ଯେବେ ଭୀଷ୍ମ କହିଲେ ସମ୍ଭୋଗ ସମୟ ରେ କିଏ ବେଶୀ ଆନନ୍ଦ ନିଏ ସ୍ତ୍ରୀ କିମ୍ବା ପୁରୁଷ |

ବହୁ ପୁରାତନ ଯୁଗରୁ ଏହି କଥା ଆଜି ଯାଏଁ ଚର୍ଚ୍ଚା ର ବିଷୟ ହୋଇ ରହିଛି | ଏହାର ଉତ୍ତର ବୈଜ୍ଞାନିକ ମନେ ମଧ୍ୟ ଦେଇପାରିନାହାନ୍ତି କି ସମ୍ଭୋଗ ସମୟରେ କିଏ ବେଶୀ ଆନନ୍ଦ ନେଇଥାଏ ସ୍ତ୍ରୀ କିମ୍ବା ପୁରୁଷ | ତେବେ ବନ୍ଧୁଗଣ ଏହି କଥା ଉପରେ ପୁରାଣ ଯୁଗ ରେ ପିତାମହ ଭୀଷ୍ମ ଉତ୍ତର ଦେଇଥିଲେ, ସେ ଯୁଧିଷ୍ଠିର ଙ୍କୁ କହିଥିଲେ ଏହାର ଉତ୍ତର | ତେଵେ ଅନେକ ସମୟ ରୁ ଚର୍ଚ୍ଚା ହେଉଥିବା ଏହି ବିଷୟ ମହାଭାରତ ରେ ବହୁତ ଅନେକ ହଜାର ହଜାର ବର୍ଷ ତଳେ ଏହାର ଉତ୍ତର ଉଲ୍ଲେଖ କରାଯାଇଛି | ତେଵେ ଆସନ୍ତୁ ଆମେ ଆପଣଙ୍କୁ ଜଣେଇବୁ ଯେ ପିତାମହ ଭୀଷ୍ମ କଣ କହିଥିଲେ ?

ମହାଭାରତ ରେ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କୁ ତାଙ୍କ ମନର କଥା ପଚାରିଥିଲେ,କି ସମ୍ଭୋଗ ସମୟ ରେ କିଏ ବେଶୀ ଆନନ୍ଦ ନିଏ ସ୍ତ୍ରୀ କିମ୍ବା ପୁରୁଷ? ଏହାର ଉତ୍ତର ରେ ପିତାମହ ଭୀଷ୍ମ ଏକ କାହାଣୀ କହିଥିଲେ | ତେବେ ସେ କହିଥିଲେ ଗୋଟିଏ ରାଜ୍ୟ ରେ ଜଣେ ରାଜା ଥିଲେ ତାଙ୍କର କୌଣସି ସନ୍ତାନ ନଥିଲେ, ସେ ବହୁତ ମନ ଦୁଃଖ ରେ ଥିଲେ |

ତେବେ ସେ ଏଥିପାଇଁ ଅଗ୍ନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏକଦା ଅଗ୍ନି ଯଜ୍ଞ ର ଆୟୋଜନ କରିଥିଲେ ତେଵେ ଏହି ଯଜ୍ଞ ରେ ସେ କେବଳ ଅଗ୍ନି ଦେବଙ୍କୁ ହିଁ ପୂଜା କରୁଥିଲେ ତେଵେ ଏହି କଥାରେ ଦେବ ରାଜା ଇନ୍ଦ୍ର ରାଗିଯାଇଥିଲେ | ଏହାପରେ ରାଜା ଙ୍କର 100 ପୁତ୍ର ସନ୍ତାନ ହୋଇଥିଲେ ତେଵେ ଦିନେ ବନ କୁ ଶିକାର କରିବା ପାଇଁ ଯାଇଥିଲେ ଏହି ସମୟରେ ତାଙ୍କୁ ଶୋଷ ଲାଗିବାକୁ ସେ ନଦୀ ନଦୀ ନିକଟକୁ ଯାଇଥିଲେ | ନଦୀ ରେ ପଶିବ ପରେ ତାଙ୍କ ଦେହର ରଙ୍ଗ ବଦଳିବାରେ ଲାଗିଥିଲା |

ଏହା ପରେ ସେ ଇନ୍ଦ୍ର ଦେବଙ୍କ ଅଭିଶପ ରେ ନାରୀ ହୋଇଯାଇଥିଲେ | ରାଜା ବହୁତ ମନ ଦୁଃଖ କରିଥିଲେ, ସେ ଭାବିଲେ ଏହି ଅବସ୍ଥା ରେ ସେ କେମିଟି ରାଜା ପ୍ରସାଦ କୁ ଯିବେ, କେମିତି ପ୍ରଜା ମାନଙ୍କର ଦେଖା ଶୁଣା କରିବେ? ଏହା ପରେ ସେ ରାଜ ପ୍ରସାଦ କୁ ଯାଇଥିଲେ ସମଗ୍ର ରାଜ୍ୟ ବାସି ଙ୍କୁ ତାଙ୍କର ଏହି ପରି ଅବସ୍ଥା ବିଷୟରେ କହିଲେ | ଏବଂ ପତ୍ନୀ ଙ୍କୁ ଭେଟ ହୋଇ ସବୁ ରାଜ୍ୟ ଭରା ମନ୍ତ୍ରୀ ଙ୍କୁ ଦେଇ ଜଙ୍ଗଲ କୁ ଆସିଯାଇଥିଲେ |

ଏହା ପରେ ସେ ଅନେକ ଜାଗା ବୁଲିଲା ପରେ ଜଙ୍ଗଲ ରେ ଜଣେ ଋଷି ଙ୍କ ସହ ଭେଟ ହେଲେ ସେଇଠି ତାଙ୍କୁ ବିବାହ କରିଥିଲେ ଏବଂ ଅନେକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ | ଏହା ଦେଖି ଦେବରାଜ ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଚିନ୍ତା କଲେ ମୁଁ ଏହି ରାଜା କୁ ନାରୀ କରି ଭୁଲ କରି ଦେଇନି ତ | ଏହା ପରେ ଇନ୍ଦ୍ର ଦେବ ବ୍ରାହ୍ମଣ ବେଶ ରେ ଆସି ପୁତ୍ର ମନରେ ଶତ୍ରୁତା ଜନ୍ମ କରିଦେଲେ |

ଇନ୍ଦ୍ର ଦେବ ଙ୍କ ମାୟା ରେ ଫାଶୀ ରାଜାଙ୍କର ସମସ୍ତ ପୁତ୍ର ନିଜ ନିଜ ମଧ୍ୟରେ ଝଗଡା କରି ପରସ୍ପର କୁ ମାରିଦେଲେ | ଏହା ପରେ ରାଜା ଏହି ବିଷୟ ରେ ଜାଣି ବହୁତ ଦୁଃଖିତ ହେଲେ ଏବଂ ଭଗବାନ ଙ୍କୁ ପ୍ରାଥନା କରିବାକୁ ଲାଗିଲେ | ହେ ଭଗବାନ ମୋର କେଉଁ ଜନ୍ମର ଏ ପାପ ଥିଲା ମୋତେ କାହିଁକି ଏମିତି ଦଣ୍ଡ ଦେଲା ଭଗବାନ |

ଏତେ କରୁଣ ମିନତୀ ଶୁଣିବା ପରେ ଦେବରାଜ ଇନ୍ଦ୍ର ପ୍ରକଟ ହେଲେ | ହେ ରାଜନ ସମସ୍ତ ଅସୁବିଧା ମୁଁ କରେଇଛି ମୋତେ ଯଜ୍ଞ ରେ ଅଣଦେଖା କରିଥିବାରୁ | ତେଵେ ଏହା ପରେ ରାଜା ଇନ୍ଦ୍ର ଙ୍କର ଗୋଡ ଧରି ଭୁଲ ମାଗିଥିଲେ | ତେବେ ଏହା ପରେ ଦେବ ରାଜା ଇନ୍ଦ୍ର ଙ୍କର ମନ ପରିବର୍ତନ ହୋଇଥିଲା |

ହେ ରାଜନ ତୁମେ ଏବେ ତୁମର ଗୋଟିଏ ପୁଅ କୁ ଜୀବିତ କରିପାରିବା ଯଦି ତୁମେ କାହାକୁ ଜୀବତା କରେଇବା | ତେଵେ ରାଜା କହିଥିଲେ ମୋର ନାରୀ ବେଶ ରେ ମୁଁ ଯେଉ ପୁତ୍ର ସନ୍ତାନ ଜନ୍ମ କରିଥିଲି ସେଇ ମାନଙ୍କ ମଧ୍ୟରୁ ଜଣକୁ ଜୀବିତ କରନ୍ତୁ | ଏହା ଶୁଣି ଦେବରାଜ ଇନ୍ଦ୍ର ପଚାରିଲେ କାହିଁକି | ତେଵେ ଏହା ଶୁଣି ରାଜା କହିଥିଲେ ନାରୀ ଙ୍କର ପ୍ରେମ ବହୁତ ଅଧିକ ପୁରୁଷ ଙ୍କ ଠାରୁ ତେଵେ ମୋତେ ମୋ ନାରୀ ଅବସ୍ଥା ର ପୁତ୍ର ଦରକାର ଏବଂ ମୁଁ ଏମିତି ନାରୀ ହୋଇ ରହିବାକୁ ଚାହେଁ କାରଣ ନାରୀ ସମୟର ସମ୍ଭୋଗ ଅତି ଆନନ୍ଦ ଦିଏ ତେଣୁ ନାରୀ ହୋଇ ରହିବାକୁ ଚାହେଁ |

ଏହିପରି ଯୁଧିଷ୍ଠିରଙ୍କୁ ପିତା ମହା ଭୀଷ୍ମ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ | ତେଵେ ସେ କହିଥିଲେ କି ନାରୀ ବହୁତ ସ୍ନେହୀ ହୋଇଥାନ୍ତି ତାଙ୍କର ଭଲପାଇବାର ଶକ୍ତି ହୋଇଥାଏ ଯୁଧିଷ୍ଠିର | ତେଣୁ ଏହି କାହାଣୀ ରୁ ଯାହା ଜଣାପଡେ ତେଵେ ମହାଭାରତର ପିତା ମହା ଭୀଷ୍ମ ଏହି ପ୍ରସ୍ନ ର ଉତ୍ତର ଜୀଧିଷ୍ଠିର ଙ୍କୁ ଦେଇଥିଲେ |

Leave a Reply

Your email address will not be published. Required fields are marked *