ଯଦି ଆପଣଙ୍କ ପାଖରେ ମଧ୍ୟ ରହିଛି ଏହି ରାଶି ଥିବା ଗାର୍ଲଫ୍ରେଣ୍ଡ, ତାହେଲେ ବୁଝି ନିଅନ୍ତୁ ଖୋଲିଗଲା ଆପଣଙ୍କ ଭାଗ୍ୟ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିରେ କିଛି ଭଲ ଏବଂ କିଛି ଖରାପ ଗୁଣ ରହିଥାଏ। ସବୁ ରାଶିର ଗୁଣ ଏବଂ ଦୋଷ ଅଲଗା ଅଲଗା ହୋଇଥାଏ। ଏହି ରାଶିର ଲୋକେ ଅନ୍ୟ ରାଶି ତୁଳନାରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି। କିଛି ଲୋକଙ୍କ ବ୍ୟବହାର କ୍ରୋଧାନ୍ୱିତ ଥାଏ, ତ ଆଉ କିଛି ଲୋକଙ୍କ ସ୍ଵଭାବ ଶାନ୍ତ ରହିଥାଏ। ଆଜି ଆମେ ଆପଣଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଧୋକା ଦେଇ ନଥାନ୍ତି। ଏହି ରାଶିର ଝିଅ ମାନେ ସର୍ବଦା ପ୍ରେମ ଉପରେ ଭରସା ରଖି ଥାନ୍ତି ଏବଂ ନିଜ ସଂପର୍କକୁ ନେଇ ବିଶ୍ବାସୀ ରହି ଥାନ୍ତି। କୁହାଯାଏ କି ଏହି ରାଶିର ଝିଅ ମାନଙ୍କୁ ଯେଉଁ ପୁଅମାନେ ବିବାହ କରିଥାନ୍ତି, ସେମାନେ ସର୍ବଦା ପ୍ରସନ୍ନ ରହି ଥାନ୍ତି। ତେବେ ଆସନ୍ତୁ ଜାଣିବା ତାହା କେଉଁ କେଉଁ ରାଶିର ଝିଅମାନେ, ଯେଉଁ ମାନଙ୍କ ଉପରେ ଆପଣ ଭରସା କରି ପାରିବେ।

ବୃଷ ରାଶି –

ଏହି ରାଶିର ଝିଅମାନେ ନିଜ ସମ୍ପର୍କରେ ଭରସା ରଖନ୍ତି ଏବଂ ଏହି ଝିଅମାନଙ୍କର ବ୍ୟବହାର ମଧୁର ଅଟେ। ଏମାନେ ସମସ୍ତଙ୍କର ହୃଦୟ ଜିଣି ନିଅନ୍ତି। ଏଭଳି ଝିଅମାନେ ଯେବେ ରିଲେସନରେ ରହିଥାନ୍ତି, ନିଜ ପାର୍ଟନରଙ୍କ ଛୋଟ ଛୋଟ କଥାର ଧ୍ୟାନ ରଖିଥାନ୍ତି। ଏହି ଝିଅମାନେ ନିଜ ପ୍ରେମରେ କେବେ ଧୋକା ଦେବାକୁ ବିଚାର ମଧ୍ୟ କରନ୍ତି ନାହିଁ। ବିଶ୍ବାସୀ ହୋଇ ସମ୍ପର୍କ ତୁଲାଇ ଥାନ୍ତି।
Google

କର୍କଟ ରାଶି –

କର୍କଟ ରାଶିର ଝିଅମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ଏହାସହିତ ଅନ୍ୟମାନଙ୍କ ଭଲ ଚିନ୍ତା କରିଥାନ୍ତି। ଏଭଳି ଝିଅମାନେ କେବେ ପ୍ରେମରେ ଧୋକା ଦେଇ ନଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଝିଅମାନେ ନିଜ ପାର୍ଟନରଙ୍କ ପ୍ରତି ସମର୍ପିତ ହୋଇଥାନ୍ତି। ଏମାନଙ୍କ ପାଇଁ ଜୀବନସାଥୀ ଶୀର୍ଷରେ ରହିଥାନ୍ତି। ଏହି ରାଶିର ଝିଅମାନଙ୍କୁ ଯେଉଁ ପୁଅମାନେ ବିବାହ କରିଥାନ୍ତି, ସେମାନେ ନିଜକୁ ଲକି ଅନୁଭବ କରିବେ।

ତୁଳା ରାଶି –

ଏହି ରାଶିର ଝିଅମାନେ ଅଧିକ ଭାବୁକ ରହିଥାନ୍ତି। ଏମାନେ କାହାର ହୃଦୟ ଭାଙ୍ଗନ୍ତି ନାହିଁ। ଏମାନେ ସର୍ବଦା ନିଜ ପାର୍ଟନରଙ୍କୁ ସମ୍ମାନ କରିଥାନ୍ତି। ତୁଳା ରାଶିର ଝିଅମାନେ ସର୍ବଦା ସମ୍ପର୍କକୁ ସୁଦୃଢ ରଖିବା ପାଇଁ ପ୍ରୟାସ କରିଥାନ୍ତି। ଏମାନେ ନିଜ ପାର୍ଟନରଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହି ଥାନ୍ତି। ପାର୍ଟନରଙ୍କ ସହିତ ନିଜର ସବୁ ଦୁଃଖସୁଖ ସେୟାର କରିଥାନ୍ତି। ସବୁ ପରିସ୍ଥିତିରେ ଏମାନେ ନିଜ ସାଥୀଙ୍କୁ ସହଯୋଗ କରିଥାନ୍ତି। ବିଶ୍ବାସୀ ହୋଇ ଏମାନେ ନିଜର ରିଲେସନ ତୁଲାଇ ଥାନ୍ତି।

ବିଛା ରାଶି –

ବିଛା ରାଶିର ଝିଅମାନେ ଖୋଲା ବିଚାରର ହୋଇଥାନ୍ତି। ଏମାନେ ନିଜ ପ୍ରକାରର ଜୀବନ ଅତିବାହିତ କରିଥାନ୍ତି। ଏମାନେ କାହାକୁ ନିଜ ଜୀବନରେ ଦଖଲ ଦେବା ପାଇଁ ଇଛୁକ ନଥାନ୍ତି। ଏହି ଝିଅମାନେ ଯେବେ କୌଣସି ସମ୍ପର୍କରେ ଆସିଥାନ୍ତି, ସେ ପାର୍ଟନରଙ୍କ ଖୁସିକୁ ନିଜ ଖୁସି ମାନିଥାନ୍ତି। କୁହାଯାଏ କି ଏମାନେ ନିଜ ପାର୍ଟନରଙ୍କ ଖୁସି ପାଇଁ କୌଣସି ପଦକ୍ଷେପ ଉଠାଇ ପାରନ୍ତି। ଏମାନଙ୍କର ସର୍ବଦା ପ୍ରଚେଷ୍ଟା ଥାଏ କି ଏମାନଙ୍କ ପାଇଁ ତାଙ୍କ ପାର୍ଟନର ଦୁଃଖିତ ନହେଉ। ଏମାନେ ସତ୍ ମନରେ ସମ୍ପର୍କ ତୁଲାଇ ଥାନ୍ତି।
Google

ମକର ରାଶି –

ଏହି ରାଶିର ଝିଅ ମାନଙ୍କ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଛି କି ଏମାନେ ବନ୍ଧୁତା, ସମ୍ପର୍କ ସବୁକୁ ଉତ୍ତମ ରୂପରେ ତୁଲାଇ ଥାନ୍ତି। ଏମାନେ ସର୍ବଦା ନିଜ ପାର୍ଟନରଙ୍କ ପ୍ରତି ସମର୍ପିତ ରହିଥାନ୍ତି। ଜୀବନସାଥୀଙ୍କ ଛୋଟ ଛୋଟ କଥାକୁ ଏମାନେ ଧ୍ୟାନ ଦେଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ କେବେ ଧୋକା ଦେବାକୁ ବିଚାର କରି ନଥାନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *