନ୍ଧୁଗଣ ଏହି ସ୍ୱପ୍ନ ପାଇଁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଏହି ସ୍ୱପ୍ନ ଆମକୁ ଏହି ସଂକେତ ଦେଇଥାଏ କି ଆପଣ ଆପଣଙ୍କର ଜୀବନରେ ଖରାପ ଗୁଣ ସବୁ ପଛରେ ଛାଡି ସବୁ ପ୍ରକାରର ରୋଗରୁ ମୁକ୍ତି ପାଇ ଆଗକୁ ବଢିବାର ଇଚ୍ଛାକୁ ପୁରା କରୁଛନ୍ତି।

Google

ମଶାଣୀର ଶ-ବ ଦେଖିବା:-

ଯଦି ଆପଣ ସ୍ୱପ୍ନରେ ମ-ଶାଣୀ-ର ଶ-ବ ଦେଖୁଛନ୍ତି ତାହେଲେ ଏହା ଶୁଭ ଲାଭ ପାଇଁ ସଂକେତ ଦେଇଥାଏ। ଏମିତି ସ୍ୱପ୍ନ ଆସିବା ପରେ ଆପଣଙ୍କ ଜୀବନରେ ଉନ୍ନତି ହୋଇଥାଏ।

ସ୍ୱପ୍ନରେ ତ୍ରିଶୂଳ ଦେଖିବା:-

ଯଦି ଆପଣ ସ୍ୱପ୍ନରେ ତ୍ରିଶୂଳ ଦେଖୁଛନ୍ତି ତାହେଲେ ଏହା ସଂକେତ ମିଳିଥାଏ କି ଆପଣ ଆପଣଙ୍କର ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଯାଇଛି।

ସ୍ୱପ୍ନରେ ବନ୍ଧୁବାଦ୍ଧବଙ୍କୁ ଦେଖିବା:-

ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ଏହି ସଂକେତ ଦେଇଥାଏ କି ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ସ୍ୱପ୍ନରେ ମନ୍ଦିର ଦେଖିବା:-

ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ରାତିରେ ଆସୁଛି ତାହେଲେ ଆପଣଙ୍କ ଦ୍ୱାରା ଧାର୍ମିକ କାର୍ଯ୍ୟରେ ବୃଦ୍ଧି ହେବ।

Google

ସ୍ୱପ୍ନରେ ଫକୀର ବାବାଙ୍କୁ ଦେଖିବା:-

ବନ୍ଧୁଗଣ ଆପଣ ଯଦି ଏମିତି ସ୍ୱପ୍ନ ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଏହାକୁ ଶୁଭ ମାନାଯାଏ।

ସ୍ୱପ୍ନରେ ଘର ଜ-ଳି-ବା ଦେଖିବା:-

ଯଦି ଆପଣ ସ୍ୱପ୍ନରେ କାହାର ଘର ଜ-ଳିବାର ଦେଖୁଛନ୍ତି ତାହେଲେ ଏହା ଶୁଭ ସମୟର ସଂକେତ ଦେଇଥାଏ।

ସ୍ୱପ୍ନରେ ସାପ ଦେଖିବା:-

ଯଦି ଆପଣ ସ୍ୱପ୍ନରେ ଅଜଗର ସାପ ଦେଖୁଛନ୍ତି ତାହେଲେ ଏହି ସଂକେତ ମିଳିଥାଏ କି ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି।

ସ୍ୱପ୍ନରେ କାଉ ଦେଖିବା:-

ଯଦି ଆପଣ ସ୍ୱପ୍ନରେ କାଉ ଦେଖୁଛନ୍ତି ତାହେଲେ ଆପଣଙ୍କୁ ଗୋଟେ ଖରାପ ସୂଚନା ମିଳିବାର ସଂକେତ ଦେଇଥାଏ।

Google

ସ୍ୱପ୍ନରେ ଝିଟିପିଟି ଦେଖିବା:-

ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଦେଖନ୍ତି ତାହେଲେ ଆପଣ ସତର୍କ ହୋଇ ରହିଥାନ୍ତୁ। କାରଣ ଏହା ସଂକେତ ଦେଇଥାଏ କି ବହୁତ ଜଲଦି ଆପଣଙ୍କ ଘରେ ଚୋରି ହେବାକୁ ଯାଉଛି।

ସ୍ୱପ୍ନରେ ନିଜକୁ ପଡିବାର ଦେଖିବା:-

ସ୍ୱପ୍ନରେ ଯଦି ଆପଣ ନିଜକୁ ରାସ୍ତାରେ କିମ୍ବା ଅନ୍ୟ କେଉଁଠି ପଡିବାର ଦେଖନ୍ତି ତାହେଲେ ଏହି ସ୍ୱପ୍ନ ଆପଣଙ୍କ ଜୀବନରେ ଆସିବାକୁ ଥିବା ସଙ୍କଟର ସଂକେତ ଦେଇଥାଏ। ଧନ, ବ୍ୟବସାୟ ସ୍ୱସ୍ଥ୍ୟ ସମ୍ବଦ୍ଧିୟ ସମସ୍ୟା ଆସିପାରେ।

ଯଦି ସ୍ୱପ୍ନରେ ନିଜକୁ ପଡିବା ପଡି ପୁଣି ଉଠିବା ଦେଖନ୍ତି ତାହେଲେ ଆଗକୁ ଜୀବନରେ ଆହୁରି ପ୍ରଗତି କରିଦିଏ।ସ୍ୱପ୍ନରେ କାହାର ଶେଷ ଯାତ୍ରା ଦେଖିବା। ଏହାର ଅର୍ଥ ଆପଣଙ୍କର ଖରାପ କାମ ସବୁ ବହୁତ ଜଲଦି ଠିକ ହେବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *