ଯାହାର ନିଦ ସକାଳ 3 ଟାରୁ 5ଟା ଭିତରେ ଭାଙ୍ଗିଥାଏ,ସେ ଏହି ପୋଷ୍ଟ ଥରେ ନିଶ୍ଚିନ୍ତ ପଢନ୍ତୁ..

ନିଦ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ,ଖାଦ୍ୟ ଯେତିକି ଶରୀର ପାଇଁ ଆବଶ୍ୟକ ଠିକ ସେତିକି ନିଦ ମଧ୍ୟ ଆବଶ୍ୟକ | ଠିକସେ ସେତିକି ନିଦ ବି ଶରୀର ପାଇଁ ଆବଶ୍ୟକ ନିଦ ଯଦି ପୁରା ନହେବ ତାହେଲେ ମଣିଷର ଶାରୀରିକ ଆଉ ମାନସିକ ସ୍ତରରେ ଅସୁବିଧା ହୋଇଥାଏ | ତେବେ ଆଜି ର ସମୟରେ ସଠିକ ନିଦ ନେବା ଅତି କଷ୍ଟକର ହୋଇଥାଏ, ସୋସିଆଲ ମିଡ଼ିଆ ବ୍ୟବହାର କରି ମଣିଷ ରାତି ଅଧା ଯାଏଁ ଚେଇଁ ରହୁଛି | ତେବେ ଏଭଳି ପରିସ୍ଥିତିରେ ମଣିଷ ଠିକ ନିଦ ନେଇପାରିନଥାଏ |

ତେବେ ସେଥିପାଇଁ ବାରମ୍ବାର ରାତି ରେ ନିଦ ଭାଙ୍ଗି ଯାଇଥାଏ, ବୈଜ୍ଞାନିକ ମାନଙ୍କ ଅନୁଯାୟୀ ମଣିଷ ନିଦ ସାଧାରଣତଃ ରାତିର ତୃତୀୟ ପ୍ରହରରେ ଭାଂଗିଥାଏ କାରଣ ଏହି ସମୟରେ ନିଦ ତାର ଅବସ୍ଥିତି ବଦଳେଇ ଥାଏ | ତେବେ ଯଦି ଆପଣ ଙ୍କ ନିଦ ରାତିରେ ଥରେ ଥରେ ଭାଙ୍ଗିଯାଏ ତେବେ ଏହା ପ୍ରାକୃତିକ ହୋଇଥାଏ କିନ୍ତୁ ଯଦି ଆପଣଙ୍କ ନିଦ ବାରମ୍ବାର ଏକ ବିଶେଷ ସମୟରେ ଭାଙ୍ଗେ ତେବେ ଏହାର ଅର୍ଥ ମଧ୍ୟ ରହିଥାଏ | ତେବେ ଆଜି ଆମେ ସେହି ବିଷୟରେ କହିବାକୁ ଯାଉଛୁ ଯଦି ଏହି ବିଶେଷ ସମୟରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଏହାର ସଂକେତ କଣ? ଚାଲନ୍ତୁ ଜାଣିବା…

ଯଦି ଆପଣଙ୍କ ନିଦ 11 ରୁ 12 ଭିତରେ ଭାଙ୍ଗୁଛି ତେବେ ଏହାର କାରଣ ଆପଣଙ୍କ ଜୀବନ ରେ କୌଣସି ଚିନ୍ତା ରହିଛି, ଯେଉଁଥି ପାଇଁ ଆପଣ ଅନେକ ହଇରାଣ ହେଉଛନ୍ତି | ତେବେ ଏଭଳି ପରିସ୍ଥିତିରେ ଆପଣ ସେଥିରୁ ମୁକ୍ତି ପାଇବା ପାଇଁ, ନିଜକୁ ସକାରାତ୍ମକ ଉର୍ଜା ରେ ଭରିବାକୁ ହେବ | ଯାହା ହେବାର ଥିବ ହେବ ଏଥିରେ ଏତେ ଚିନ୍ତା କରି ଚିତା ରେ ଜଳିବା ଉଚିତ ନୁହେଁ | ତେବେ ଆପଣ ଏଥିରୁ ନିଜକୁ ମୁକ୍ତ କରିବା ପାଇଁ ନିଜ ମନକୁ ବୁଝେଇବା ଆବଶ୍ୟକ ହୋଇଥାଏ |

ତେବେ ଯଦି ଆପଣଙ୍କ ନିଦ 12 ରୁ 1 ଭିତରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ନକାରାତ୍ମକ ଶକ୍ତି ଘରେ ରହିଛି | ଯେମିତି ତନ୍ତ୍ର ମନ୍ତ୍ର ହେଉ କିମ୍ବା କାହାର ନଜର ଲାଗିବ ଅବା ଭୁତ ପ୍ରେତର ଥିବାର ମଧ୍ୟ ଅଧିକ ଆଶଙ୍କା ରହୁଛି | ତେବେ ଏଭଳି ପରିସ୍ଥିତି ରେ ସତର୍କ ରୁହନ୍ତୁ ଆଉ କୌଣସି ଉପାୟ ଏହା ପାଇଁ ନିଶ୍ଚିନ୍ତ କରନ୍ତୁ |

ବନ୍ଧୁଗଣ ରାତିର 1 ରୁ 3 ଟା ଯାଏଁ ର ନିଦ ସବୁଠାରୁ ଗଭୀର ହୋଇଥାଏ | ଯଦି ଏହି ସମୟରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଏହାର କାରଣ ଆପଣଙ୍କ ସ୍ୱାସ୍ଥ୍ୟ ହୋଇଥାଏ | ନିଶ୍ଚିତ ଭାବରେ ଆପଣଙ୍କ ଯକୃତ ରେ କୌଣସି ଅସୁବିଧା ହୋଇଛି, ତେବେ ଏହାର ଉପଚାର କରନ୍ତୁ ପାଣି ପିଅନ୍ତୁ କୌଣସି ଭଲ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ | ତେବେ ଏହା ବ୍ୟତୀତ ଏହା ମଧ୍ୟ ଏକ ସଂକେତ ହୋଇଥାଏ କି ଆପଣଙ୍କ ମନରେ କିଛି ଅକୁହା କଥା ରହିଯାଇଛି | ମନ ଭାଙ୍ଗିଯାଇଛି ତେବେ ଏଭଳି ପରିସ୍ଥିତିରେ ନିଜକୁ ବୁଝେଇବା ସହିତ ନିଜକୁ ଆଗକୁ ବଢିବାର ପ୍ରୟାସ କରନ୍ତୁ |

ଯଦି ଆପଣଙ୍କ ନିଦ ରାତି 3ଟା ପାଖାପାଖି ଖୋଲୁଛି ତେବେ ଏହାର ଅର୍ଥ ଆପଣଙ୍କ ପାଖକୁ କୌଣସି ଦୈବୀକ ଶକ୍ତିର ଆଗମନ ହେଉଛି | ତେବେ ଯଦି ଆପଣଙ୍କ ନିଦ 3ଟା ରୁ 5ଟା ଭିତରେ ଭାଙ୍ଗୁଛି, ଏହାର ସଂକେତ ହୋଇପାରେ କି ଆପଣଙ୍କ ଫୁସଫୁସ ରେ କୌଣସି ସମସ୍ୟା ଅଛି | ଏହା ବ୍ୟତୀତ ଶାସ୍ତ୍ରରେ ଏହି ସମୟକୁ ଅମୃତ ବେଳ କୁହାଯାଇଛି |

ଏହି ସମୟ ରେ ଦେବା ଦେବୀଙ୍କର ଆଗମନ ହୋଇଥାଏ | ତେବେ ଏହି ସମୟ ରେ ଯଦି ବାରମ୍ୱାବ ଆପଣଙ୍କର ନିଦ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ଆଲୋକିକ ଶକ୍ତି ଉର୍ଜା ପ୍ରଦାନ କରୁଛନ୍ତି | ତେବେ ଆପଣଙ୍କ ପାଖରକୁ ଧନ ଦୌଲତ ଆସିବର ଆଶଙ୍କା ରହିଛି | ଏହି ସମୟ ରେ ଉଠିଲେ ଭଗବନ ଙ୍କୁ ଜପ କରନ୍ତୁ ଶୁଭ ହୋଇଥାଏ |

ଯଦି ଆପଣଙ୍କ ନିଦ 5ରୁ 7ଭିତରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣ ବହୁତ ଅବହେଳିତ ହେଉଛନ୍ତି | ଏହାର ପ୍ରଭାବ ଖରାପ ହୋଇପାରେ କାରଣ ଶାସ୍ତ୍ରରେ ଲେଖା ଅଛି ସୂର୍ଯ୍ୟ ଦେବ ଆସିବ ପୂର୍ବରୁ ଉଠିଯିବା ଶୁଭ ହୋଇଥାଏ | ତେବେ 5 ରୁ 6 ରେ ଭାଗୁଥିବା ନିଦ ମଧ୍ୟ ଭଗବାନ ଙ୍କ ଶରଣ ପାଇଁ ହୋଇଥାଏ | ତେବେ ଆପଣ ଏହି ସମୟରେ ଉଠି ଭଗବାନ ଙ୍କୁ ଜପ କରିପାରିବେ ସ୍ନାନ ସାରି ପୂଜା କରିବା ବହୁତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *