ମ-ରିଗଲେ ବି ଏପରି ଆଇନା ଘରେ ରଖନ୍ତୁ ନାହିଁ, ଜାଣନ୍ତୁ ଭ-ୟଙ୍କ-ର କଥା

ବନ୍ଧୁଗଣ ଆପଣ ସର୍ବପ୍ରଥମେ ଏହା ଦେଖିବେ କି ଆପଣଙ୍କ ଘରେ ଆଇନା କେଉଁ ଦିଗରେ ରହିଛି। କାରଣ ବସ୍ତୁ ଶାସ୍ତ୍ର ଅନୁସାରେ ଘରର ଏହି ଦିଗରେ ଆଇନା ଲଗାଇବା ଦ୍ଵାରା ଭୟଙ୍କର ବ-ର୍ବା-ଦି ଏବଂ ଅନେକ ବି-ପ-ଦ ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ଘରେ ସକାରାତ୍ମକ ଉର୍ଜା ବଢେଇବାରେ ସହାୟକ ହୋଇଥାଏ। ଆଇନା ଦ୍ଵାରା କିଛି ଏପରି ଫାଇଦା ରହିଛି କି ଯାହାଦ୍ଵାରା ଆପଣ ନିଜ ଘରେ ଧନ, ସୁଖସମୃଦ୍ଧିକୁ ବଢେଇ ପାରିବେ। ଏହାଦ୍ବାରା ଆପଣ ଘରେ ଥିବା ନକାରାତ୍ମକ ଉର୍ଜାକୁ ଦୂର କରି ପାରିବେ। ବାସ୍ତୁ ଦୋଷକୁ ଦୂର କରି ପାରିବେ। ଘରର କେଉଁ ଦିଗରେ କେଉଁ ପ୍ରଭୃତିର ଦର୍ପଣ ଲଗାଇବେ। ନହେଲେ ଭୁଲ ଜାଗାରେ ଥିବା ଦର୍ପଣ ଯୋଗୁଁ ଆପଣଙ୍କୁ ଦୁଃଖ ଦେଇପାରେ। ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ।

Google

ପ୍ରଥମେ ହେଉଛି ଦର୍ପଣ କେବେବି ଦକ୍ଷିଣ ଓ ପଶ୍ଚିମ ଦିଗରେ ଲଗାଇବା ଉଚିତ ନୁହେଁ । କାରଣ ପୂର୍ବ ଏବଂ ଉତ୍ତର ଦିଗରେ ଆସୁଥିବା ସକାରାତ୍ମକ ଊର୍ଜାକୁ ପ୍ରତିଫଳିତ କରି ଘରୁ ବାହାର କରି ଦେଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦର୍ପଣକୁ ସବୁବେଳେ ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଉଚିତ। ଉତ୍ତର ଦିଗରେ ଲଗା ଯାଇଥିବା ଦର୍ପଣ ବ୍ୟକ୍ତିକୁ ଆର୍ଥିକ ରୂପରେ ସୁଦୃଢ କରିଥାଏ। ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ଵାରା ପରିବାର ଲୋକଙ୍କର ଉନ୍ନତି ହେବା ସହିତ ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ।

ଦ୍ଵିତୀୟରେ ହେଉଛି ଶୟନ କକ୍ଷରେ ଆଇନା ଲଗାନ୍ତୁ ନାହିଁ। ଯଦି ଆଇନା ଲଗାଇବା ନିହାତି ଜରୁରୀ ଅଟେ, ତାହେଲେ ଆଇନା ଖଟର ସାମ୍ନାରେ ରଖିବା ଉଚିତ ନୁହେଁ। ଯଦି ଏଭଳି ଆଇନା ରଖିବେ ତାହେଲେ ପତିପତ୍ନୀଙ୍କ ମଧ୍ୟରେ ସର୍ବଦା ବି-ବାଦ ଲାଗି ରହିବ। ଆପଣଙ୍କ ସମ୍ପର୍କକୁ ଖରାପ ନଜର ଲାଗିପାରେ। ଆପଣଙ୍କ ଉପରେ ନକାରାତ୍ମକ ଉର୍ଜା ପଡିପାରେ। ସେଥିପାଇଁ ପାଇଁ ଆଇନା ଉପରେ ସର୍ବଦା କପଡ଼ା ଘୋଡେଇ ଲଗେଇବା ଉଚିତ।

Google

ତୃତୀୟରେ ହେଉଛି ଘରକୁ ପ୍ରବେଶ କରିବା ସମୟରେ ସାମ୍ନାରେ ଯେପରି ଆଇନା ଲଗାଇବେ ନାହିଁ। ଏପରି ହୋଇଥିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବନ୍ଧୁଗଣ ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ନଚେତ ବି-ପଦରେ ପଡି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *