ପ୍ରତ୍ୟେକ ଦିନ ତୁଳସୀରେ ପାଣି ଢ଼ାଳିବା ଦ୍ୱାରା କଣ ହୋଇଥାଏ । ନିଶ୍ଚୟ ଜାଣି ରଖନ୍ତୁ ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପତ୍ରକୁ ପବିତ୍ର ମାନାଯାଏ । ଏହି ତୁଳସୀ ଗଛରେ ସାକ୍ଷାତ ବିଷ୍ଣୁ ଏବଂ ଲକ୍ଷ୍ମୀ ବାସକରନ୍ତି । ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ପତ୍ର ବିନା କୌଣସି ପ୍ରକାର ସମ୍ଭବ ହୁଏ ନାହିଁ ଏବଂ ବିନା ତୁଳସୀ ପତ୍ରରେ ଭଗବାନ ବିଷ୍ଣୁ ଭୋଗ ଗ୍ରହଣ କରନ୍ତି ନାହିଁ । ତୁଳସୀକୁ ବିଷ୍ଣୁ ପ୍ରିୟା ମଧ୍ୟ କୁହାଯାଏ ଅର୍ଥାତ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ । ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ପୂଜା କରିଥାଏ ସେ କେବେ ଦରିଦ୍ର ହୋଇ ନଥାଏ । ତୁଳସୀ ଗଛରେ ପାଣି ଦେଲେ କଣ ହେବ ଅସନ୍ତୁ ଏହି ବିଷୟରେ ଆଜିକାର ଲେଖାରେ ଜାଣିନେବା ।

ଗୋଟେ ଦିନ ଦେବୀ ଭଗବାନ ଶ୍ରୀବିଷ୍ଣୁଙ୍କୁ ପଚାରନ୍ତି ଯେ , ” ହେ ସ୍ଵାମୀ ଆପଣ ଏହି ତିନିଲୋକର ସ୍ୱାମୀ କିନ୍ତୁ ତଥାପି ଆପଣ ତୁଳସୀଙ୍କୁ ପୂଜା କାହିଁକି କରନ୍ତି । ପ୍ରତ୍ୟକ ଦିନ ପାଣି ଦିଅନ୍ତି ଏବଂ କାହିଁକି ଏସବୁ କରନ୍ତି ? ଏହାର ବିଶେଷ କାରଣ କଣ ହେଇଥାଇ ପାରେ ? ମୁଁ ଏହି ବିଷୟର ମହତ୍ତ୍ୱ ଜାଣିବାକୁ ଚାହୁଁଛି ।

ଶ୍ରୀବିଷ୍ଣୁ ଭଗବାନ କହନ୍ତି ହେ ଦେବୀ ସତ୍ୟଭାମା ତୁଳସୀ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ଯାହାଙ୍କୁ ପ୍ରତ୍ୟକ ଦିନ ପୂଜା କଲେ କୋଟି କୋଟି ପୁଣ୍ୟ ସମାନ ଲାଭ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ଗଛରେ ପାଣି ଦେଲେ କୋଟି କୋଟି ପାପ ନଷ୍ଟ ହୋଇଯାଏ । ଆମେ ଏହି ପ୍ରାଚୀନ ମହତ୍ତ୍ୱପୂର୍ଣ୍ଣ କଥା କହିବୁ ଯାହାଦ୍ୱାରା ଆପଣ ଏହି ବିଷୟରେ ଜାଣି ପାରିବେ ।

ମାତା ଯେଉଁ ମନୁଷ୍ୟର କଥା ଗ୍ରହଣ କରିନିଅନ୍ତି । ତାଙ୍କୁ ଶହ ବର୍ଷ ଯାଏ ପାଣି ଦେବାରେ ପ୍ରାପ୍ତ ମିଳିଥାଏ । ଶ୍ରୀବିଷ୍ଣୁ ଭଗବାନ ଦେବୀ ସତ୍ୟଭାମାଙ୍କୁ କହନ୍ତି । ଏହି ଅତ୍ୟନ୍ତ ପ୍ରାଚୀନ କଥା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ । ଅବନ୍ତି ପୁରରେ ଧର୍ମ ନାମରେ ଜଣେ ବାହ୍ମଣ ଥିଲେ । କିନ୍ତୁ ସେ କର୍ମରେ ଦୁଷ୍ଟ ଏବଂ କପଟୀ ଲୋକ ଥିଲେ । ସେ ପ୍ରବଳ ମିଛ ଏବଂ ଧନ ଲୋଭ ଥିବା ମଣିଷ ଥିଲେ ।

ତାଙ୍କ ଇଚ୍ଛାରେ ସେ ସବୁବେଳେ ନିଚ୍ଚ କାମ କରିବାରେ ଲାଗିଥାନ୍ତି ଏବଂ ତାସହିତ ଚୋରି ମିଥ୍ୟା ଅହଙ୍କାର ମଧ୍ୟ ରହିଥାଏ । ଯେବେ ତୁଳସୀ ଗଛ ସବୁ ଘରେ ରହିବ ଦରକାର । କରନା ଭଗବାନ ଶ୍ରୀବିଷ୍ଣୁ ଭୋଗରେ ଲଗାଯାଏ । ତୁଳସୀ ପତ୍ର ବିନା ଶ୍ରୀବିଷ୍ଣୁ ଭଗବାନଙ୍କ ପାଖରେ ଭୋଗ ଲାଗେନି। ଏଥି ପାଇଁ ପ୍ରତେକ ଘରେ ତୁଳସୀ ପତ୍ର ଲଗାଯିବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *