ଅକାଳ ମୁତ୍ୟୁର ରହସ୍ୟ ବୁଝନ୍ତୁ, ଅଚାନକ ମୁତ୍ୟୁ କାହିଁକି ହୁଏ ପୁରା ରହସ୍ୟ ଜାଣନ୍ତୁ – ଗରୁଡ଼ ପୁରାଣ |

ପ୍ରାୟତଃ ଆପଣ ଏହା ଦେଖିଥିବେ କି ଅଚାନକ କାହାର ଦୁର୍ଘଟଣା ରେ ମୁତ୍ୟୁ ହୋଇଯାଏ ତ ଘର ଲୋକ କହିଥାନ୍ତି ସେଠିକି ନଯାଇଥିଲେ ଏମିତି ହୋଇନଥାନ୍ତା | କିଛି ଲୋକ ପାଣିରେ ବୁଡି ମରିଯାଏ ତ ଲୋକ କହିଥାନ୍ତି ନଦୀ,ପୋଖରୀ କୁ ଗାଧେଇବାକୁ ନଯାଇଥାନ୍ତା ତ ଏମିତି ହୋଇନଥାନ୍ତା | ତେବେ ଯେକୌଣସି ପ୍ରକାରର ଦୁର୍ଘଟଣା ହେଉ କି, ଆତ୍ମହତ୍ୟା ହେଉ କିମ୍ବା କୌଣସି ଅଚାନକ ମୁତ୍ୟୁ ସମସ୍ତେ ପ୍ରାୟ ଏହି କଥା କହିଥାନ୍ତି ସେହି ସ୍ଥିତି କୁ ନଯାଇଥିଲେ ଏହା ହୋଇନଥାନ୍ତା | ତାହାର ବିପଦ ଟଳି ଯାଇଥାନ୍ତା | କିନ୍ତୁ ବନ୍ଧୁଗଣ ଯାହା ନିଶ୍ଚିନ୍ତ ହୋଇଥାଏ ତାହା ଆମ ସହ ହୋଇ କି ରହିଥାଏ | ଆମେ ଆପଣଙ୍କୁ କହିରଖୁଛୁ କି ରାମ ଚରିତ ମାନସ ର ବାଲକାଣ୍ଡ ରେ ସଫା ସଫା ଏହି ପ୍ରସଙ୍ଗ ବିଷୟରେ ଲେଖା ହୋଇଛି କି –

ଗୋଟିଏ ଉଦାହରଣ ଦେଉଛୁ ଆପଣଙ୍କୁ ଅନେକ ଦିନ ତଳେ ପ୍ରତାପ ଭାନୁ ନାମକ ଜଣେ ରାଜା ଥିଲେ | ଏକଦା ଅନେକ ମୁନି ଭୋଜନ ପାଇଁ ରାଜାଙ୍କ ଦରବାର ଙ୍କୁ ଆସିଥିଲେ | ରାଜାଙ୍କର ଯେଉଁ ରୋଷେଇଆ ଥିଲା ସେ ଜଣେ ମାୟାବୀ ରାକ୍ଷସୀ ଥିଲା | ସେହି ରାକ୍ଷସ ସମସ୍ତ ସନ୍ଥ ଏବଂ ବ୍ରାହ୍ମଣ ଙ୍କ ଥାଳି ରେ ମାଂସ ପରଷି ଦେଲା | ଏହା ପାରେ କ୍ରୋଧ ରେ ବ୍ରାହ୍ମଣଗଣ ରାଜା ଙ୍କୁ ଅଭିଶାପ ଦେଇଦେଲେ,କି ଯା ତୁ ସର୍ବଦା ପାଇଁ ରାକ୍ଷସ ବନିଯା | ରାଜା ଭାବିଲେ ଯଦି ମୁଁ ବ୍ରାହ୍ମଣ ଙ୍କୁ ଭୋଜନ ପାଇଁ ଡକେଇ ନଥାନ୍ତି ତାହେଲେ ବୋଧହୁଏ ଏ ଅବସ୍ଥା ମୋର ଆଜି ହେଇନଥାନ୍ତା | ସେହି ରାଜା ପ୍ରତାପ ଭାନୁ ଆଗକୁ ଯାଇ ରାବଣ ହୋଇଥିଲେ |

ବନ୍ଧୁଗଣ ରାମ ଚରିତ ମାନସ ରେ ଲେଖା ହୋଇଛି କି ଯାହା ହେବାର ଥିବ ତାହା ହୋଇକି ହିଁ ରହିବ | ଏବଂ ଯାହା ନଲେଖା ହୋଇଥାଏ ତାହା ଆମ ସହ କଦାପି ହୋଇନଥାଏ | ସେହି ପ୍ରକାର ରେ ଯାହା ମୁତ୍ୟୁ ଯେମିତି ଲେଖା ହୋଇଥାଏ ସେହିପରି ହିଁ ହୋଇଥାଏ | ତାହା ନିଜ ଘର ଶେଜ ରେ ହେଉ କିମ୍ବା କୌଣସି ସଡ଼କ ଦୁର୍ଘଟଣା ରେ ହେଉ | ମହାଭାରତ ରେ ଭୀଷ୍ମଙ୍କ ମୁତ୍ୟୁ ଯେମିତି ଲେଖା ଥିଲା ସେହିପରି ହିଁ ହେଲା | ତେବେ ସେହିପରି ଯାହାଙ୍କ ମୁତ୍ୟୁ ଯେମିତି ଲେଖା ହୋଇଥାଏ ସେହିପରି ହିଁ ହୋଇଥାଏ | ତେଣୁ ଏଥିରେ ସଭା କରିବା କିମ୍ବା ଚିନ୍ତିତ ହେବା ଉଚିତ ନୁହେଁ |

କିନ୍ତୁ ଅକାଳ ମୁତ୍ୟୁ କାହିଁକି ହୁଏ, ତେବେ ଏହା ମଧ୍ୟ ଆଗରୁ ହିଁ ଲେଖା ହୋଇଥାଏ | କିନ୍ତୁ ଯଦି ଆପଣ ଘରୁ ବାହାରିବା ସମୟ ରେ ଭଗବାନ ଶଳଗ୍ରାମ କୁ ପୂଜା କରି ପାଦୁକ ଗ୍ରହଣ କରି ବାହାରକୁ ଯାନ୍ତି | ଏହା ଦ୍ୱାରା ବିପଦ ଟଳି ଯାଇଥାଏ,ତେବେ ବନ୍ଧୁଗଣ କାହାର ଯଦି ସଡ଼କ ଦୁର୍ଘଟଣା କିମ୍ବା ପାଣି ରେ ବୁଡି ମୁତ୍ୟୁ ହୋଇଯାଏ | ଏହିପରି ମୁତ୍ୟୁ କୁ ଅନେକ ଅକାଳ ମୁତ୍ୟୁ କୁହାଯାଏ | କିନ୍ତୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ ଲେଖା ହୋଇଥାଏ | ଆମ ବଡ ଗୁରୁଜନ ଲୋକ କହିଥାନ୍ତି ଯେଉଁ ଲୋକ ର ମୁତ୍ୟୁ 80ବର୍ଷ ପୂର୍ବରୁ କୌଣସି ଦୁର୍ଘଟଣା ରେ ହୁଏ ତାହାକୁ ଅକାଳ ମୁତ୍ୟୁ କୁହାଯାଏ |

ଯଦି କାହାକୁ କିଏ ମାରିଦେଲା ତେବେ ତାହା ମଧ୍ୟ ଅକାଳ ମୁତ୍ୟୁ ହିଁ ହୋଇଥାଏ | ତେବେ ପୁର୍ଣ୍ୟ ଆତ୍ମା ର କଣ ହୋଇଥାଏ, ଯେମିତି କି ସ୍ୱାମୀ ବେବେକକାନନ୍ଦ ଜୀବନ ରେ ପୁର୍ଣ୍ୟ କରିଥିଲେ ଯଦି ସେ ମରିଯାନ୍ତି ତେବେ ସେ ସ୍ୱର୍ଗ ଲୋକ କୁ ହିଁ ଯାଇଥାନ୍ତି | ତେବେ ଯେଉଁ ଲୋକ ପାପ କାର୍ଯ୍ୟ କରିଥାନ୍ତି ସେମାନେ ଏଇଠି ହିଁ ଆତ୍ମା ସାଜି ବୁଲିଥାନ୍ତି | ଯେପର୍ଯ୍ୟନ୍ତ ସେମାନଙ୍କ ପାପ କଟି ଯାଇନଥାଏ ସେହି ବ୍ୟକ୍ତି ଏଇ ଠି ରହି ନିଜର ପାପ କୁ ଭୋଗ କରେ | ତେବେ ପୁର୍ଣ୍ୟ ଆତ୍ମା ର ସତଗଦି ପାଇଁ ପିଣ୍ଡ ଦାନ କରିବା ଉଚିତ |

Leave a Reply

Your email address will not be published. Required fields are marked *