ସ୍ତ୍ରୀ ଯଦି ଏହି ୫ ଟି କାମ କରେ ସ୍ୱାମୀ ଏବଂ ପରିବାର ଉପରକୁ ଆସିଥାଏ ଭୟଙ୍କର ସଙ୍କଟ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ନାରୀ ଚାହିଁଲେ ଘରକୁ ସ୍ୱର୍ଗ କରିପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରିବ। ଗୋଟିଏ ବ୍ୟକ୍ତିର ସଫଳତା ପଛରେ ସର୍ବଦା ନାରୀରି ହାତ ହିଁ ରହିଥାଏ। ଏବଂ ବିଫଳତା ପଛରେ ମଧ୍ୟ ନାରୀର ହାତ ହିଁ ରହିଥାଏ। ପ୍ରାଚୀନ କାଳରୁ ହିଁ ଘରର ଝିଅ ବହୁଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ଆମ ଶାସ୍ତ୍ରରେ ବହୁ ଏବଂ ଝିଅ ମାନଙ୍କର ଏଭଳି କିଛି ଗୁଣ ବିଷୟରେ କୁହାଯାଇଛି କି ଯାହା ଯୋଗୁ ସୁଖୀ ଏବଂ ଖୁସି ପରିବାର ମଧ୍ୟ ଦୁଃଖ କଷ୍ଟର ଶିକାର ହୋଇପାରନ୍ତି। ଏବଂ ଘରକୁ ଦରିଦ୍ରତା ମଧ୍ୟ ପ୍ରବେଶ କରିଥାଏ। ତେବେ ଆସନ୍ତୁ ଜାଣିନେବା ନାରୀ ମାନଙ୍କର ସେହିସବୁ ଭୁଲ କାମ ବିଷୟରେ। ଯେଉଁ ଘରର ନାରୀମାନେ ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲାଉଥାନ୍ତି ତେବେ ସେହି ଘର କେବେବି ବର୍ବାଦ ହୋଇପାରେ। ଏହି ଗୁଣ ବା ଅଭ୍ୟାସ ପାଇଁ ମା ଲକ୍ଷ୍ମୀ କ୍ରୋଧିତ ମଧ୍ୟ ହୋଇପାରନ୍ତି। ପରିବାରରେ ବହୁତ ଦୁଃଖ କଷ୍ଟ ଏବଂ ଅସୁବିଧା ମଧ୍ୟ ଦେଖାଦିଏ।

ଏହା ଛଡା କୌଣସି ସଦସ୍ୟଙ୍କର ଚାକିରୀ ମଧ୍ୟ ଯାଇପାରେ। ତେଣୁ କେବେବି ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲାଇବା ଉଚିତ ନୁହେଁ। ଯେଉଁ ଘରର ମହିଳାମାନେ ଝାଡୁକୁ ଗୋଡ଼ ବା ପାଦରେ ଲଗାନ୍ତି ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। କାରଣ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ। ତେଣୁ ଏପରି କରିବା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ।ତେଣୁ ମା ଲକ୍ଷ୍ମୀ ସେଠାରେ କେବେହେଲେ ବାସ କରନ୍ତି ନାହିଁ। ଏବଂ ସେ ଘରେ ଧନର ଅଭାବ ମଧ୍ୟ ଦେଖାଦେଇଥାଏ। ଗ୍ୟାସ କିମ୍ବା ଚୁଲା ଉପରେ ଅଇଁଠା ବାସନକୁ ରଖିବା। ଏଭଳି କରି ଯଦି କୌଣସି ମହିଳା ଶୋଇ ପଡେ ତେବେ ଏହିଭଳି ଘରେ ମା ଲକ୍ଷ୍ମୀ କେବେହେଲେ ବାସ କରନ୍ତି ନାହିଁ। ସେହି ଘରେ ଧନର ଅଭାବ ମଧ୍ୟ ଦେଖାଦେଇଥାଏ। ଏହା ଯୋଗୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଯଦି ଘରର ମହିଳା ମାନେ ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତି ତେବେ ସେହି ଘର ବର୍ବାଦିର କାରଣ ହୋଇଥାଏ।ହିନ୍ଦୁ ଧର୍ମରେ ବା ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ।

ତେଣୁ ଭୁଲରେ ବି ଦୁଆର ମୁହଁରେ ବସି ଭୋଜନ ଗ୍ରହଣ କରନ୍ତୁ ନାହିଁ। ଯେଉଁ ମହିଳାମାନେ ରାତିରେ କିମ୍ବା ସନ୍ଧ୍ୟା ସମୟରେ ଝାଡୁ କରେ ସେଠାରେ ମା ଲକ୍ଷ୍ମୀ କେବେହେଲେ ବାସ କରନ୍ତି ନାହିଁ। ଏହା ଛଡା ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ କେବେବି ଘରକୁ ଧୋଇବା ବା ପୋଛିବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଏବଂ ସେଠାରେ ବାସ କରନ୍ତି ନାହିଁ। ତେବେ ବନ୍ଧୁଗଣ ଯେଉଁ ଘରର ମହିଳାମାନେ ଏହି ୫ ଟି କାମ କରିଥାନ୍ତି ସେହି ଘର ଉପରକୁ ଦୁଃଖ ଏବଂ ଦରିଦ୍ରତା ମାଡି ଆସିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *